ଦେଖନ୍ତୁ ଭିଡ଼ିଓ : ବାହା ବେଦୀରେ ଚାଲିଗଲା କନ୍ୟାର ଜୀବନ, ଆଉ ତା’ପରେ….

0

ସାମ୍ନାକୁ ଆସିଲା ଏମିତି ଏକ ଦୁଃଖଦ ଖବର ଯାହା ଶୁଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ କାରଣ ଘଟଣାଟି କିଛି ସେହିପରି।ଧୁମଧାମରେ ଚାଲିଥିଲା ବାହାଘର ଆଉ ମଥାରେ ଲାଗି ସାରିଥିଲା ସିନ୍ଦୂର, କିନ୍ତୁ ସାତ ଫେରା ନେବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ।ଆଉ ଏହି ସମୟରେ ନିଜ ଶାଳୀ କୁ ବାହାହେଲା ବର। ମଥାରେ ସିନ୍ଦୂର ଲାଗି ସାରିଥିଲା ଆଉ ହାତ ଗଣ୍ଠି ବି ପଡି ସାରିଥିଲା। ଆଉ ବର ମାଳ ପକାଇ ଦୁହେଁ ଦୁହିଁଙ୍କୁ କରି ସାରିଥିଲେ ନିଜର ମନର ସାଥୀ। କିନ୍ତୁ ହଠାତ୍ ଘଟିଲା ଅଜବ ଘଟଣା। ଯାହା ସମସ୍ତଙ୍କୁ ଅବାକ୍ କରିଦେଲା।ଆମେ ଅନେକ ସମୟରେ ଏମିତି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସଂସ୍ପର୍ଶରେ ଆସିଥାଉ ଯାହା ଆମକୁ ଚକିତ କରିଥାଏ।

ଆଉ ଏହି ଘଟଣାର ରୂପ ରେଖ ମଧ୍ୟ ଠିକ୍ ସେହିପରି। ଯାହା ସାଧାରଣରେ ବିସ୍ମୟ କର ଘଟଣା ଅଟେ। ଏମିତି ରେ ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ। କିଛି ଘଟଣା ଆମ ପାଇଁ ସଂପୂର୍ଣ୍ଣ ଅଜବ ପ୍ରକାରର ହୋଇଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ। ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ମାନ ଦେଖିବାକୁ ମିଳୁଛି। କିଛି ଏମିତି ଦୃଶ୍ୟ ସମୟ ସମୟରେ ଆମ ଲୋକ ଲୋଚନକୁ ଆସିଥାଏ ଯାହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ସତରେ କଣ ଏମିତି ବି ବିଧିର ନିୟମ ଅଟେ।

କାହିଁକି ଏମିତି ଘଟଣା ଘଟିଥାଏ।ସେହିପରି ବର୍ତ୍ତମାନ ଘଟିଥିବା ଏହି ଘଟଣାଟି ଏକ ଆଶ୍ଚର୍ଯ୍ୟକର ଘଟଣା।ଯେଉଁ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଏହା ଭାବୁଥିବେ ବିଧାତା ର ଏ କି ରଚନା। ତେବେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶ ର ଗିତାୱା ରୁ। ଏଠାରେ ବାହାଘର ର ସବୁ କାର୍ଯ୍ୟ ରୀତି ନୀତି ଅନୁସାରେ ସାରିବା ପରେ ଚାଲି ଯାଇଛି କନ୍ୟାର ଜୀବନ। ଦୁହେଁ ଦୁହିଁଙ୍କ ଜନ୍ମ ଜନ୍ମର ସାଥି ହୋଇଥାନ୍ତେ। କିନ୍ତୁ ଏହା ବୋଧେ ହେବାର ନଥିଲା। ବାହା ବେଦିରେ ଆଖି ବୁଜିଦେଲା କନ୍ୟା।ଆଉ ଏହାପରେ ଶେଷରେ ଶାଳୀ ଙ୍କୁ ବାହା ହୋଇଛନ୍ତି ବର।

ମେ ୨୫ ତାରିଖରେ ଏହି ବିବାହ ଚାଲିଥିବା ବେଳେ ସାତ ଫେରା ନେବା ପୂର୍ବରୁ ହଠାତ୍ ବେଦୀରେ ଟଳି ପଡ଼ିଥିଲେ କନ୍ୟା ସୁରଭି। ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ କୁ ନିଆ ଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଏହି ଦୁଃଖର ମାହଲ ଭିତରେ ଏକ ରୋଚକ ମୋଡ଼ ଆସିଥିଲା।ଦୁଇ ପରିବାରର ସହମତି କ୍ରମେ ସୁରଭୀଙ୍କ ସାନ ଭଉଣୀଙ୍କ ସହ ବର ମଞ୍ଜେଶ୍ ଙ୍କ ବିବାହ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।