ବାହା ବେଦୀରେ, ଦୁଇ ଛୁଆ ଧରୀ ତାଣ୍ଡବ କଲା ପ୍ରଥମ ସ୍ତ୍ରୀ ( first wife )… ଦେଖନ୍ତୁ Video

ଆଜିର ଏହି ଦୁନିଆରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଗୋଟିଏ ଏପରି ସମ୍ପର୍କ ଯାହା ପତି ଓ ପତ୍ନୀଙ୍କୁ ବାନ୍ଧିରଖିଥାଏ ଏକ ଅତୁଟ ବନ୍ଧନରେ | ଜନ୍ମ ଜନ୍ମକୁ ସାକ୍ଷୀ ରଖି କରିଥାନ୍ତି ବିବାହ ଓ ତାପରେ ସୃଷ୍ଟି ହୋଇଥାଏ ଏକ ନୂଆ ସମ୍ପର୍କ | କିନ୍ତୁ କଣ ଥିଲା ସେଦିନର ସେହି ଘଟଣା ଆଉ କଣ ପାଇଁ ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ କରୁଥିଲେ ଦ୍ଵିତୀୟ ବିବାହ | ଆସନ୍ତୁ ଜାଣିବା ଘଟଣା ଟି କଣ ଥିଲା ଯାହା ପାଇଁ ଦୁଇଟି ପିଲାର ବାବା ହୋଇ ମଧ୍ୟ ଓ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ | କାହାର ଥିଲା ଭୁଲ କିଏ କରିଥିଲା ଦୋଷ ଯାହା ପାଇଁ ସ୍ୱାମୀ ସ୍ତ୍ରୀ ଭଳି ଗୋଟିଏ ପବିତ୍ର ସମ୍ପର୍କରେ ହେଇଯାଇଥିଲା ଫାଟ ଓ ଶେଷରେ ସ୍ୱାମୀ କରିଥିଲେ ଦ୍ୱିତୀୟ ବିବାହ | କାହାର ଥିଲା ଦୋଷ ଆଉ କିଏ କରୁଥିଲା ଭୁଲ ଆସନ୍ତୁ ଜାଣିବା ପୁରା ଘଟଣାଟି |

ଘଟଣାଟିରୁ ଯାହା ଜଣା ପଡୁଛି ପୁଓଟି ପ୍ରଥମେ କରିଥିଲେ ବିବାହ ଓ ତାଙ୍କର ଦୁଇଟି ଛୁଆ ମଧ୍ୟ ରହିଛି | କିନ୍ତୁ ତାଙ୍କ ସ୍ତ୍ରୀଙ୍କ ସହିତ ଭଲ ନ ପୋଡିବାରୁ ସେ ଦେଇଥିଲେ ତାଙ୍କୁ ଛାଡପତ୍ର , ତାଙ୍କ ସ୍ୱାମୀଙ୍କର କହିବା ଅନୁସାରେ ସ୍ତ୍ରୀ ତାଙ୍କ କହିତ ଦୀର୍ଘ 4 ବର୍ଷ ହେଲା ରହିଆସୁଥିଲେ ବାକି ତାଙ୍କ ସ୍ତ୍ରୀ ଙ୍କ ଶାରୀରିକ ସମ୍ପର୍କ ଥିଲା ଅନ୍ୟ ପୁରୁଷଙ୍କ ସହ ଯାହା ପାଇଁ ସେ ତାଙ୍କର ଦୁଇଟି ଛୁଆ ଥିବା ପରେ ବି ତାଙ୍କୁ ଦେଇଥିଲେ ଛାଡ଼ପତ୍ର ଓ ଶେଷରେ ସେ କରୁଥିଲେ ଦ୍ୱିତୀୟ ବିବାହ |

କିନ୍ତୁ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ବୟାନ ଥିଲା ସମ୍ପୂର୍ଣ୍ଣ ଅଲଗା |ତାଙ୍କ କହିବା ଅନୁସାରେ ନା ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେଉଥିଲେ | ନା ସହରରେ ହେଇଥିବ ବିବାହ କଥା ସେ ଜାଣିଥିଲେ |ପରେ ସେ ଖବର ପାଇଁ ସ୍ୱାମୀର ବିବାହ ମଣ୍ଡପ ପାଖରେ ପହଞ୍ଚିଥିଲା ଓ କରିଥିଲେ ପାଟିତୁଣ୍ଡ ଓ ତାଣ୍ଡବ | ତାଙ୍କର କହିବା ଅନୁଯାୟୀ ବିବାହ ପରେ କିଛି ଦିନ ବେଶ ଭଲରେ କଟିଥିଲା ତାଙ୍କର ବୈବାହିକ ଜୀବନ, କିନ୍ତୁ ପରେ ସୃଷ୍ଟି ହୋଇଥିଲା ଝଗଡା ଓ ପରେ ତାଙ୍କ ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦ ମିଶି ଆରମ୍ଭ କରିଥିଲେ ଅତ୍ୟାଚାର ଓ ତାଙ୍କୁ ଘରୁ ବାହାର କରିଦେଇଥିଲେ ଓ ଛାଡ଼ପତ୍ର ଦେବାପାଇଁ ମଧ୍ୟ ବାଧ୍ୟ କରି ତାଙ୍କ ବାପ ଘରକ ପଠାଇଦେଇଥିଲେ | ମାତ୍ର ତାଙ୍କ ବୟାନ ଅନୁଯାୟୀ ସେ ତାଙ୍କ ସ୍ୱାମୀଙ୍କୁ ଦେଇନଥିଲେ ଛାଡ଼ପତ୍ର , ସେଥିପାଇଁ ସେ ବିବାହ ମଝିରେ ସୃଷ୍ଟି କରିଥିଲେ ବ୍ୟାଘାତ |

କିନ୍ତୁ ଶେଷରେ ଯାହା ଜଣାପଡୁଛି ଅଭିଯୋଗଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଓ ସେ ଏକ ଡିଭୋର୍ସ ଫାଇଲ କରିଥିଲେ | ମାନ୍ୟବର ପରିବାର ଲୋକମାନେ ଏବଂ 2021 ମସିହାରେ କେସଟି ରେସିଷ୍ଟ୍ରସନ ହୋଇଥିଲା ଓ ଅପର ପକ୍ଷର ଲୋକେ ଜାଣି ଜାଣି ନୋଟିସକୁ ଗ୍ରହଣ ନ କରିବା ଓ ସମୟବିଳମ୍ବତ ଓ କୋଟର ଆଦେଶକୁ ଅବମାନନା କରିବା ଯୋଗୁ ମାନ୍ୟବର ଜୋରଜ ଙ୍କ କହିବା ଅନୁଯାୟୀ ସେ ଦ୍ୱିତୀୟ ବିବାହ କରିବା କଥା ଭାବିଥିଲେ ଓ ଦ୍ୱିତୀୟ ବିବାହ କରିଥିଲେ | ତେଣୁ ଆଜି ର ସମାଜରେ ଦ୍ୱିତୀୟ ବିବାହ କରିବାର ନୋଟିସ ରହିଲେ ମଧ୍ୟ ସ୍ୱାମୀ ସ୍ତ୍ରୀ ପରି ଗୋଟେ ପବିତ୍ର ସମ୍ପର୍କକୁ କେବେ ଖରାପ କରନ୍ତୁନି ସାରା ଜୀବନ ସାଥି ହୋଇଚାଲିବା ର ଶପଥ ନିଅ ଓ ପରସ୍ପର ମଧ୍ୟ ବିଶ୍ୱାସ ଓ ଭରଷା ବଜାଈ ରଖ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment