ବାହାଘର ପରେ ଗୁଡୁ ଓ ତାଙ୍କ Wife ସମୁଦ୍ର ବେଳା ଭୂମିରେ ଏକାଠି କଲେ ଖୁଲାମ ଖୁଲା hot ଡ୍ୟାନ୍ସ ଦେଖିଲେ ହୋଇଯିବେ ତାଯୁବ…ଦେଖନ୍ତୁ ଭିଡ଼ିଓ

0

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଜଣେ ସଫଳ ହାସ୍ୟ ଅଭିନେତା ଭାବରେ ଗୁଡୁୁଙ୍କୁ କିଏ ବା ନଜାଣେ।ସେ ତାଙ୍କର ସୁନ୍ଦର୍ କୌତୁକିଆ ଢଙ୍ଗର ଅଭିନୟ ପାଇଁ ବେଶ ଜଣାଶୁଣା ଏବଂ ଲୋକପ୍ରିୟ ମଧ୍ଯ। ଓଡ଼ିଆ ସିନେମା ଜଗତରେ ସେ ତାଙ୍କ ଅଭିନୟ ବଳରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅଭିନୟ ଯେତିକି ଆକର୍ଷଣୀୟ ସେତିକି ମଜାଦାର ମଧ୍ଯ। ତେବେ ଅଭିନେତା ଗୁଡୁ ଅନେକ ଓଡ଼ିଆ ସିନେମା ରେ ଅଭିନୟ କରି ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ଆପଣ ଜାଣି ଖୁସି ହେବେ ଯେ ଏହି କଳାକାର ଜଣଙ୍କ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସେ ତାଙ୍କର ଜୀବନର ଏକ ପରବର୍ତ୍ତୀ ସୋପାନକୁ ଅନୁଭବ କରିବା ପାଇଁ ଯାଉଛନ୍ତି। ଯାହାକୁ ନେଇ ନିଶ୍ଚିତ ଭାବରେ ସେ ବହୁତ୍ ଖୁସି ମଧ୍ଯ ଅଛନ୍ତି। ତେବେ ଅନେକ ଲୋକପ୍ରିୟତା ହାସଲ କରିଥିବା ଏହି ହାସ୍ୟ ଅଭିନେତା ଯିଏକି ସବୁବେଳେ ଦର୍ଶକଙ୍କ ହୃଦୟରେ ରହିଥାନ୍ତି ତାଙ୍କର ମନଲୋଭା ଅଭିନୟ ପାଇଁ। ନିକଟରେ ସେ ହାତକୁ ଦି ହାତ ହେଇଛନ୍ତି। ସେ ଯାହାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି,ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ତାଙ୍କର ବାନ୍ଧବୀ। ତେବେ ଓଲିଉଡ୍‌ ଇଣ୍ଡଷ୍ଟ୍ରୀର ଜଣାଶୁଣା ଏହି ହାସ୍ୟ ଅଭିନେତା ଗୁଡୁ ବିବାହ ପୁର୍ବରୁ ମଧ୍ୟ ତାଙ୍କ ପ୍ରେମିକା ଙ୍କ ସହ ନଜର ଆସିଥିଲେ ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

ବିବାହ ପରେ ମଧ୍ୟ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ର ଝଲକ ଦେଖିବାକୁ ମିଳିଥିଲା।ତେବେ ଆପଣଙ୍କୁ କହି ରଖୁଛୁ ଯେ ଦୀର୍ଘ ଦିନର ବାନ୍ଧବୀ ପ୍ରିୟଙ୍କାଙ୍କୁ ସେ ବିବାହ କରିଛନ୍ତି ବୋଲି ଜଣା ପଡ଼ିଛି। ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେମାନଙ୍କର ଯୋଡ଼ି ସମସ୍ତଙ୍କୁ ବେଶ ପସନ୍ଦ ଆସିଛି।ଏହି ଯୋଡ଼ି କୁ ଦେଖିବା ପରେ ଗୁଡୁ ଙ୍କୁ ଭଲ ପାଉଥିବା ଅନେକ ଦର୍ଶକ ତାଙ୍କର ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମାନ ଦେଇଥିଲେ। ତେବେ ଯାହା ଜଣା ପଡିଛି କେବଳ କେତେକ ନିକଟତମ ବନ୍ଧୁ ହିଁ ତାଙ୍କ ବିବାହ ଉତ୍ସବରେ ଉପସ୍ଥିତ ରହିଥିଲେ। ସେମାନଙ୍କର ବିବାହ ପରବର୍ତ୍ତୀ ସମୟର ଭିଡିଓ ମଧ୍ଯ ଆପଣ ଦେଖିବାକୁ ପାଇଥିବେ ଯେଉଁଥିରେ ସେମାନେ କେତେ ମଜା ମସ୍ତି କରୁଥିବାର ନଜର ଆସିଥିଲେ।

ସେହିପରି ଏବେ ବିବାହ ପରେ ସେମାନେ ଦୁଇଜଣ ପ୍ରଥମଥର ପାଇଁ ପୁରୀ ବୁଲିବାକୁ ଯାଇଥିବା ବେଳେ ସେଠାରେ ରେକର୍ଡ଼ କରିଥିବା ତାଙ୍କର ଏକ ସୁନ୍ଦର୍ ଭିଡିଓ କୁ ପୋଷ୍ଟ କରିବା ପରେ ଏହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓ ରେ ଉଭୟ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି। ଗୁଡୁ ଙ୍କ ସ୍ତ୍ରୀ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ଗୁଡୁ ମଧ୍ଯ ନାଲି ରଙ୍ଗର ଡ୍ରେସ୍ ରେ ବହୁତ୍ ସୁନ୍ଦର ନୃତ୍ୟ କରିଛନ୍ତି। ଆପଣ ବି ଥରେ ଏହାକୁ ଦେଖିଲେ ଜାଣି ପାରିବେ କିପରି ଭାବରେ ସେମାନେ ସମୟ ଅତିବାହିତ କରୁଛନ୍ତି।