ବାହାଘର ପରେ କିପରି ସ୍ତ୍ରୀ ସୋମାଲିନ ପରିଡ଼ା ଙ୍କ ଗୋଡ଼ କୁ ତାଙ୍କ ସ୍ଵାମୀ ମାସାଜ୍ ଦେଉଛନ୍ତି ଦେଖନ୍ତୁ ଭିଡ଼ିଓ ଭାଇରାଲ….

0

ବିବାହ ବନ୍ଧନରେ ଆବଦ୍ଧ ହେବାପରେ ଅଭିନେତ୍ରୀ ସୋମାଲିନ ପରିଡ଼ା ତାଙ୍କର ବହୁତ୍ ଖୁସିର ମୁହୂର୍ତ୍ତକୁ ପ୍ରଶଂସକ ମାନଙ୍କ ପାଇଁ ସେୟାର କରୁଛନ୍ତି।ସେ ତାଙ୍କର ପୁରୁଷ ବନ୍ଧୁ କୁ ବିବାହ କରିଛନ୍ତି। ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ମନୋଲୋଭା ହସ ବେଶ୍ ଆକର୍ଷଣୀୟ ଅଟେ।ସେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।

ସେ ଏବଂ ତାଙ୍କର ବଡ ଭଉଣୀ ଅଭିନେତ୍ରୀ ଜାଙ୍କଲିନ ପରିଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଭାବରେ ପରିଗଣିତ ହୁଅନ୍ତି। ଦୁଇଜଣ ତାଙ୍କର ସୁନ୍ଦରତା ଏବଂ ବୋଲ୍ଡ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା।
ସେ ଏବେ ହାତରୁ ଦିହାତ ହେଇଛନ୍ତି, ସେଥିପାଇଁ ସେ ବେଶ୍ ଖୁସିରେ ରହିଥିବାର ଦେଖିବାକୁ ମିଳିଛି, ଯେଉଁ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଆଗ୍ରହ ହେଉଛନ୍ତି ପ୍ରସଂଶକ। ଏବଂ ତାଙ୍କର ପ୍ରତ୍ୟେକ ଭିଡିଓ କୁ ମଧ୍ୟ ଅନେକ ଭଲପାଇବା ଦେଉଛନ୍ତି। ବିବାହ ପୁର୍ବରୁ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହିତ ସେ ଅନେକ ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ସବୁ ପୋଷ୍ଟ କରିଥିଲେ।

ଆଉ ଏବେ ବିବାହ ପରର ଭିଡିଓ ରେ ମଧ୍ୟ ସେ ବହୁତ୍ ଖୁସି ନଜର ଆସିଛନ୍ତି। ତେବେ ପ୍ରଥମଥର ପାଇଁ ନିକଟରେ ତାଙ୍କର ବିବାହ ପରେ ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଥିଲା। ତେବେ ଏଠାରେ ଯାହା ଦେଖିବାକୁ ମିଳିଥିଲା ସୋମାଲିନ ସୁନ୍ଦର୍ ଭାବରେ ନିଜକୁ ସଜାଇ ହୋଇ ମଜା କରୁ ଥିବାର ଏଠାରେ ଦେଖିବାକୁ ମିଳିଥିଲା। ତେବେ ଏହି ଲାଇଭ ଭିଡିଓ ରେ ସୋମାଲିନ ଏବଂ ତାଙ୍କର ସ୍ବାମୀ ତାଙ୍କର ବିବାହ ବିଷୟରେ କହିଛନ୍ତି।ସମ୍ପୂର୍ଣ୍ଣ ଭାବରେ ତାଙ୍କର ଏରେଞ୍ଜ ମେରେଜ୍ ହୋଇଛି ବୋଲି ସେମାନେ କହିଛନ୍ତି। କହିବାକୁ ଗଲେ ବିବାହ ପରେ ସୋମାଲିନ ପରିଡ଼ା ତାଙ୍କ ଶଶୁର ଘରେ କିପରି ଭାବରେ ଖୁସି ମଜାର ସହ ରହିଛନ୍ତି ତାର ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଇ ସାରିଥିବେ।

ତାଙ୍କ ସ୍ଵାମୀ ତାଙ୍କ ସହ କିପରି ଲାଗୁଛନ୍ତି, ମଜା ମସ୍ତି କରିଛନ୍ତି ତାର ଝଲକ୍ ଏଠାରେ ଆପଣ ଏହି ଭିଡ଼ିଓରେ ଦେଖିବାକୁ ପାଇଥିବେ। ସେହିପରି ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ସ୍ତ୍ରୀ ସୋମାଲିନ ଙ୍କ ଗୋଡ଼କୁ ମାସାଜ ଦେଉଛନ୍ତି ତାଙ୍କ ସ୍ବାମୀ। ସକାଳୁ ସକାଳୁ ସ୍ତ୍ରୀ ଶୋଇଥିବା ବେଳେ ତାଙ୍କର ସ୍ବାମୀ ବେଡ୍ ରେ ବସି ସ୍ତ୍ରୀ ସୋମାଲିନ ଙ୍କ ଗୋଡ଼କୁ ଘସି ଦେଉଛନ୍ତି ଏବଂ ମାସାଯ କରୁଛନ୍ତି ଓ ମୋବାଇଲ୍ ଧରି ଗୀତ ଗାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।