ଆଜିକାଲି ସମୟରେ ଦୁନିଆ କେତେ ଆଗକୁ ଗଲାଣି। ଏହାରି ଭିତରେ ଓଡ଼ିଆ ଟେଲିଭିଜନ ଜଗତ ମଧ୍ୟ ବହୁତ ଆଗକୁ ଯାଉଛି। ସେହି ଟେଲିଭିଜନ ରେ ୨ ଜଣ ସୁପରଷ୍ଟାର ଯେ କି ସମସ୍ତ ଙ୍କ ମନ କିଣି ପାରିଛନ୍ତି। ସେ ଯୋଡି ଖୁବ କମ ଦିନ ଭିତରେ ଦର୍ଶକ ମାନଙ୍କର ମନ କୁ ଆପଣେଇ ନେଇଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ଏବଂ ସମାଜ କର୍ମୀ ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ଦୁହେଁ ଫିଲ୍ମ ରେ ଅଭିନୟ କରିବା ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା। ତାପରେ ଦୁହେଁଙ୍କ ପ୍ରେମ ବହୁତ ଆଗକୁ ଯାଇଥିଲା।
ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସୁପର ହିଟ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ଓ ସେଠାରେ ସେ ରିଶିପେଶନ୍ ପାଟି ର ମଧ୍ୟ ଆୟୋଜନ କରିଥିଲେ । ରିଶିପେଷନ ପାଟି ରେ ଏକାଠି ହୋଇ ନାଚିଥିଲେ । ତା ପରେ ସେ ରାଜସ୍ଥାନ ରୁ ଓଡ଼ିଶା କୁ ଫେରିଥିଲେ ସେ ଦୁହେଁ । ଓଡ଼ିଶା ଫେରିବା ପରେ ଓଡ଼ିଶା ର ରୀତି ନୀତି ଓ ପରମ୍ପରା ଅନୁସାରେ ସବ୍ୟ ଙ୍କ ଘରେ ଗୃହ ପ୍ରବେଶ କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ତେବେ ଆସନ୍ତୁ ଜାଣିବା ସବ୍ୟ ଅର୍ଚିତାଙ୍କୁ କଣ ଗିଫ୍ଟ ଦେଇଛନ୍ତି।
ବାହାଘରର କିଛି ଦିନ ପରେ ସବ୍ୟସାଚୀ ନିଜର ପତ୍ନୀ ଙ୍କ ଗୋଟିଏ ବଡ଼ ଗିଫ୍ଟ ରଖିଛନ୍ତି। ଯାହାକୁ ଜାଣିବା ପାଇଁ ଫ୍ୟାନ୍ସ ମାନେ ବହୁତ ଇଛୁକ। ଆଜି ଦୁହେଁ ଭୁବନେଶ୍ୱର ର ଏକ ବଡ଼ କାର ଶୋ ରୁମ କୁ ଯାଇଛନ୍ତି ଏବଂ ସବ୍ୟସାଚୀ ଓ ଅର୍ଚ୍ଚିତା ସେହି କାର ଆଗରେ ଠିଆ ହୋଇଥିବାର ଫୋଟୋ ରେ ଦେଖିବାକୁ ମିଳିଛି।
ତେବେ ବନ୍ଧୁଗଣ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଭୁବନେଶ୍ୱର ରେ ଏକ ନୂଆ କାର ଶୋ ରୁମ ର ଉଦଘାଟନ କରିବା ପାଇଁ ଯାଇଛନ୍ତି।ସେଠାରେ ଅତିଥି ଭାବରେ ତାଙ୍କୁ ସ୍ବାଗତ କରା ଯାଉଛି।ସବ୍ୟ ତାଙ୍କ ସୋସିଆଲ ମିଡ଼ିଆ ରେ ଲେଖିକି କହିଛନ୍ତି ଯେ ଏହି କାର ଟି ଫୁଲ ଇଲେକ୍ଟ୍ରିକାଲ ମାନେ କରେଣ୍ଟ ରେ ଚାର୍ଜ ହେଲେ ବ୍ୟାଟେରୀ ଦ୍ଵାରା ଚାଲିବ।ଆଉ କହିଛନ୍ତି ବାଏ ବାଏ ପେଟ୍ରୋଲ ଆଣ୍ଡ ଡିଜେଲ।କାର ଟି ତାଙ୍କୁ ବହୁତ ସୁନ୍ଦର ଲାଗିଛି। ଯେଉଁ କମ୍ପାନୀ ଏହାକୁ ତିଆରି କରିଛି ତାକୁ ମଧ୍ୟ ପ୍ରଶଂସା ମଧ୍ୟ ଦୁହେଁ କରିଛନ୍ତି। ଏହି କାର କୁ ପେଟ୍ରୋଲ ଏବଂ ଡିଜେଲ ର ଦର କୁ ନେଇ କମ୍ପାନୀ ଏହି କାର କୁ ନିର୍ମିତ କରିଛି।
ପ୍ରଥମ ଥର ପାଇଁ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏହି କାର ଟିକୁ କିଣିବାକୁ ଯାଉଛନ୍ତି।ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।