ଓଃ କି ଡ୍ୟାନ୍ସ ! ବାହାଘର ପରେ ଶାଶୁଘର ଲୋକଙ୍କ ସହିତ ପିକନିକ୍ ବୁଲିବାକୁ ଯାଇ ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତ୍ରୀ Somalin ଦେଖନ୍ତୁ ଭାଇରାଲ ଭିଡ଼ିଓ

0

ଯାହା ଦେଖିବାକୁ ମିଳୁଛି ଯେ, ବିବାହ ବନ୍ଧନରେ ଆବଦ୍ଧ ହେବାପରେ ଅଭିନେତ୍ରୀ ସୋମାଲିନ ପରିଡ଼ା ତାଙ୍କର ବହୁତ୍ ଖୁସିର ମୁହୂର୍ତ୍ତକୁ ଭିଡିଓ ଜରିଆରେ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ସେୟାର କରୁଛନ୍ତି। ସେ ତାଙ୍କର ପୁରୁଷ ବନ୍ଧୁ କୁ ବିବାହ କରିଛନ୍ତି ଏବଂ ବହୁତ୍ ଖୁସିର ସହିତ ତାଙ୍କର ବୈବାହିକ ଜୀବନକୁ ଅତିବାହିତ କରୁଛନ୍ତି। ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ଅନେକ ଭିଡିଓ, ବାହାଘର ପୁର୍ବର ହେଉ କିମ୍ୱା ବାହାଘର ପରର ତାହା ଅନେକ ସଂଖ୍ୟାରେ ଆପଣମାନେ ଦେଖିବାକୁ ପାଇଥିବେ। ବେଶ୍ ଖୁସ ମିଜାଜ୍ ର ସହିତ ସେ ସବୁବେଳେ ନଜର ଆସିଥାନ୍ତି। ତାଙ୍କର ହସ ଏମିତିରେ ବି ବେଶ୍ ଆକର୍ଷଣୀୟ ଅଟେ।

ନିଜର ଭିନ୍ନ ଅନ୍ଦାଜ୍ ର ଷ୍ଟାଇଲ ଏବଂ ଅଭିନୟ ର ଯାଦୁରେ ସେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି ସୋମାଲିନ ପରିଡା। ଅନେକ ସମୟରେ ସେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି।ସେ ଏବଂ ତାଙ୍କର ବଡ ଭଉଣୀ ଅଭିନେତ୍ରୀ ଜାଙ୍କଲିନ ପରିଡା ଉଭୟ ଓଡ଼ିଶାର ଅଭିନୟ ଜଗତର ଜଣାଶୁଣା ଚେହେରା ଅଟନ୍ତି। ଦୁଇଜଣ ତାଙ୍କର ସୁନ୍ଦରତା ଏବଂ ବୋଲ୍ଡ ଅନ୍ଦାଜର ଜୀବନଶୈଳୀ ସାଙ୍ଗକୁ ଅଭିନୟ ପାଇଁ ବେଶ୍ ଜଣାଶୁଣା।ତେବେ ସୋମାଲିନ ହାତରୁ ଦିହାତ ହେବାପରେ ସେ ବେଶ୍ ଖୁସିରେ ରହିଥିବାର ଦେଖିବାକୁ ମିଳିଛି।

ଯେଉଁ ପାଇଁ ସେ ପ୍ରସଂଶକଙ୍କ ପାଖରେ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରି ବହୁତ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଆଗ୍ରହ ହେଉଛନ୍ତି ପ୍ରସଂଶକ। ଏବଂ ତାଙ୍କର ପ୍ରତ୍ୟେକ ଭିଡିଓ କୁ ମଧ୍ୟ ଅନେକ ଭଲପାଇବା ଦେଉଛନ୍ତି। ବିବାହ ପୁର୍ବରୁ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହିତ ସେ ଅନେକ ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ସବୁ ପୋଷ୍ଟ କରିଥିଲେ।ଆଉ ଏବେ ବିବାହ ପରର ଭିଡିଓ ରେ ମଧ୍ୟ ସେ ବହୁତ୍ ଖୁସି ନଜର ଆସିଛନ୍ତି। କହିବାକୁ ଗଲେ ବିବାହ ପରେ ସୋମାଲିନ ପରିଡ଼ା ତାଙ୍କ ଶଶୁର ଘରେ କିପରି ଭାବରେ ଖୁସି ମଜାର ସହ ରହିଛନ୍ତି ତାର ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଇ ସାରିଥିବେ।

ତେବେ ପ୍ରଥମଥର ପାଇଁ ନିକଟରେ ତାଙ୍କର ବିବାହ ପରର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସୋମାଲିନ ତାଙ୍କ ଶାଶୁ ଘରର ଲୋକଙ୍କ ସହିତ ପିକନିକ ବୁଲିବାକୁ ଯାଇ ସେଠାରେ କିପରି ମଜାମସ୍ତି କରୁଛନ୍ତି ତାହା ଦେଖିବାକୁ ମିଳିଛି। ସେଠାରେ ସମସ୍ତେ ବୁଲିବା ସହିତ ଖୁସି ମଜାର ସହ ଡାନ୍ସ କରୁଥିବାର ମଧ୍ଯ ନଜର ଆସିଛନ୍ତି। ଯେଉଁ ଡାନ୍ସ ଭିଡ଼ିଓରେ ସମସ୍ତେ କିପରି ମସଗୁଲ ରହିଛନ୍ତି ତାହା ଆପଣ ଦେଖି ପାରିବେ।ଏହି ଭିଡିଓ କୁ ଦେଖି ଅନେକ ସୁନ୍ଦର ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।