ବାହାଘର ପୂର୍ବରୁ Husband ଙ୍କ ସହିତ ସୋମାଲିନ ଙ୍କ ରୋମାଣ୍ଟିକ ଡ୍ୟାନ୍ସ ଭାଇରାଲ….ଦେଖନ୍ତୁ ଭିଡ଼ିଓ

ଅଭିନେତ୍ରୀ ସୋମାଲିନ ପରିଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା।ସୋମାଲିନ ପରିଡା ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା।ଆପଣମାନେ ଜାଣିଛନ୍ତି ଯେ ସେ ଉଭୟ ଛୋଟ ଓ ବଡ଼ ପରଦାରେ ବଡ଼ ଧମାକା ଦେଖାଉଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଆପଣ ତ ଜାଣିଛନ୍ତି ମନୋରଞ୍ଜନ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କର କଥା ସବୁବେଳେ ଟିକେ ଭିନ୍ନ ଏବଂ ନିଆରା ହୋଇଥାଏ।

ଯେଉଁ କାରଣରୁ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହିଥାନ୍ତି। ଏମିତି ରେ ଆପଣ ତ ଜାଣିଛନ୍ତି ସେଲେବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ଏବଂ ସୁନ୍ଦରତା ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେମାନେ ଚର୍ଚ୍ଚାରେ ରହିଥାନ୍ତି।

ସେମାନଙ୍କ ର ଯେଉଁ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ ତାହା ଫ୍ୟାନ ମାନଙ୍କୁ ସେମାନଙ୍କ ସହ କୌଣସି କଥାକୁ ନେଇ ଜଡ଼ିତ ରହିବାକୁ ଏକ ସ୍ଵତନ୍ତ୍ର ମାହଲ୍ ସୃଷ୍ଟି କରିଥାଏ। ସେହିପରି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଅଭିନେତ୍ରୀ ସୋମାଲିନ ପରିଡା ବେଶ୍ ପରିଚିତ। ନିକଟରେ ତାଙ୍କର ରିଙ୍ଗ ସେରେମୋନି ହୋଇଛି।ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।ସେ ତାଙ୍କର ପୁରୁଷ ବନ୍ଧୁ ଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ବର୍ତ୍ତମାନ ଅନେକ ସମୟରେ ସୋସିଆଲ ମିଡିଆରେ ସୋମାଲିନ ସକ୍ରିୟ ରହିଥିବାର ଦେଖିବକୁ ମିଳୁଛି। ଏହାଛଡ଼ା ବିବାହ ପୂର୍ବରୁ ସେ ତାଙ୍କର ବୟ ଫ୍ରେଣ୍ଡ୍ ଙ୍କ ସହିତ ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି।

ଯାହାର ଏକ ଝଲକ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ ସୋମାଲିନ ଏଵଂ ତାଙ୍କ ବୟ ଫ୍ରେଣ୍ଡ୍ ରୋମାଣ୍ଟିକ ଡାନ୍ସ କରୁଥିବାର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଦୁଇଜଣ ଏକ ଭିନ୍ନ ଅନ୍ଦାଜ ରେ ସେମାନଙ୍କ ନୃତ୍ୟ ପରିବେଷଣ କରୁଛନ୍ତି।ସୋମାଲିନ କ୍ରପ ଟପ୍ ଏବଂ ହଟ୍ ପ୍ୟାଣ୍ଟ୍ ପିନ୍ଧି ବେଶ୍ ବୋଲ୍ଡ ଦେଖା ଯାଉଛନ୍ତି। ଏହିଭଳି ଗେଟ୍ ଅପ୍ ରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଡାନ୍ସ କରି ଭିଡିଓ ସୂଟ କରୁଛନ୍ତି। ଏହାଛଡ଼ା ସେମାନଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ କୁ ମଧ୍ଯ ଏଠାରେ ଏହି ଭିଡିଓରେ ଦେଖିବା ପାଇଁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment