ବାହାଘର ପରେ ସିନେମା ଛାଡି ଯାତ୍ରା ପାର୍ଟିରେ ଯୋଗଦେଲେ olywod ଅଭିନେତ୍ରୀ ରିୟା ଦେ ( riya de)- ଦେଖନ୍ତୁ video

ବନ୍ଧୁଗଣ ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଅନେକ ଖବର ଜାଣିଥିବେ |ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଆପଣଙ୍କ ମଧ୍ୟ ଇଚ୍ଛା ଥାଏ, ଆପଣ ଜାଣିବକୁ ମଧ୍ୟ ଚେଷ୍ଟା କରନ୍ତି |ମୁଁ ଆଜି ଆପଣଙ୍କୁ ଆପଣ ଅତି ପ୍ରିୟ ଅଭିନେତ୍ରୀ ରିୟା ଦେଙ୍କ ବିଷୟରେ କହିବି, ଆପଣ ରିୟା ଦେଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ନିଶ୍ଚିତ କିନ୍ତୁ ବର୍ତମାନ ଯାହା ଦେଖିବାକୁ ମିଳିଛି ଯେ ରିୟା ଦେ ତାଙ୍କର ବିବାହ ପରେ ସିନେମା ଜଗତ ଛାଡି ଯାତ୍ରା ପାର୍ଟିରେ ଯୋଗ ଦେଇଛନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ରିୟା ଦେଙ୍କ ବିଷୟରେ ସମ୍ପୂର୍ଣ ଖବର ଜାଣିବା |

ରିୟା ଦେ ଓଡ଼ିଆ ଇଣ୍ଡଷ୍ଟ୍ରିରେ 2010 ମସିହାରୁ କାମ କରି ବହୁତ ସୁନାମ ଅର୍ଜନ କରିଛନ୍ତି,ସେ ଅନେକ ଓଡ଼ିଆ ସିନେମାରେ କାମ କରିଛନ୍ତି |ସେ ସିନେମାରେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନକୁ କିଣିଛନ୍ତି, ଓଡ଼ିଆ ଇଣ୍ଡଷ୍ଟ୍ରିରେ ପଚାଶରୁ ଅଧିକ ଫିଲ୍ମ କରି ବହୁତ ସୁନାମ ଅର୍ଜନ କରିଛନ୍ତି |ସେ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଚୁଲବୁଲି ନାୟିକା ଭାବରେ ବହୁତ ପରିଚିତ ଅଟନ୍ତି |ଅନେକ ଦର୍ଶକ ତାଙ୍କର ସବୁ ପ୍ରକାର ଫିଲ୍ମ ଦେଖିବକୁ ବହୁତ ଭଲ ପାଆନ୍ତି |ଦୀର୍ଘ ଦିନ ଧରି ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ରିୟା ଦେ ଏଇ କିଛି ଦିନ ହେବ ବିବାହ କରି ଥିବାର ଆପଣ ଜାଣିଥିବେ, ବିବାହ ପରେ ରିୟା ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡି ଯାତ୍ରାରେ ଅଭିନୟ କରିବାର ଦେଖିବାକୁ ମିଳିଛି |

ରିୟା ଡ଼ିସେମ୍ବର ଫାଷ୍ଟରେ ଶୁନୀଲଙ୍କୁ ବିବାହ କରିଥିଲେ,

ସୁନୀଲଙ୍କ ସହ ବହୁତ ଦିନର ପ୍ରେମ ସମ୍ପର୍କ ପରେ ବର୍ତମାନ ସେମାନେ ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି |ବିବାହ ପରେ ରିୟା ତାଙ୍କ ଶାଶୁ ଘରେ ରହୁଛନ୍ତି, ସେ ତାଙ୍କ ଶାଶୁଘର ଲୋକଙ୍କ ସହିତ ବହୁତ ଖୁସିରେ ଅଛନ୍ତି ବୋଲି ଦେଖିବାକୁ ମିଳିଛି |ରିୟାଙ୍କ ବାହାଘରରେ ଅନେକ ସେଲିବ୍ରେଟିଭ ମାନେ ଯୋଗ ଦେଇ ଖୁବ ଏନଜୟ କରୁଥିବାର ଆପଣ ଦେଖିବାକୁ ପାଈଥିବେ, କିନ୍ତୁ ବିବାହ ପରେ ରିୟାଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିବା ପୂର୍ବରୁ ପ୍ରଥମେ ଯାତ୍ରା ପାର୍ଟିରେ ଦେଖିବାକୁ ମିଳିଛି |

ରିୟା ଏକ ଯାତ୍ରା ପାର୍ଟି ଷ୍ଟେଜରେ ସୁନ୍ଦର ଭାବରେ ଡ୍ୟାନ୍ସ କରିବା ସହିତ କିଛି ସୁନ୍ଦର ସୁନ୍ଦର ଅଭିନୟ କରିବାର ମଧ୍ୟ୍ୟ ନଜରକୁ ଆସିଛି |ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରି ସେ ଯେପରି ଓଡିଶାବାସୀଙ୍କ ମନ ଜିତିଥିଲେ ସେହିପରି ଯାତ୍ରାରେ ଜଗତରେ ମଧ୍ୟ ତାଙ୍କୁ ଅନେକ ସାରା ଭଲ ପାଇବା ମଧ୍ୟ୍ୟ ମିଳୁଛି |ଅନେକ ସାରା ଭଲ ପାଇବା ପାଇ ରିୟା ବହୁତ ଖୁସି ଥିବାର ଦେଖିବକୁ ମିଳିଛି, ରିୟା ଯାତ୍ରାରେ ଡ୍ୟାନ୍ସ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାର ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment