ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ, କିନ୍ତୁ ଭିତରେ ଚାଲିଥିଲା ରାସଲୀଳା…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ସମାଜରେ ଧୀରେ ଧୀରେ ଅନ୍ୟାୟ କାର୍ଯ୍ୟ ବଢି ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ଯୌନ ରାକ୍ଷସ ମାନେ ସାହାଯ୍ୟ ଓ ସହଯୋଗ ନାଁ ରେ ମିଛ କଥା କହି ସମୟ ସୁବିଧା ଦେଖି ଝିଅ ଓ ବୋହୁଙ୍କ ପ୍ରତି ଖରାପ କରିବା ପାଇଁ ପଛ ଘୁଞ୍ଚା ଦେଉ ନାହାଁନ୍ତି। ଅନ୍ୟାୟ ମାର୍ଗରେ ଯାଇ ଏଭଳି କିଛି ମନ୍ଦ କାର୍ଯ୍ୟ କରି ବସୁଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖି ବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ମିଛ କଥା କହି ଯୁବତୀ ମାନଙ୍କ ସହିତ କିଛି ଅନୈତିକ କାର୍ଯ୍ୟ କରା ଯାଉ ଥିଲା ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ କଣ ରହିଛି ପୁରା ଘଟଣା ଜାଣିବା;

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ମଞ୍ଚେସ୍ବର ସତ୍ୟ ବିହାର ଅଞ୍ଚଳରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେଠାରେ ଏକ ସେଣ୍ଟର ରହିଅଛି। ସେହି ସେଣ୍ଟରରେ ଚାକିରୀର ପ୍ରଲୋଭନ ଦେଖାଉ ଯୁବତୀ ମାନଙ୍କୁ ନେଇ ଭର୍ତ୍ତି କରୁଥିଲେ। କିନ୍ତୁ ଚାକିରୀ ନାଁ ରେ, ସେଣ୍ଟର ବାହାରେ କନ୍ସଲଟାନସିର ବୋର୍ଡ ଲାଗି ଥିବା ବେଳେ ସେଣ୍ଟରେ ଭିତରେ ଅନୈତିକ କାର୍ଯ୍ୟ କରା ଯାଉ ଥିଲା। ଯୁବତୀ ମାନେ ସେଣ୍ଟରରେ ପହଁଚିବା ପରେ ସେମାନଙ୍କ ସହିତ ଜୋର ଜବରଦସ୍ତ କରି, ତାଙ୍କୁ ଅନୈତିକ କାର୍ଯ୍ୟରେ ଭର୍ତ୍ତି କରା ଯାଉ ଥିଲା।

ସେଠାରେ ଯୁବତୀ ମାନଙ୍କ ପ୍ରତି ମଧ୍ୟ ବହୁତ ଅତ୍ୟାଚାର କରା ଯାଉ ଥିଲା। ଯୁବତୀ ମାନେ ସେଠାରେ ଥରେ ପହଞ୍ଚିବା ଯିବା ପରେ, ସେଥିରୁ ବାହାରିବା ଯୁବତୀ ମାନଙ୍କ ପ୍ରତି ବହୁତ କଷ୍ଟ କର ହୋଇ ପଡି ଥାଏ। ସେମାନେ ଚାହିଁଲେ ବି ମଧ୍ୟ ସେଥିରୁ ବାହାରି ଆସି ପାରନ୍ତି ନାହିଁ। ଯାହା ଫଳରେ କି ସେମାନଙ୍କର ଇଚ୍ଛା ନଥିଲେ ବି ସେଠାରେ ରହିବା ପାଇଁ ବାଧ୍ୟ ହୋଇ ଯାଇ ଥାଆନ୍ତି। ଏହି ସବୁକୁ ଦେଖି ଦେଖି ଜଣେ ଯୁବତୀ ସହି ନପାରି ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିଲା। ଆଉ ସେହି ଯୁବତୀ ଜଣଙ୍କ ମଧ୍ୟ ତାଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ ସଫଳ ହୋଇ, ସେହି ସେଣ୍ଟରରୁ ଖସି ପଳାଇ ଆସି ଥିଲା।

ଯୁବତୀଟି ଖସି ପଳାଇ ଆସି ମଞ୍ଚେସ୍ୱର ଥାନାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ଖବର ଶୁଣି ସେହି ସେଣ୍ଟରରେ ପହଁଛି ଯାଇ, ସବୁ ଅନୈତିକ କାର୍ଯ୍ୟର ପର୍ଦାଫାସ କରିଛି। ସେହି ସେଣ୍ଟରର ମାଲିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ଉପରେ ଚଢ଼ାଉ କରି ତାକୁ ଗିରଫ କରିଛନ୍ତି ଓ ସେଠାରୁ ଆହୁରି ଚାରି ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ତେବେ ଏଭଳି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment