ବାହୁବଳୀର ‘ଦେବସେନା’ ଏବେ ବି ଏହି କ୍ରିକେଟରଙ୍କୁ ବାହା ହେବାକୁ ଚାହୁଁଛନ୍ତି, MMS ଲିକ୍‌ ନେଇ ହୋଇଥିଲେ ବଦନାମ୍‌…

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ପୁରା ପୁରି ଭାବରେ ଭିନ୍ନ ଧରଣର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ଜାଣିବା ପାଇଁ ଚାତକ ପରି ସବୁବେଳେ ପାଇଁ ରହି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ସାଉଥ ଅଭିନେତ୍ରୀ ଅନୁଷ୍କା ସେଟୀ ଜଣେ ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡି ଯାଇ ଥିଲେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅନୁଷ୍କା ସେଟୀଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ସାଉଥ ଜଗତର ଲୋକପ୍ରିୟ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୨୦୦୫ ମସିହାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ତାଙ୍କର ତେଲୁଗୁ ଫିଲ୍ମ ସୁପର ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ବହୁତ ବଡ଼ ବଡ଼ ସୁପର ଷ୍ଟାର ମାନଙ୍କ ସହିତ ଅଭିନୟ କରିଛନ୍ତି।

ସେ ଫିଲ୍ମରେ ସୁନ୍ଦର ଭାବରେ ଅଭିନୟ କର ଥାଆନ୍ତି। ତାଙ୍କ ଅଭିନୟରେ ଏକ ଯାଦୁ ରହିଛି ଯେ କୌଣସି ବ୍ୟକ୍ତି ତାଙ୍କ ଅଭିନୟ ଦେଖିଲେ ସଙ୍ଗେ ସଙ୍ଗେ ସେ ତାଙ୍କ ମନ କିଣି ନେଇ ଯାଇ ଥାଆନ୍ତି। ତେବେ ଗତ କିଛି ଦିନ ପୂର୍ବରୁ ବାହୁବଳୀ ଷ୍ଟାର ପ୍ରଭାଷଙ୍କ ସହିତ କିଛି ସମ୍ପର୍କ ରହିଥିଲା ବୋଲି ଚର୍ଚ୍ଚା ଲାଗିଥିଲା। ତେବେ ତାଙ୍କୁ ନେଇ ଏକ ବଡ଼ ଖବର ଶୁଣିବା ପାଇଁ ମିଳିଥିଲା। ୨୦୧୫ ମସିହାରେ ଏମଏମଏସ ଭିଡ଼ିଓ ତାଙ୍କର ସମ୍ନାକୁ ଆସି ଥିଲା। ସେହି ଭିଡ଼ିଓଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହୋଇଥିଲା। ସେହି ଭିଡ଼ିଓ ଭାଇରଲ ହେବା ପରେ ଅଭିନେତ୍ରୀ ତାଙ୍କ ଭିଡ଼ିଓ ନୁହେଁ ବୋଲି ମିଛ କଥା କହିଥିଲେ।

ଏଥି ସହିତ ତାଙ୍କୁ ନେଇ ଆଉ ଏକ ଖବର ଶୁଣିବା ପାଇଁ ମିଳିଥିଲା। ତାଙ୍କର ଓ କୌଣସି କଳାକାରଙ୍କ ପ୍ରେମରେ ପଡି ନଥିଲେ, ସେ ପ୍ରଥମେ ଜଣେ ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡି ଥିଲେ। ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି ଯେ, ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କ ତାଙ୍କର ପ୍ରିୟ ଖେଳାଳି ଥିବା ସହିତ ତାଙ୍କ ଉପସରେ କ୍ରସ ମଧ୍ୟ ରହିଥିଲା। ଏମିତିକି ଦିନେ ସେ ତାଙ୍କ ପ୍ରେମରେ ମଧ୍ୟ ପଡ଼ି ଯାଇ ଥିଲେ। ଏଥି ସହିତ ଅଭୁନେତ୍ରୀ କହିଥିଲେ ଯେ, ଦୁହିଁଙ୍କର କେବେ ଦେଖା ହୋଇ ନଥିଲା ବୋଲି ମଧ୍ୟ କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।