ବହୁତ ଦିନ ପରେ ଓଡ଼ିଆ ଚଳଚିତ୍ର ଦୁନିଆରେ ପାଦ ଥାପିଲେ ଜଇରାମ ସାମଲ… ଦେଖନ୍ତୁ Video

0

ଦର୍ଶକ ମାନେ ଆପଣମାନେ ଜାଣିଥିବେ ଆମ ଓଡ଼ିଆ ବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଓ ଚଳଚିତ୍ର ଦୁନିଆକୁ ଆଗକୁ ନେବାକୁ ଯିଏ ବହୁତ ଦିନରୁ ଚେଷ୍ଟା ଚଳେଇ ଆସିଛନ୍ତି ଓ ସେହିଁ ଚେଷ୍ଟା ବଳରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ହାସ୍ୟ ଜଗତରେ ଏତେ ଆଗକୁ ଯାଇଛି | ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କ ଅତି ପ୍ରିୟ, ଅତି ନିଜର ଯାହାଙ୍କ ପାଇଁ ଆମ ମନରେ ଚଳଚିତ୍ର ଦେଖିବାର ଆଶା, ଆକକ୍ଷା , ଆଉ ଉଦ୍ଦୀପନା ଜାଗ୍ରତ ହୁଏ, ଛୋଟ ପିଲାମାନଙ୍କ ଠୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାନ୍ତି, ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଜୟରାମ ସାମଲ| ଦୀର୍ଘ ଦିନ ପରେ ସେ ପୁଣି ପାଦ ଦେଇଛନ୍ତି ଆମ ଚଳଚିତ୍ର ଜଗତରେ |

ଆଗକୁ ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଫିଲ୍ମ ରକ୍ଷକରେ ସେ ନଜର ଆସିବାକୁ ଯାଉଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ବେଶ ଭାଇରଲ ହେବାକୁ ଲାଗିଛି | ତାଙ୍କ ସମସ୍ତ ଡାଏଲଗ ଏବେ ବି ଦର୍ଶକ ମାନଙ୍କ ମୁହଁରେ ରହିଛି ଯାହାକୁ ଶୁଣି ମୁହଁରେ ହସ ଖେଳିଉଠିଆସିଛି | ବହୁତ ଆଗରୁ ଏବେ ପର୍ଯ୍ୟନ୍ତ ଜୟୀ ବାବୁ ତାଙ୍କର ହାସ୍ୟ ଅଭିନୟ ଦ୍ଵାରା ଦର୍ଶକଙ୍କ ପ୍ରିୟ ହୋଇଆସିଛନ୍ତି ଓ ଆଗକୁ ରହିବେ ମଧ୍ୟ |

ସେ ମଧ୍ୟ ମିଡ଼ିଆ ଆଗରେ ପୁଣି ଥରେ ଚଳଚିତ୍ରରେ ପାଦ ଦେବାର ଖବର ପ୍ରକାଶ କରିଛଅନ୍ତି ଓ ସେ ମଧ୍ୟ କହିଛଅନ୍ତି କି କରନା ମହାମାରୀ ପରଠୁ ସେ ଆଉ ଚଳଚିତ୍ର କରିନାହାନ୍ତି ଓ ସେ ପୁଣି ଥରେ ଫିଲ୍ମକୁ ଫେରିଆସିଥିବାରୁ ବହୁତ ଖୁସି ଅଛନ୍ତି | ଜୟରାମ ଫିଲ୍ମ ରେ ପୂଣି ଥରେ କାମ କରିବାର କଥା ଶୁଣି ଦର୍ଶକ ମାନେ ମଧ୍ୟ ଫିଲ୍ମ ତି କେବେ ରିଲିଜ ହେବ ତାକୁ ଅପେକ୍ଷା କରିଛଅନ୍ତି | କାରଣ ଦର୍ଶକ ମାନେ ଜାଣିଛଅନ୍ତି କି ଜୟୀ ସାମଲ ଅଛନ୍ତି ମାନେ ଫିଲ୍ମ ରେ କମେଡି ଜବରଦସ୍ତ ରହିବ , ଯାହା ପାଇଁ ରକ୍ଷକ ଫିଲ୍ମ କୁ ଦେଖିବା ପାଇଁ ଲୋକମାନଙ୍କର ଆଗ୍ରହ ମଧ୍ୟ ବଢିଛି |

ଆହୁରି ମଧ୍ୟ ସେ ସେସିଆଲ ମିଡ଼ିଆରେ ଓ ମିଡ଼ିଆ ଆଗରେ ତାଙ୍କର ପୁରୁଣା ଫିଲ୍ମର ଗୋଟିଏ ଡାଏଲଗ ମଧ୍ୟ୍ୟ ସେଆର କହିଛନ୍ତି , ତାହା ହେଉଛି କେତେ ଭାତ ଗଲାଣି ସେଇ ହାଣ୍ଡି ପଡିଛି, କେତେ ପୋଲିସ ଗଲେଣି ସେଇ ଫାଣ୍ଡି ପଡିଛି ଆଉ କେତେ ପେଣ୍ଟ ଗଲାଣି ଯାହା ପଡିବା କଥା ପଡିଛି ନା ଆଉ ଏମିତି ବହୁତ କିଛି କଥା ସେ ସେଆର କରିଛନ୍ତି, ସେ ମଧ୍ୟ କହିଛନ୍ତି କି ଦର୍ଶକ ମାନଙ୍କର ଭଲ ପାଇବା ଆଉ ସହାନୁଭୂତି ରହିଲେ ଫିଲ୍ମଟି ବହୁତ ଆଗକୁ ଯିବ | ସେ ମଧ୍ୟ ଚେଷ୍ଟା ଜାରି ରଖିବା ସହିତ ଫିଲ୍ମ ର ପ୍ରଯୋଜକ, ଡାଇରେକ୍ଟର ଫିଲ୍ମ ପାଇଁ ଚେଷ୍ଟା କରୁଛନ୍ତି |

ସତରେ ଏହା ଗୋଟିଏ ବହୁତ ବଡ ଖୁସିର କଥା କି ପୁଣି ଥରେ ଜୟରାମ ସାମଲ ପରି ଜଣେ ମହାନ ହାସ୍ୟ ଅଭିନେତା ଚଳଚିତ୍ରରେ ପାଦ ଦେଇଛନ୍ତି | ପୁଣିଥରେ ଓଡ଼ିଆକୁ ଭଲ ପାଉଥିବା ଓଡ଼ିଆ ଫିଲ୍ମକୁ ଭଲ ପାଉଥିବା କୋକୋମାନଙ୍କ ମୁହଁରେ ହସ ଖେଳିଉଠିବ ତାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାକୁ ଲାଗିଛି ଓ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।