ବଜ୍ର ହନୁମାନଙ୍କର ଏହି ମନ୍ତ୍ର ଆଜି ରାତିରେ ୩ ଥର କହିଦିଅନ୍ତୁ ଓ ତାପରେ ଦେଖନ୍ତୁ ଚମତ୍କାର || sadhu bani

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆଜିର କୋଳିଯୁଗରେ ଜୀବନ ଠାକୁର ହେଉଛନ୍ତି ମହାବୀର ଜୟ ଶ୍ରୀ ହନୁମାନ |ଆଉ କୁହାଯାଏ କି ସେହି ହନୁମାନ ଙ୍କର କୃପା ଯଦି ଆମ ଉପରେ ପଡିବ ତାହେଲେ ଆମ ଜୀବନର ସବୁ ଦୁଃଖ କଷ୍ଟ ସବୁଦିନ ପାଇଁ ଦୂର ହୋଇଯିବ | ଆଉ ତାହା ସହିତ ଆମର ଜୀବନ ସୁଖ ଆଉ ଶାନ୍ତି ରେ ଭରିଯିବ | ଜୀବନରେ ଆସିଥିବା ସମସ୍ତ ପ୍ରକାରର ଶଙ୍କଟ ଠାରୁ ମଧ୍ୟ ଆମେ ଅତି ସହଜରେ ଦୁରେଇ ଯାଇପାରିବା ବୋଲି ମଧ୍ୟ କୁହାଯାଉଛି | ତେବେ ମହାବୀର ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଆମକୁ କେତେକ କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ପଡିବ ତାହା ସହିତ ହନୁମାନ ଙ୍କର ମନ୍ତ୍ର କୁ ମଧ୍ୟ ଜପ କରିବା ପାଇଁ ପଡିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ମହାବୀର ହନୁମାନଙ୍କର ଆଶୀର୍ବାଦ ପାଇବା ପାଇଁ ହେଲେ ଆମକୁ କଣ ସବୁ କରିବା ପାଇଁ ପଡିବ |

ତେବେ ହନୁମାନ ଙ୍କୁ ଆମେ ଶଙ୍କଟ ମୋଚନ ବୋଲି ଜାଣିଛୁ | ଆଉ ତାହା ସହିତ କଳି ଯୁଗର ଏକ ଜୀବନ୍ତ ଠାକୁର ହେଉଛନ୍ତି ହନୁମାନ |କୁହାଯାଏ କି ଯଦି ଆମେ ହନୁମାନ ଙ୍କୁ ଭକ୍ତି ର ସହିତ ଡ଼ାକିବ ଓ ପୂଜା କରିବା ତାହେଲେ ସମସ୍ତ ସକାରାତ୍ମକ ଶକ୍ତି ଦୂରେଇଯିବା ଆମ ମାନଙ୍କର ଜୀବନରୁ |ତାହା ସହିତ ଭଗବାନ ହନୁମାନ ଙ୍କ ସହିତ ରାମ ଙ୍କର ମଧ୍ୟ ଆଶୀର୍ବାଦ ରହିବ ଆମ ଉପରେ | ତାହା ସହିତ ଆହୁରି ମଧ୍ୟ କୁହାଯାଉଛି କି ଯଦି ଆମେ ମହାବୀର ହନୁମାନଙ୍କର ଆଶୀର୍ବାଦ ପାଇଗଲେ ତାହେଲେ କୌଣସି ବି ସମସ୍ୟା ଆମ ନିକଟକୁ ଆସି ପାରିବ ନାହିଁ |
ଆଉ ହିନ୍ଦୁ ଶାସ୍ତ୍ର ଅନୁସାରେ କୁହାଯାଉଛି କି ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ମଙ୍ଗଳବାର ଆଉ ଶନିବାର ଦିନ ଟି ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଉଛି |ଆଉ ଏହି ଦିନରେ ଯଦି ଆମେ ହନୁମାନ ଙ୍କ ମନ୍ଦିରକୁ ଯିବା ତାହେଲେ ଶୁଭ ଫଳ ମିଳିବ ବୋଲି ମଧ୍ୟ କୁହାଯାଉଛି |ତେବେ ଆପଣ ମାନେ ଯଦି କରଜ ରେ ପଡିଛନ୍ତି ତାହା ସହିତ ଧନ ଜନିତ ସମସ୍ୟା ମାନ ଆପଣଙ୍କ ଜୀବନରେ ଦେଖା ଦେଉଛି ତାହେଲେ ଶନିବାର ଦିନ ହନୁମାନ ଙ୍କ ମନ୍ଦିରକୁ ଗଲେ ହନୁମାନ ଙ୍କ ସହିତ ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଉଛି |
ତେବେ ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଆପଣ ପ୍ରଥମେ ସକାଳେ ଗାଧୋଇ ସାରିଲେ ହନୁମାନ ଚାଳିଶା ପାଠ କରନ୍ତୁ | ତାହା ସହିତ ରାଶି ତେଲ ରେ ଦୀପ ଟିଏ ମଧ୍ୟ ଜଳାନ୍ତୁ |ଏହା ସହିତ ହନୁମାନ ଙ୍କର ଗୋଟିଏ ମନ୍ତ୍ର ରହୁଛି ତାହା ହେଉଛି,”ଜୟ ଶ୍ରୀ ରାମ “ଜୟ ସିୟାପତି ରାମ ” | ତେବେ ଏହି ମନ୍ତ୍ର କୁ 108 ଥର ଜପ କରନ୍ତୁ ଦେଖିବେ ଆପଣ ଙ୍କ ଜୀବନରେ ଚମତ୍କାର ଉପରେ ଚମତ୍କାର ହେବ |

ତେବେ ଏହା ଥିଲା ଶଙ୍କଟ ମୋଚନ ହନୁମାନ ଙ୍କୁ ପ୍ରସନ୍ନ କରିବାର ଉପାୟ, ଯାହା ବିଷୟରେ ଜାଣି ରଖିବା ଭଲ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment