ବଳଭଦ୍ରଙ୍କ ରଥର ନାମ କଣ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହସ ଅଛି ତ ଉତ୍ତର ଦିଅ

ଆଜିର ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଶିକ୍ଷାର ସିଲାବସରେ ମଧ୍ୟ ଧର୍ମୀୟ ଶିକ୍ଷାକୁ ସାମିଲ କରାଯାଉଛି , ଯାହାଦ୍ୱାରା ପିଲାମାନେ ମଧ୍ୟ ଧର୍ମ ସମ୍ୱନ୍ଧୀୟ କିଛି ଜ୍ଞାନ ଲାଭ କରି ପାରିବେ । ସମାଜରେ ଇଶ୍ୱର ସମ୍ୱନ୍ଧୀୟ ଜ୍ଞାନ ଲାଭ କରି ପାରିବେ । ସେଥି ପାଇଁ ଆଜି ଆମେ ସେହି ବଡ ଠାକୁର ତଥା ବଡଦେଉଳରେ ଥିବା ଜଗନ୍ନାଥ ମହାପ୍ରଭୁଙ୍କ ସମ୍ୱନ୍ଧରେ କିଛି ପ୍ରଶ୍ନ ସହ ଉତ୍ତର ସମ୍ପରରେ ଜାଣିବା ।

1 ସିଂହ ଦ୍ୱାର ସାମ୍ନାରେ ଥିବା ସ୍ତମ୍ଭର ନାମ କଣ ?
ଉତ୍ତର – ଅରୁଣ ସ୍ତମ୍ଭ ।

2 ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର – ବଡ ଦେଉଳ ।

3 ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱ ର ପ୍ରତୀକ ?
ଉତ୍ତର – ଆତ୍ମ ତତ୍ତ୍ୱ ।

4 ଏଥି ମଧ୍ୟରୁ କେଉଁଟି ଚାରିଧାମ ନୁହେଁ ?
ଉତ୍ତର – ଶିରିଡି ।

5 ଚାରିଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ ?
ଉତ୍ତର – ଜଗନ୍ନାଥ ।

6 ପୁରୀର ଅନ୍ୟ ନାମ କଣ ?
ଉତ୍ତର – ନୀଳାଚଳ ।

7 ବଡ ଦେଉଳର ପୂର୍ବ ଦିଗରେ ଥିବା ଦ୍ୱାରର ନାମ କଣ ?
ଉତ୍ତର – ସିଂହଦ୍ୱାର ।

8 ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ ?
ଉତ୍ତର – ଶିବ ତତ୍ତ୍ୱ ।

9 ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର – ପୁରୀ ।

10 ଜଗନ୍ନାଥଙ୍କ ରଥର ନାମ ?
ଉତ୍ତର – ନନ୍ଦିଘୋଷ ।

11 ନନ୍ଦିଘୋଷର ରଥର ଚକ ସଂଖ୍ୟା କେତେ ?
ଉତ୍ତର – 16 ।

12 ରଥ ନିର୍ମାଣ ପରେ ତିନି ରଥର ନିର୍ମାଣ କିଏ କରିଥିଲେ ?
ଉତ୍ତର – ନାରଦ ।

13 ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ ?
ଉତ୍ତର – 33 ହାତ 5 ଆଙ୍ଗୁଳି ।

14 ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗେ ?
ଉତ୍ତର – 832 ଖଣ୍ଡ ।

15 ତିନି ରଥ କିଏ ନିର୍ମାଣ କରିଥିଲେ ?
ଉତ୍ତର – ବିଶ୍ୱକର୍ମା ।

16 ନନ୍ଦିଘୋଷ ରଥର ନାମକରଣ କିଏ କରିଥିଲେ ?
ଉତ୍ତର – ଇନ୍ଦ୍ରଦେବ ।

17 ନନ୍ଦିଘୋଷ ରଥର ସାରଥୀ କିଏ ?
ଉତ୍ତର – ଦାରୁକ ।

18 ନନ୍ଦିଘୋଷ ପତାକାରେ କାହାର ଚିହ୍ନ ଥାଏ ?
ଉତ୍ତର – ଗରୁଡ ।

19 ଶ୍ରୀ ବଳଭଦ୍ରଙ୍କ ରଥର ନାମ କଣ ?
ଉତ୍ତର – ତାଳଧ୍ୱଜ ।

20 ସୁଭଦ୍ରାଙ୍କ ରଥର ନାମ କଣ ?
ଉତ୍ତର – ଦର୍ପ ଦଳନ ।

21 ନନ୍ଦିଘୋଷ ରଥର କନାର ରଙ୍ଗ କଣ ?
ଉତ୍ତର – ନାଲି ଓ ହଳଦିଆ ।

22 ନନ୍ଦିଘୋଷ ରଥର ଉଚ୍ଚତା କେତେ ?
ଉତ୍ତର – 44. 2 ଇଞ୍ଚ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment