ବାଲେଶ୍ଵର ରେ ପୁଣି ଲଜ୍ୟା ! ଚକଲେଟ ର ଲୋଭ ଦେଖାଇ ମାତ୍ର ୮ ବର୍ଷର କୁନି ଝିଅକୁ ଘରୁ ଟେକିନେଇ ଦୁଷ୍କର୍ମ କଲେ ବୃଦ୍ଧ, ଏହି ବୃଦ୍ଧଙ୍କୁ କେଉଁ ଦଣ୍ଡ ମିଳିବା ଦରକାର ଆପଣଙ୍କ ମତାମତ ଦିଅନ୍ତୁ

0

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ।

ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।ମାତ୍ର ଆଜିର ଏହି କାମ ପିପାସୁ ପୁରୁଷ ମାନେ ନାରୀର ମହତ୍ତ୍ୱ କୁ ଭୁଲି ତାଙ୍କର ଇଜ୍ଜତ ସହ ଖେଳୁଛନ୍ତି।ନାରୀ କୁ ଗୋଟିଏ ଉପଭୋଗ ସାମଗ୍ରୀ ବୋଲି ମନେ କରୁଛନ୍ତି।କାମ ବାସନା ରେ ଅନ୍ଧ ହୋଇ ମହିଳାଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି।

ମହାତ୍ମା ଗାନ୍ଧୀ କହୁଥିଲେ ନାରୀ ମାନେ ଉନ୍ନତି କଲେ ଦେଶ ମଧ୍ୟ ଉନ୍ନତି କରିବ ଏବଂ ପ୍ରକୃତ ସ୍ୱାଧୀନତା ସେତେବେଳେ ମିଳିବ ଯେତେବେଳେ ନାରୀଟିଏ ରାତ୍ରି ସମୟରେ ମଧ୍ୟ ରାସ୍ତାରେ ଏକା ଯାଇ ପାରିବ।କିନ୍ତୁ ଆଜିର ସମାଜ ଏପରି ଦୂଷିତ ହୋଇଛି କି ନାରୀଟିଏ ଦିନରେ ମଧ୍ୟ ଏକା ଯିବାକୁ ଡରୁଛି।ଏମତିକି ଝିଅଟିଏ ଆଜି ନିଜ ଘରେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛି।

ତେଣୁ ଏଠି ବେବିନା,ଇତିଶ୍ରୀ, ସସ୍ମିତା, ନିର୍ଭୟା, ମାଧବୀ ଲତା ପରି ଝିଅମାନେ ଆଜି ଏହି ପଶୁ ମାନଙ୍କର ଶିକାର ହୋଇ ପ୍ରାଣ ହରାଉଛନ୍ତି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ର ଖଇରା ଅଞ୍ଚଳରୁ ଜଣେ ୮ ବର୍ଷର ନାବାଳିକା ଝିଅକୁ ଜଣେ ଯୁବକ ଚକଲେଟ ର ପ୍ରଲୋଭନ ଦେଖାଇ ଘରୁ ଉଠାଇ ନେଇ ଦୁଷ୍କର୍ମ କରି ଥିବା ଅଭିଯୋଗ ରେ ଖଇରା ପୋଲିସ ଯୁବକ ଜଣଙ୍କୁ ଦୁଷ୍କର୍ମ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଖଇରା ଅଂଚଳରେ ଜଣେ ୮ ବର୍ଷର ଶିଶୁ କନ୍ୟାକୁ ନିକଟସ୍ଥ ଜଣେ ଯୁବକ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା।ତେବେ ଦୁଷ୍କର୍ମ ସମୟରେ ଝିଅଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ ଓ ନାବାଳିକା ଝିଅକୁ ଉଦ୍ଧାର କରିବା ସହିତ ଦୁଷ୍କର୍ମକାରି କୁ ମାରପିଟ୍ କରି ପୋଲିସର ଜିମା ଦେଇଥିଲେ।ପରେ ପିଡ଼ିତା ନାବାଳିକା ଝିଅକୁ ଖଇରା ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଁଚି ଥିଲେ।

ଝିଅ ନିକଟରୁ ସବୁ କଥା ଶୁଣିବା ପରେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ତେବେ ଅଭିଯୋଗ କୁ ଭିତ୍ତି କରି ଖଇରା ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ସହିତ ତଦନ୍ତ ଜାରୀ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।