ଦେଖନ୍ତୁ EXCLUSIVE :ଭିଡିଓ ଦବଙ୍ଗ ସବ୍‌-କଲେକ୍ଚରଙ୍କୁ ଦେଖିଲେ ଡର ଲାଗୁଛି…ବେଆଇନ କାମକୁ ରୋକିବାକୁ ଜୀବନକୁ ଲଗାଉଛନ୍ତି ବାଜି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବାଲେଶ୍ୱର ରେ ବର୍ତ୍ତମାନ କାର୍ଯ୍ୟରତ ଥିବା ଉପଜିଲ୍ଲାପାଳ ଙ୍କ ବିଷୟରେ | ଆଉ କେଉଁ ଭଳି ଭାବରେ ବେଆଇନ ଭାବରେ ବାଲି କାରବାର ହେଉଛି ଆଉ ତାହାକୁ ରୋକିବା ପାଇଁ ଉପଜିଲ୍ଲାପାଳ ଜନଙ୍କ କେଉଁ ଭଳି ଭାବରେ ନିଜେ ବାହାରିଛନ୍ତି ସେମାନଙ୍କୁ ଧରିବା ପାଇଁ ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କୁହାଯାଇଛି | ଆଉ ଉପ ଜିଲ୍ଲପାଳ ଙ୍କର ଏହି ଭଳି କିଛି କାର୍ଯ୍ୟ କୁ ଦେଖି ସମସ୍ତେ ତାଙ୍କର ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପିକାଇବା |

ତେବେ ସୂଚନା ଅନୁସାରେ ଯାହା କୁହାଯାଉଛି କି ବାଲେଶ୍ୱର କୁ ଆସିଛନ୍ତି ଦବଙ୍ଗ ଅଫିସର ଆଉ ଚର୍ଚ୍ଚା ରେ ବର୍ତ୍ତମାନ ସବ କଲେକ୍ଟର ଅଛନ୍ତି ବୋଲି କୁହାଯାଉଛି |ସ୍ୟାଣ୍ଡ ସିଟି ରେ ଅପେରସନ କରିବେ ସ୍ୟାଣ୍ଡ ମାଫିଆ ଙ୍କର ଆଉ ମାଡ଼ ଖାଇଲେ ଓ ମାଫିଆଙ୍କୁ ମଧ୍ୟ ବାନ୍ଧିଲେ ବୋଲି କୁହାଯାଉଛି | ଆଉ ଯେଉଁଠି ବେଆଇନ ଭାବରେ ହେଉଥିବା ବାଲି ଚାଲାଣ କୁ ରୋକିବା ପାଇଁ ବର୍ତ୍ତମାନ ପଣ କରିଛନ୍ତି ସବ କଲେକ୍ଟର | ଆଉ ଯେଉଁଥିପାଇଁ ତାଙ୍କ ଉପରକୁ ମାଫିଆ ମାନେ ମଧ୍ୟ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି |

ଆଉ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ର ସବ କଲେକ୍ଟର କୁନାଲ ମୋତିନାଲ ଚହ୍ୱାନ |ଆଉ ଯିଏ କି ବାଲି ମାଫିଆଙ୍କୁ ଡରି ନ ଯାଇ ଦୋହ ପୋଡ଼ା ରେ ଥିବା ଏକ ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରିଥିଲେ | ଆଉ ସମସ୍ତ ପୋଲିସ ଫୋର୍ସ ଙ୍କ ଉପସ୍ଥିତି ରେ ବେଆଇନ ଇଟା ଭାଟି କି ପୁରା ପୁରି ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ କୁନାଲ |ଆଉ ଯାହା କୁହାଯାଉଛି କି ମାଫିଆ ଙ୍କ ଉପରେ ମହଙ୍ଗା ପଡିଲା ଆଉ 24 ଘଣ୍ଟା ଭିତରେ ସବୁ କିଛି ମାଟିରେ ମିଶି ଗଳା ବୋଲି ମଧ୍ୟ କୁହାଯାଉଛି |

ତେବେ ବାରମ୍ବାର ଏହି ଚୋରା ବାଲି ଚାଲାଣ କୁ ନେଇକି ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ନିଜେ ଉପ ଜିଲ୍ଲପାଳ ତାହାର ଦାୟିତ୍ୱ ନେଇଛନ୍ତି | ଆଉ ତା ହା ସହିତ ବେଆଇନ ଭାବରେ ହେଉଥିବା ଇଟା ଭାଟିକୁ ମଧ୍ୟ ବୁଲଡଜର ସାହାଯ୍ୟ ରେ ପୁରା ପୁରି ଭାବରେ ଭାଙ୍ଗି ଦେଇଥିଲେ | ତାହା ସହିତ ବୁଢା ବଳଙ୍ଗ ନଦୀ ରେ ଚୋ ରା ବାଲି କାରବାର ହେଉଥିବାରୁ କୁନାଲ ଆଉ ତାଙ୍କର ଡ୍ରାଇଭର ଙ୍କ ଉପରକୁ ଆକ୍ରମଣ ହୋଇଥିବା ବୋଲି କୁହାଯାଉଛି |

ଆଉ ଯାହା ବର୍ତ୍ତମାନ ସୋସିଆଲ ମିଫିଆରେ ଚର୍ଚ୍ଚା ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment