ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି କେଉଁ ଭଳି ଭାବରେ ଭାଇରାଲ ହେବାକୁ ଲାଗିଛି କଟକ ରେ ହେଉଥିବା ବାଲିଯାତ୍ରା ସମ୍ବୋଧିୟ ଖବର ଗୁଡିକ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାଲିଯାତ୍ରା ରେ ସମସ୍ତେ ମିଳିମିଶି ଏନଜୟ କରିବାକୁ ଲାଗିଛନ୍ତି ଓ ବାଲିଯାତ୍ରା ର ମଜା ନେଉଛନ୍ତି | ଆଉ ତାହାରି ଭିତରେ ନିଜର ଦମଦାର ପୋରଫୋମେନ୍ସ ଦେବାକୁ ଲାଗିଛନ୍ତି ଅଲିଉଡ ଅଭିନେତା ଆଉ ଅଭିନେତ୍ରୀ ସବ୍ୟସାଚୀ ଆଉ ଅର୍ଚ୍ଚିତା | ଆଉ ବାଲିଯାତ୍ରା ରେ ମଜା ମସ୍ତି କରିଥିବାର କଥା ମଧ୍ୟ ସମସ୍ତଙ୍କ ସହିତ ସେୟାର କରିଛନ୍ତି ସେମାନେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ ସବୁ କହିଛନ୍ତି ବାଲିଯାତ୍ରା କୁ ନେଇକି ସବ୍ୟସାଚୀ ଓ ଅର୍ଚ୍ଚିତା ସେ ବିଷୟରେ ଜାଣିବା |
ତେବେ ଯାହା କୁହାଯାଉଛି କି 2 ବର୍ଷ ଧରିକି ବାଲିଯାତ୍ରା ବନ୍ଦ ଥିଲା ଆଉ ଏହି ବର୍ଷ ବାଲିଯାତ୍ରା ହେବାରୁ ଲୋକ ମାନଙ୍କର ଆଗ୍ରହ ବଢ଼ି ଯାଇଛି ବାଲିଯାତ୍ରା କୁ ଦେଖିବା ପାଇଁ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସବ୍ୟ ଆଉ ଅର୍ଚ୍ଚିତା ମଧ୍ୟ ଏହି ବାଲିଯାତ୍ରା ର ମଜା ନେବାକୁ ଲାଗିଛନ୍ତି | ଆଉ ଅଲିଉଡ ଇଣ୍ଡୋଷ୍ଟ୍ରି ର ହେଣ୍ଡସମ ହିରୋ ସବ୍ୟସାଚୀ କହିଛନ୍ତି କି ବାଲିଯାତ୍ରା ହେଉଛି ଆମ ଓଡିଶା ର ଆମ ମାଟିର ପର୍ବ | ଆଉ ଏହି ମାଟିର ନାଁ ଆଜି ଏତେ ଆଗକୁ ଯିବାକୁ ଲାଗୁଛି ଯାହା ପାଇଁ ସେ ବହୁତ ଖୁସି ଅଛନ୍ତି | ଆଉ ଆଗ୍ରହ ର ସହିତ ଏହି ବାଲିଯାତ୍ରା ର ମଜା ନେବାକୁ ଲାଗିଛନ୍ତି ସମସ୍ତେ |
ସବ୍ୟସାଚୀ କହିଛନ୍ତି କି ଅଗଣିତ ଦର୍ଶକ ମାନଙ୍କର ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା ପାଇଁ ଆଜି ସେ ଏତେ ଆଗକୁ ଯାଇ ପାରିଛନ୍ତି ଓ ଦର୍ଶକ ମାନେ ହେଉଛନ୍ତି ତାଙ୍କର ଭଗବାନ ବୋଲି ମଧ୍ୟ କହିଛନ୍ତି ସବ୍ୟସାଚୀ | ତେବେ ଅର୍ଚ୍ଚିତା ଙ୍କ ସହିତ ସେ ବାଲିଯାତ୍ରା ର ମଜା ନେଇକି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ଆଉ ଷ୍ଟେଜ ପ୍ରଗ୍ରାମ ପରେ ସେ ଅର୍ଚ୍ଚିତା ଙ୍କୁ ନେଇ ବାଲିଯାତ୍ରା ବୁଲି ତାହାର ମଜା ନେବା କଥା କହିଛନ୍ତି | ରାମ ଦୋଳି, ଅକ୍ଟୋପୋସ ଓ ବ୍ରେକଡାନ୍ସ ରେ ବସିବା କଥା ମଧ୍ୟ କହିଛନ୍ତି | ତାହା ସହିୟ ଧୁମକା ପୁରୀ ଖାଇବା କଥା ମଧ୍ୟ ପ୍ରକାଶ କରିକି କହିଛନ୍ତି |
ଏହା ସହିତ ସବ୍ୟ ତାଙ୍କର ଆଗକୁ ଆସୁଥିବା ଫ୍ଲିମ ପୁଷ୍କର କଥା ମଧ୍ୟ କହିଛନ୍ତି | ଯାହା ଉପନ୍ୟାସ ନାଦବିନ୍ଦ କୁ ନେଇକି ହେଇଛି ଓ ଯେଉଁଥିରେ ସବ୍ୟ ସ୍ୱର୍ଗ ଦ୍ୱାରର ବ୍ରହ୍ମଣ ଭାବରେ ଅଭିନୟ କରିବା କଥା କହିଛନ୍ତି | ତେବେ ଅର୍ଚ୍ଚିତା ମଧ୍ୟ ଏହି ବାଲିଯାତ୍ରା କୁ ଆସି ବହୁତ ଖୁସି ଅଛନ୍ତି ଓ ତାଙ୍କର ଦମଦାର ପୋରଫୋମେନ୍ସ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିବା କଥା ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।