ଦିନ ରେ ମାତ୍ର ଗୋଟିଏ ଥର ଲଗାନ୍ତୁ ଦେଖିବେ ମୁହଁ ରେ କଳା ଚିହ୍ନ ହୋଇଯିବ ଗାଏବ – Balkishan Health Tips

0

ବର୍ତମାନ ସମସ୍ତେ ମୁହଁ ରେ ସମସ୍ତ ଚିହ୍ନି ଭଲ ହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଭଲ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ ଏହି ଚିହ୍ନି ଫରକ ଜଣା ପଡିଥାଏ l ଆପଣ ସେତେବେଳେ ନିଜର ଏହି ଚିହ୍ନି ପାଈଁ ବ୍ୟସ୍ତ ହୋଇଥାନ୍ତି l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ସ୍କିନ ସଫା ହୋଇ ଯାଆନ୍ତି l କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଭଲ ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ମୁହଁରେ ନାନା ପ୍ରକାରର ରୋଗ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l

ଆମେ ଆପଣକୁ ଏମିତି ଏକା ଘର ତିଆରି ଫେସିଆଲ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ମାତ୍ର ସାତ ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ଗୋରା ହୋଇଯିବେ l ବିଶେଷ ରୂପେ ମହିଳା ମାନେ ଗୋରା ହେବା ପାଈଁ ଇଛା କରିଥାନ୍ତି l ତେଣୁ ଏହି ସାମଗ୍ରୀ କୁ ଅତି ସହଜରେ ବ୍ୟବହାର କରିବେ l

1.ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ l ଏଥିରେ କିଛି ବେସନ କୁ ପେଷ୍ଟ କରି ଦିଅନ୍ତୁ l ଏହି ବେସେନ ରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ ଓ ଲେମ୍ବୁ ମିଶନ୍ତୁ l ଏହି ସବୁ କରି ସରିଲା ପରେ ଏହି ସାମଗ୍ରୀ କୁ ସକାଳ ଓ ରାତିରେ ଏହି ମୁହଁ ଉପରେ ଘଷି ଘଷି ଦିଅନ୍ତୁ ପରେ ସୌନ୍ଦର୍ଯ୍ୟ ହୋଇ ଯିବ l
ଏବେ ଚାଲନ୍ତୁ ଜାଣିବା ଆଉ ଗୋଟିଏ ଉପାୟ ତିଆରି କରିବେ ଏହି ସାମଗ୍ରୀ l

2.ଏହି ବେସନ ରେ ଅଳ୍ପ ହଳଦୀ ଗୁଣ୍ଡ ମିଶନ୍ତୁ ପରେ ମୁହଁ ରେ ଲଗାନ୍ତୁ l ମୁହଁ ଚମକିବ l

3. ଯଦି ମୁହଁ ରେ ବ୍ରଣ ଥାଏ ତେବେ ବେସନ ରେ ହଳଦୀ ଓ ଗୋଲାପ ଜଳ ମିଶାଇ ମୁହଁ ରେ ଲଗାନ୍ତୁ l ବ୍ରଣ ଭଲ ହୋଇ ଯିବ l

4. ଶେଷ ରେ ବେସନ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଏଥିରେ ଗୋଲାପ ଜଳ ମିଶାଇ ଲଗାନ୍ତୁ l ଓ ମୁହଁ ରେ 10ରୁ 15ମିନିଟ ଲଗାନ୍ତୁ l ସମସ୍ତ କାଳl ଦାଗ ନଷ୍ଟ ହୋଇ ସୌନ୍ଦର୍ଯ୍ୟ ବୃଦ୍ଧି ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।