ବନ୍ୟା ପାଣିରେ ଷଣ୍ଢ ! ମୁଁ ଷଣ୍ଢ ବନ୍ୟା ପାଣିକୁ ଡର ନାହିଁ…ଦେଖନ୍ତୁ ଅଜବ ଭିଡ଼ିଓ

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ଯେଉଁଠି ଯେଉଁ ଘଟଣା ଘଟିଲେ ବି ଆମେ ତାକୁ ସହଜରେ ଦେଖିବାକୁ ସକ୍ଷମ ହୋଇଥାଉ ଘରେ ବସି ରହି। ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆପଣ ମଧ୍ୟ ଅନେକ ଏପରି ଘଟଣା ଦେଖିଥିବେ।

ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଏମିତି ଏକ ଅଜବ ଘଟଣା ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ।

ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ କିପରି ଏକ ଷଣ୍ଢ ଟି ବନ୍ୟା ପାଣିରେ ଯାଉଛି। ବନ୍ୟା ମାଡିଥିବା ବେଳେ ଷଣ୍ଢ ଟି ପାଣିରେ ଚାଲି ଚାଲି ଚାଲିଛି। ହଠାତ୍ ପାଣି ମାଡ଼ି ଆସିବା କାରଣରୁ ଷଣ୍ଢ ଟି ସେଠାରେ ରହି ଯାଇଛି ଏବଂ ସେଠାରୁ ସେ ବାହାରି ପାରୁନି। ଆପଣ ଜାଣିଛନ୍ତି ପ୍ରବଳ ବର୍ଷା କାରଣରୁ କିପରି ଚାରିଆଡ଼େ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁଆଡେ ଯେମିତି ଜଲାମୟ ପରିବେଶ। ବନ୍ୟା ପାଣି ମାଡି ଆସିବା କାରଣରୁ ଅନେକଙ୍କ କ୍ଷୟ କ୍ଷତି ମଧ୍ୟ ଘଟିବାରେ ଲାଗିଛି। ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର୍ ଯଦିଓ କିଛି ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ତଥାପି ବନ୍ୟା ଯୋଗୁଁ ଅନେକଙ୍କୁ କ୍ଷତି ସହିବାକୁ ପଡୁଛି।

ଏବେ ଏହି ଭାଇରାଲ ଭିଡିଓ ରେ ଯାହା ଦେଖିବାକୁ ମିଳୁଛି ତାହା ଅତ୍ୟନ୍ତ ନୈରାଶ୍ୟ ଜନକ ସ୍ଥିତି ସୃଷ୍ଟି କରିଛି। କାରଣ ଷଣ୍ଢ ଟି ତ ଆଗକୁ ମାଡି ଚାଲିଛି କିନ୍ତୁ ଆଗକୁ ଗଲେ କଣ ପରିସ୍ଥିତି ସୃଷ୍ଟି ହେବ, ସେ ଫେରି ପାରିବ କି ନାହିଁ, ତାହା ତାକୁ ଜଣା ନାହିଁ। ତେନୁ ସେଠାରେ ଏକ ଅପ୍ରୀତିକର ସ୍ଥିତି ଅନୁଧ୍ୟାନ କରାଯାଉଛି। ପାଣିର ମାତ୍ରା ମଧ୍ୟ ଏତେ ଅଧିକ ରହିଛି ଯେ ଚାରିଆଡ଼େ ଚାହିଁଲେ କେବଳ ଜଲାମୟ ପରିବେଶ ହିଁ ଦେଖା ଯାଉଛି। ମଣିଷ ହୋଇଥିଲେ ପହଁରି ପାରନ୍ତା, କିନ୍ତୁ ଷଣ୍ଢ ଟି ସେଠାରୁ କେମିତି ଉଦ୍ଧାର ହୋଇଛି କି ନାହିଁ ତାହା କିନ୍ତୁ ଜଣା ପଡିନାହିଁ। ଯାହାବି ହେଉ ଏପରି ଦୃଶ୍ୟ ଦେଖି ଅସ୍ଥିର ଲାଗିବା ସ୍ବାଭାବିକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment