ବାପ ରେ ! ମାସର ପ୍ରଥମ ଦିନରେ ପୁଣି କମିଲା ସୁନl ଏବଂ ରୁପା ଦର, ଜାଣନ୍ତୁ ଏବେ ବଜାରରେ କେତେ ରହିଛି ଦାମ…..

0

ବର୍ତ୍ତମାନ ଚାଲିଛି ଅତ୍ୟାଧୁନିକ ଯୁଗ। ଏହି ସମୟରେ ସମସ୍ତେ ନିଜ ନିଜର କିଛି ବ୍ୟକ୍ତିଗତ ଇଚ୍ଛା କିମ୍ବା ପସନ୍ଦ ରଖିଛନ୍ତି। ଆଉ ନିଜକୁ ସଜେଇବା ପାଇଁ ବିଭିନ୍ନ ପ୍ରକାର ଜିନିଷର ବ୍ୟବହାର କରିଥାନ୍ତି। ଏବେ ସଜେଇବାରେ ପ୍ରତିଯୋଗିତା ଚାଲିଛି।ଆଉ ସମସ୍ତେ ବିଦେଶୀ ସଂସ୍କୃତିକୁ ଆପଣେଇଛନ୍ତି। ଏହାପାଇଁ ଅନେକ ଲୋକ ଲକ୍ଷେ ଲକ୍ଷେ ଟଙ୍କାର ବିନିଯୋଗ କିମ୍ବା ଖର୍ଚ୍ଚ କରିଥାଆନ୍ତି। ନିଜେ ଭଲ ଦେଖା ଯିବାପାଇଁ ନିଜକୁ ବିଭିନ୍ନ ପୋଷାକ, ଅଳଙ୍କାରରେ ସଜେଇଥାନ୍ତି।

ଏବେ ପ୍ରତ୍ୟେକ ଲୋକ ଭଲ ଦେଖାଯିବା ପାଇଁ ବିଭିନ୍ନ ରାଜକୀୟ ଢଙ୍ଗୀରେ ରହୁଛନ୍ତି। କିଏ ତ ନିଜକୁ ସଜେଇବା ପାଇଁ ବିଭିନ୍ନ ସୁନା ଏବଂ ରୁପାର ଅଳଙ୍କାରର ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଆଉ ବିଭିନ୍ନ କାର୍ଯ୍ୟକ୍ରମ ତଥା ବିବାହାଘର,ବ୍ରତଘର,ଜନ୍ମଦିନ ଆଦିରେ ଏହାକୁ ଆବଶ୍ୟକତା କରିଥାନ୍ତି। ଏହି ସୁନା କିମ୍ବା ରୁପାର ବଜାରରେ ଚାହିଦା ବହୁତ କମ ରହିଛି। ଅଧିକାଂଶ ଲୋକ ସୁନାର ଜିନିଷକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ସୁନାର ଦର ରୂପଠାରୁ ଅଧିକ। ବର୍ଷକୁ ବର୍ଷ ବଜାର ମୂଲ୍ୟ ସହ ସୁନାର ଦର ବଢିଚାଲିଛି।

ଏଇ କିଛିଦିନ ହେଲା ସୁନାର ଦର ଲଗାତାର ବୃଦ୍ଧି ପରେ ଆଜି ସୁନା ଏବଂ ରୁପାର ଦର ଟିକିଏ କମିଛି।Commodity Exchange(MCX)ରେ ସୁନା ଓ ରୁପାର ଦର ହ୍ରାସ ପାଇଥିବା ଦେଖିବାକି ମିଳିଛି।ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଏବେ MCXରେ ସୁନାର ଦର ପ୍ରତି ୧୦ ଗ୍ରାମ ପ୍ରତି ୧୬୦ ଟଙ୍କା କମରେ ଚାଲିଛି।ଆଜି ଦିନ ୧୧ଟା ୪୦ ସୁଦ୍ଧା ସୁନାର ଦର ୧୦ ଗ୍ରାମକୁ ୫୧,୫୬୦ ଟଙ୍କାରେ ଟ୍ରେଡ୍‌ ଚାଲିଛି।

ଆଉ MCXରେ ରୁପାର ଦର ପ୍ରତି କିଲୋଗ୍ରାମକୁ ୫୫୦ ଟଙ୍କା ହ୍ରାସ ସହ କାରବାର ଆରମ୍ଭ ହୋଇଛି।ସୋମବାର ୧୨୦୦ ଟଙ୍କା ଓ ମଙ୍ଗଳବାର ୩୦୦ ଟଙ୍କା ବୃଦ୍ଧି ସହ ସୁନା ଦର ପ୍ରତି ୧୦ ଗ୍ରାମକୁ MCXରେ ଦୁଇ ଦିନରେ ୧,୫୦୦ ଟଙ୍କା ମହଙ୍ଗା ହୋଇଥିଲା।କିନ୍ତୁ ଆଜି ଦରରେ ହ୍ରାସ ଦେଖିବାକୁ ମିଳିଛି।ଗତକାଲି ସୁନା ଦର ପ୍ରତି ୩୧୧ ବୃଦ୍ଧି ସହ ୧୦ ଗ୍ରାମକୁ ୫୧,୭୨୦ ଟଙ୍କାରେ ବେପାର ବ୍ୟାଧପ୍ତ ହୋଇଛି।

Good Returnsର ଏକ ରିପୋର୍ଟ ଅନୁସାରେ,୨୪କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୦ଟଙ୍କା ରହିଛି, ଏପଟେ ରୁପାର ଦର ପ୍ରତି କିଲୋଗ୍ରାମକୁ ୭୦, ୨୦୦ଟଙ୍କା ରେ ପହଂଚିଛି।

ଏହିବର୍ଷରେ ସୁନାର ଦର ବଢିବାର ଅଛି ବୋଲି ଏକ୍ସପର୍ଟ ମାନେ ଆଶା କରୁଛନ୍ତି ଏବଂ ଏହି ବର୍ଷ ଏକ ବଡ ଧରଣର ଅଭିବୃଦ୍ଧି ହେବାର ଅଛି।ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ୨୦୨୧ ରେ ସୁନା କିଣାବିକା ଅଧିକ ରହିବ ଏବଂ ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କାରେ ପହଂଚିପାରେ। ବିଶେଷଜ୍ଞମାନେ କହୁଛନ୍ତି ଯେଉଁମାନେ ସୁନାରେ ଟଙ୍କା ବିନିଯୋଗ କରୁଛନ୍ତି ସେମାନେ ଲାଭଦାୟକ ହୋଇପାରିବ ନାହିଁ।୨୦୨୦ ରେ ସୁନାର ଦର ସାରା ବିଶ୍ୱରେ ୨୩ ପ୍ରତିଶତ ଅଭାବ ପଡିଥିଲା। ଏହାର ବଜାର ମୂଲ୍ୟ ବହୁତ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।