ଦେଖନ୍ତୁ Viral ଭିଡ଼ିଓ : ବାପା ଅଛନ୍ତି ଜେଲରେ କିନ୍ତୁ ମୋ ମାଆ ବୟଫ୍ରେଣ୍ଡ ଡାକି ରୋମାନ୍ସ କରୁଛନ୍ତି, ଆମକୁ କବାଟ ବନ୍ଦ କରି….

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏମିତି ଖବର ଯାହା ବାସ୍ତବରେ ସମାଜର ଏକ ଭିନ୍ନ ଦିଗକୁ ସୂଚାଉଛି। ଯାହା ସଭ୍ୟ ଶିକ୍ଷିତ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଏହା ଏମିତି ଏକ ଖବର ଯାହାକୁ ଶୁଣିଲେ ନିଜର ମୁଣ୍ଡ ତଳକୁ ନଇଁ ଯିବ। ଯେଉଁ ଖବର ରେ ଭାଇ ଭଉଣୀ ଆଣିଛନ୍ତି ନିଜ ମାଆ ବିଷୟରେ ସଙ୍ଗୀନ ଅଭିଯୋଗ।ଏହି ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ଖବର ପାଲଟିଛି। କିଛି ଦିନ ହେଲା ସୋସିଆଲ ମିଡିଆରେ ଏହି ଖବର ବେଶ୍ ଭାଇରାଲ ହେବାରେ ଲାଗିଛି। ଘରକୁ ପର ପୁରୁଷଙ୍କୁ ଡାକି ମାଆ ସବୁବେଳେ ନିଶାରେ ମସଗୁଲ ରହି ସେମାନଙ୍କ ସହ ଖରାପ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଉକ୍ତ ମହିଳାଙ୍କ ଝିଅ ଏବଂ ପୁଅ।

ମାଆଙ୍କ ବିରୋଧରେ ନିଜ ପିଲା ମାନଙ୍କ ର ଏଭଳି ସାଂଘାତିକ ଅଭିଯୋଗ ଶୁଣି ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ନିଜର ନାବାଳିକା ଝିଅ, ପୁଅ ମାଆ ବିଷୟରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ବାସ୍ତବରେ ଏକ ଆଶ୍ଚର୍ଯ୍ୟ ର କଥା। କାରଣ ଏହା ଏମିତି ଏକ ନିନ୍ଦନୀୟ ଘଟଣା ଯାହା ଆଜିର ଶିକ୍ଷିତ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ମାଆର ପର ପୁରୁଷ ସହ ଅନୈତିକ ସଂପର୍କ ଥିବା ପୁଅ ଓ ଝିଅ ଅଭିଯୋଗ ଆଣିଛନ୍ତି। ଏହାଛଡ଼ା ସେମାନେ କହିଛନ୍ତି ମାଆଙ୍କ ଏଭଳି କାର୍ଯ୍ୟ କଲାପରେ ସେମାନେ ବିରୋଧ କରିବାରୁ ମାଆ ତାଙ୍କୁ ନିର୍ଘାତ ମାଡ଼ ମାରିଥାଆନ୍ତି। ଏହାସହ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ମଧ୍ଯ ଭାଇ ଭଉଣୀ ଅଭିଯୋଗ କରିଛନ୍ତି।

ଆଉ ଏସବୁ କୁ ସହି ନପାରି ଭାଇ ଭଉଣୀ ଦୁଇଜଣ ଏନେଇ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଵଂ ମାଆର ଏତାଦୃଶ କାର୍ଯ୍ୟ କଲାପ ବିଷୟରେ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହାଛଡ଼ା ପୋଲିସ ଘଟଣାରେ ହସ୍ତକ୍ଷେପ କରି ତାଙ୍କୁ କଠୋର ଶାସ୍ତି ଦେବାକୁ ନିବେଦନ କରିଛନ୍ତି ଭାଇ ଭଉଣୀ।ତେବେ ସୂଚନା ଅନୁଯାୟୀ ସେମାନଙ୍କ ଅର୍ଥାତ ଏହି ଦୁଇ ପିଲାଙ୍କ ବାପା ଜେଲରେ ରହିବା ପରଠାରୁ ଉଭୟ ଭାଇ ଭଉଣୀ ଦୁହେଁ ଚଳିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଆଉ ଏହି ସମୟରେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଅନେକ ଅନୈତିକ କାମ କରୁଛନ୍ତି। ଆଉ ଏଥିରେ ବିରୋଧ କଲେ ସେମାନଂକୁ ବାଡାଉଛନ୍ତି ମା।

ଏହି ପୁଅ ଝିଅ ଏହା ମଧ୍ଯ ଅଭିଯୋଗ କରିଛନ୍ତି ଯେ ଅନେକ ସମୟରେ ଆମ ଭାଇ ଭଉଣୀକୁ ଘରେ ଭିତରେ ବହୁ ସମୟ ଧରି ତାଲା ପକାଇ ରଖନ୍ତି ମାଆ। ଆଉ ବହୁ ସମୟ ଧରି ଚିତ୍କାର କଲେ ଯାଇ ତାଲା ଖୋଲନ୍ତି। ତେବେ ଏପରି ଅନେକ ସଙ୍ଗୀନ ଅଭିଯୋଗ ପରେ ମାଆ କିନ୍ତୁ ଝିଅ-ପୁଅଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏବେ ଏହି ଘଟଣାର ତନାଘନା ପରେ ପ୍ରକୃତ ସତ୍ୟ ଜଣା ପଡ଼ିବ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।