ଛିଃ ଛିଃ କି ଲଜ୍ୟା ! ବାପା ହୋଇ ନିଜ ସ୍ତ୍ରୀ ଆଉ ଛୁଆଙ୍କୁ ଘରୁ ତଡ଼ି ନିଜ ଭଉଣୀ ସହ ଶାରୀରିକ ସମ୍ପର୍କ ରଖନ୍ତି …ଏଭଳି ବାପାକୁ କଣ ଦଣ୍ଡ ମିଳିବା ଦରକାର…ଦେଖନ୍ତୁ ଭିଡିଓ

0

ବନ୍ଧୁଗଣ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ ଏବଂ ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ। ଯେଉଁ ସବୁ ଘଟଣା ଆପଣଙ୍କୁ ଲଜ୍ଜିତ ବି କରୁଥିବ। ତେବେ ସେହିପରି ଏବେ ସାମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର। ଯାହା ଯେତିକି ଲଜ୍ୟା ଜନକ ସେତିକି ନିନ୍ଦନୀୟ ଅଟେ। ତେବେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ ମଧ୍ୟ କରୁଛି।ଏହା ସତ ଯେ ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି।

ସେମାନେ କେତେବେଳେ କଣ କରୁଛନ୍ତି କଣ ବ୍ଯବହାର ଦେଖାଉଛନ୍ତି ତାହା ନିଜେ ଜାଣି ପାରୁ ନାହାଁନ୍ତି। ତାଙ୍କର ଏଭଳି ନିନ୍ଦନୀୟ କାର୍ଯ୍ୟର ପ୍ରଭାଵ ସମାଜ ଉପରେ ବି ପଡ଼ିବାରେ ଲାଗିଛି। ତେବେ ସ୍ବାମୀ ସ୍ତ୍ରୀ ର ପବିତ୍ର ସଂପର୍କ ଭିତରେ ବି ଅନୈତିକତା ପୂର୍ଣ୍ଣ କାର୍ଯ୍ଯ କଲାପର ଗନ୍ଧ ବାରି ହେଉଛି। ଅନ୍ଯ ଜଣଙ୍କ ପାଇଁ ମଧୁର ସଂପର୍କ ତିକ୍ତ ହୋଇ ଯାଉଛି। ଆଉ ଏଭଳି ଘଟଣାରୁ ସମ୍ପର୍କ ର ମହତ୍ତ୍ଵ ଯେ କେତେ ଅଧିକ ତାହା ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି। ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁ ଘଟଣାରେ ଜଣେ ମହିଳା ତାଙ୍କ ସ୍ବାମୀ ଏବଂ ଶଶୁର ଘର ଲୋକଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

ତାଙ୍କର ଅଭିଯୋଗ ରହିଛି ଯେ ତାଙ୍କ ସ୍ଵାମୀ ତାଙ୍କ ମାମୁଁ ଝିଅ ସହିତ ଅନୈତିକ ସଂପର୍କ ରଖି ବାହା ହୋଇଛନ୍ତି ଏବଂ ତାଙ୍କୁ ଏବଂ ତାଙ୍କ ଛୁଆକୁ ଘରୁ ବାହାର କରି ଦେଇଛନ୍ତି। ସ୍ବାମୀ ଏବଂ ଶଶୁର ଘର ଲୋକ ମିଶି ତାଙ୍କୁ ଅତ୍ୟାଚାର କରୁଛନ୍ତି। ପ୍ରତିବାଦ କରିବାରୁ ତାଙ୍କ ସ୍ବାମୀ ତାଙ୍କୁ ମାଡ଼ ମାରିବା ସହିତ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି। ତେବେ ଏହି ମହିଳା ଜାନଙ୍କ ଅଭିଯୋଗ ଥରେ ଆପଣ ଶୁଣନ୍ତୁ, ତେବେ ଜାଣି ପାରିବେ ଯେ ତାଙ୍କର ପୁଅକୁ ନେଇ କିପରି ଭାବରେ ଏବେ ଦୟନୀୟ ସ୍ଥିତିଦେଇ ଗତି କରୁଛନ୍ତି। ତାଙ୍କ ସ୍ଵାମୀ ଏବେ ତାଙ୍କୁ ଚଳିବା ପାଇଁ ପଇସା ବି ଦେଉ ନାହାଁନ୍ତି। ଶଶୁର ଘର ଲୋକେ ଏସବୁ କଥାକୁ ଜାଣି ମଧ୍ଯ କିଛି କହୁ ନାହାଁନ୍ତି।

ଆଉ ଏଥିପାଇଁ ଏବେ ସେ ଥାନାରେ ଅଭିଯୋଗ କରିଛନ୍ତି।ତେବେ ଏହି ମହିଳାଙ୍କ ନାମ ହେଉଛି ଖୁଳନା ପ୍ରଧାନ।ତାଙ୍କ ସ୍ବାମୀଙ୍କ ନାମ ହେଉଛି ଜୟଦେବ ପ୍ରଧାନ। ତାଙ୍କର ଏକ ୯ ବର୍ଷର ପୁଅ ବି ରହିଛି। ସେମାନେ ପ୍ରେମ କରି ବିବାହ କରିଥିଲେ ଏବଂ ବିବାହର ଏକ ବର୍ଷ ପରେ ତାଙ୍କର ଏହି ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।