ବାପା_ମା_କୁ_ଭୁଲିଯିବି_କିନ୍ତୁ_ତାକୁ_ହିଁ_ଵାହା_ହେଵି… ୨ ପିଲାର ମା କୁ ବାହାହେବା ପାଇଁ ଯୁବକଙ୍କ ଜିଦ୍… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ କଥାଟି ଶୁଣି ଆପଣ ମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କି ଏମିତି କଣ ଘଟଣା ରହିଛି ଯାହା ପାଉ ପୁଓଟି ଏତେ ପାଗଳ ହୋଇଯାଇଥିଲା ପୁଣି ଦୁଇଟି ପିଲା ର ମା ଙ୍କ ପଛରେ , ତାହା ଛଡା ପୁରୁଷ ଜଣଙ୍କ ମଧ୍ୟ ଏହି ଛଅ ମାସ ହେଲା ବିବାହ କରିଥିଲେ, ତେବେ ଏହି ଘଟଣା ଟି ଘଟିଛି କେନ୍ଦୁଝର ଜିଲ୍ଲା ଘଷିପଦା ଥାନା କେଶୋଧୁରାପାଲୋ ଗାଁ ନିକଟରେ, ତେବେ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଆଉ କଣ ପାଇଁ ସେ ଏପରି କଥା କହିଥିଲେ ଆସନ୍ତୁ ଜାଣିବା ପୁରା ଘଟଣା |

ସୂଚନା ଅନୁସାରେ ଶାମୁକା ନିନି ପଞ୍ଚାୟତ ରେ ହୋମପଦା ଗାଁ ର ଯୁବକ ଛଅ ମାସ ତଳେ ବିବାହ କରିଥିଲେ କିନ୍ତୁ ସେ ତାପରେ ମଧ୍ୟ ସେ ଯାଜପୁର ଜିଲ୍ଲା ଟମକା ଥାନା ସମର୍ପିତ ଗାଁ ର ଜଣେ ମହିଳା ଯାହାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ତାକୁ ଭଲ ପାଉଛନ୍ତି ବୋଲି ଦାବି କରିଥିଲେ , ଆଉ ସେ ଏପରି ମଧ୍ୟ କହିଥିଲେ କି ସେ ବାପା ମା ଙ୍କୁ ମଧ୍ୟ ଭୁଲି ଯାଇ ପାରନ୍ତି କିନ୍ତୁ ସେ ମହିଳା ଜଣଙ୍କୁ ଭୁଲିପାରିବେ ନାହିଁ |

ସେ ପୁରୁଷ ଜଣଙ୍କର କହିବା କଥା କି ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଭଲ ପାଉଥିଲେ ଆଉ ସେ ହାଣ୍ଡିଆ ଖାଇ ଖୁସିରେ ଘରେ ଖାଇବା ପାଇଁ ଯାଉଥିଲେ , ସେହି ସମୟରେ ମହିଳା ଜଣଙ୍କ ପଛରୁ ବର ଗଛ ପାଖରେ ଛିଡା ହୋଇ ଭାଇ ଟିକେ ଶୁଣିବେ ବୋଲି କହିଥିଲେ ଆଉ ସେ ସେଠାରେ ଅଟକି ମଧ୍ୟ ଯାଇଥିଲେ , ତାପରେ ସେ ତାଙ୍କୁ ଗାଡ଼ିରେ ବସାଇ ନେଇଯାଉଥିଲେ ଓ ସେ ମଧ୍ୟ ତାଙ୍କୁ ଭଲ ପାଆନ୍ତି ବୋଲି କହିଛନ୍ତି ଆଉ ତାଙ୍କ ସହିତ ସଂପର୍କ ଅଛି ବୋଲି କହିଛନ୍ତି, ତାକୁ ନ ପାଇଲେ ମରିଯିବେ ବୋଲି କହିଛନ୍ତି |

କିନ୍ତୁ ମହିଳା ଜଣଙ୍କର ଯାହା କହିବା କଥା ସେ ତାଙ୍କ ଗାଡ଼ିରେ ଯାଉଥିଲା ବେଳେ ତାଙ୍କୁ ସନ୍ଦେହ ହୋଇଥିଲା ଆଉ ସେ ଜାଣିପାରିଥିଲେ କି ତାଙ୍କର ଅପହରଣ ହେଉଛି ବୋଲି ଆଉ ସେ ଗୋଟିଏ କାଞ୍ଚ ବୋତଲରେ ସେହି ପୁରୁଷ ଙ୍କ ଉପରକୁ ଆକ୍ରମଣ କରିଥିଲେ ଆଉ ଯାହା ଫଳରେ ସେ ଟିକେ ଆଘାତ ମଧ୍ୟ ହେଇଥିଲେ, ଆଉ ମହିଳା ଜଣଙ୍କ କହିଛନ୍ତି କି ମୋର ଦୁଇଜଣ ଛୁଆ ଅଛନ୍ତି ମୁ ସତ କହୁଛି ମୋର ତାଙ୍କ ସହିତ କିଛି ସମ୍ପର୍କ ନାହିଁ କି ମୁ ସେ ପୁଅଙ୍କ ଘରେ ମଧ୍ୟ ରହିନାହିଁ, ସେ ସମ୍ପୂର୍ଣ୍ଣ ମିଥ୍ୟା କହୁଛନ୍ତି |

ତେବେ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା ଓ ଏବେ ପୋଲିସ ଘଟଣା ର ସତ୍ୟ ଜାଣିବା ପାଇଁ ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି, ଯାହା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment