ଦେଖନ୍ତୁ Shocking ଭିଡ଼ିଓ : ବାପା ମୁଁ ଯାଉଛି… ଇତି ତୁମର ପୂଜା…

ହଁ ଦର୍ଶକ ବନ୍ଧୁ ଏପରି ଗୋଟିଏ ଘଟଣା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ବିଷୟରେ ଯିଏ ବି ଶୁଣୁଛି ଆଖିରୁ ଲୁହ ଜୋକେୟୀ ଆସୁଛି | ତେବେ ପୂଜା ଗୌଡ଼ ପରି ଗୋଟିଏ ନିରୀହ ଝିଅ ର ଜୀବନ ଏହି ଭଳି କେତୋଟି ଫୋଟ ଭାଇରାଲ ହେବା ଯୋଗୁଁ ଘଟିଥିଲା | ଆଉ ଆଜି ତାଙ୍କର ଶବ ଉଠୁଛି ତାଙ୍କ ଘରୁ ଯାହାକୁ ଦେଖିକି ସହି ପାରୁନାହାନ୍ତି ମା | ଯୋଉ ଝିଅ କୁ ସେ ଜନ୍ମ ଦେଇ କୁଳେଇ କାଖେଇ ଛୋଟ ଟେରୁ ଏତେ ବଡ଼ କରିଥିଲେ, ଆଉ ଆଖିରେ ଆଖିଏ ସ୍ୱପ୍ନ ରଖି ଝିଅକୁ ସମାଜରେ ନିଜକୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଥିଲେ | ସେ ଝିଅ ଆଉ ନାହିଁ ଯାହାକୁ ଝୁରି ଝୁରି ମା ବି ହେଇଗଲେଣି ପାଗେଳୀ | ଆସନ୍ତୁ ତାହେଲେ ଜାଣିବା ସମ୍ପୂର୍ଣ୍ଣ ଘଟଣା ଯାହା ପାଇଁ ଏହି ନିରୀହ ଝିଅ ପୂଜା ନିଜର ଜୀବନକୁ ବୋଳି ଦେଇ ଦେଇଛନ୍ତି |

ତେବେ ଏପରି ଏକ ଅଭାବନୀୟ ଘଟଣା ପୂଜା ଗୌଡ଼ ଙ୍କ ସହିତ ଘଟିଛି | ମିଳିଥିବା ସୂଚନା ଅନୁଯାୟୀ ଜଡ଼ାଘାତୁଣୀ ଗ୍ରାମର ରାଜେନ୍ଦ୍ର ଗୌଡ଼ ଙ୍କ ନାବାଳିକା ଝିଅ ପୂଜା ଗୌଡ଼ ଗାଧେଇବା ପାଇଁ ନଦୀ କୁ ଯାଇଥିଲେ | ପୂଜା ଗୌଡ଼ ଙ୍କୁ ଏକୁଟିଆ ପାଇ ସେଇ ଗ୍ରାମର ରମେଶ ଗୌଡ଼ ଙ୍କ ପୁଅ ନାରାୟଣ ଗୌଡ଼ ପୂଜା ଗୌଡ଼ ଙ୍କ ସହିତ ଜର କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଓ ଖାଲି ଏତିକି ନୁହେଁ ଯଦି ଏହି କଥା କାହାକୁ କହିବୁ ତାହାଲେ ଜୀବନ ରୁ ମାରିଦେବେ ବୋଲି ନାରାୟଣ ଗୌଡ଼ ପୂଜା ଗୌଡ଼ ଙ୍କୁ କହିଥିଲେ | ଏହି ଦୁର୍ବଳତା ତାର ସୁଯୋଗ ନେଇ ନାରାୟଣ ଗୌଡ଼ ବାରମ୍ବାର ପୂଜା ଗୌଡ଼ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଓ ଝିଅ ପୂଜା ଙ୍କୁ ମଧ୍ୟ ମାନସିକ ନିର୍ଯାତନା ଦେଉଥିଲେ |

ତେବେ ପରେ ପୂଜା ଗୌଡ଼ ବାରମ୍ବାର ଏପରି ହେବାର ସହିନପାରି ଘର ଲୋକଙ୍କୁ କହିଥିଲେ ଓ ଘରେ ଲୋକ ଏକଥା ଗ୍ରାମର ବୃଦ୍ଧିଜୀବୀ ଙ୍କ ପାଖରେ ପକାଇଥିଲେ ଓ ବୃଦ୍ଧିଜୀବୀ ମାନେ ସେମାନଙ୍କୁ ବିବାହ କରିବା ପାଇଁ କହିଥିଲେ ମଧ୍ୟ ପୁଅ ଘରେ ଏ ବାହାଘର ରେ ରାଜି ହୋଇନଥିଲେ | କିନ୍ତୁ ପରେ ତାଙ୍କ ଘରେ ଏହି ବାହାଘର କୁ ମନା କରିଦେଇଥିଲେ ଓ କଥା ନାରାୟଣ ଗୌଡ଼ ପୂଜା ସହିତ ଉଠାଉ ଥିବା କିଛି ଅଶ୍ଳୀଳ ଫୋଟ ଭାଇରାଲ କରିଦେଇଥିଲା |ଏହି କଥା ଶୁଣି ପୂଜା ଗୌଡ଼ ନିଜର ପରିବାର ଲୋକଙ୍କ କଥା ନିଜର ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିବା କରିଛନ୍ତି ବୋଲି ସେ ତାଙ୍କର ମୃତ୍ୟୁ ପୂର୍ଵ ର ଗୋଟିଏ ଚିଠି ରେ ପରିସ୍କାର ଭାବରେ ଲେଖି ଯାଇଛନ୍ତି |

ତେବେ ଆଜି ଆଉ ପୂଜା ନାହାନ୍ତି ଘର ପଡିଛି , ଦାଣ୍ଡ ଦୁଆର ସେମିତି ପଡିରହିଛି | କିନ୍ତୁ ସେହି ଅଗଣାରେ ଘୁରି ବୁଲୁଥିବା ଝିଅଟିର ମୁହଁ ଆଜି ଦେଖାଯାଉନି | ଆଜି ତାହାର ଶବ ଉଠୁଛି ଘରୁ ଯାହାକୁ ଦେଖି ସହି ପାରୁନାହାନ୍ତି ମା ଆଉ କାନ୍ଦି କାନ୍ଦି ଝିଅ ମୃତ୍ୟୁ ପାଇଁ ନ୍ୟାୟ ମାଗିଛନ୍ତି ଝିଅଟି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment