ବାପାଙ୍କ ମରିବା ଶବକୁ ଅଟକ ରଖିଛି ହାଇଟେକ ହସ୍ପିଟାଲ, ହାତ ଯୋଡି ଆକୁଳ ନିବେଦନ କଲା ଝିଅ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଶୁଣିବାକୁ ମିଳୁଛି। ସମାଜରେ ମନୁଷ୍ୟ ମାନେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ କରି ଚାଲୁଛନ୍ତି ଓ ସେ କାହାରିକୁ ଭୟ କରୁ ନାହାନ୍ତି। ସେମାନେ ଭାବି ନେଇ ଥାଆନ୍ତି ଯେ ଆଇନ ତାଙ୍କ ହାତରେ ରହିଥାଏ, ସେଥିପାଇଁ ସେମାନେ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ପ୍ରତିଦିନ ଏଭଳି କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସମାଜରେ ଲୋକ ମାନଙ୍କୁ ଡରେଇ ଧମକେଇ ରଖି ଥାଆନ୍ତି ଓ ସେମାନଙ୍କ ସହିତ ଖରାପ ଭାବରେ ବ୍ୟବହାର କରି ଚାଲୁଛନ୍ତି ସେମାନେ ଗରିବ ଲୋକ ମାନଙ୍କର ଜୀବନ ଉପରେ ମଧ୍ୟ ଚାପ ପକାଇ ଥାଆନ୍ତି ଓ ତାଙ୍କ ଅଧିକାରକୁ ଛଡାଇ ନେଇ ଥାଆନ୍ତି। ଯାହାକି ଏହା ଏକ ବହୁତ ବଡ଼ ଦୁଃଖ ଦାୟକ କଥା ଅଟେ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକଙ୍କର ମୃତ ଶରୀରକୁ ଡାକ୍ତର ମାନେ ଛାଡୁ ନାହାନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ସଞ୍ଜିତ ମହାକୁର ନାମକ ଜଣେ ଯୁବକ ଅସୁସ୍ଥ ହୋଇଥିଲେ, ସେଥିପାଇଁ ତାଙ୍କ ପରିବାର ଲୋକ ମାନେ ତାଙ୍କୁ ଆଣି ହାଇଟେକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ସେ ଭେଣ୍ଟିଲେଟରରେ ମଧ୍ୟ ରହିଥିଲେ। ତାଙ୍କର ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ହସ୍ପିଟାଲରେ ଥିବା ଡାକ୍ତର ବା ତାଙ୍କ କର୍ମଚାରୀ ମାନେ ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଲୋକ ମାନଙ୍କୁ ଜଣାଇ ନଥିଲେ।

ଯେତେବେଳେ ତାଙ୍କ ପରିବାର ଲୋକ ମାନେ ଯୁବକଙ୍କୁ ଦେଖା କରିବାକୁ ଆସି ଥାଆନ୍ତି, ହସ୍ପିଟାଲର କର୍ମଚାରୀ ମାନେ ତାଙ୍କ ଆଖିରେ ପଟି ବାନ୍ଧି ଦେଉ ଥାଆନ୍ତି। ସେମାନେ ପଚାରିବାରୁ କର୍ମଚାରୀ ମାନେ କହୁଛନ୍ତି ଯେ, ବ୍ୟକ୍ତି ଜଣଙ୍କ ଡରି ଯାଉଛନ୍ତି ସେଥିପାଇଁ ଏଭଳି କାର୍ଯ୍ୟ କରା ଯାଉଛି। ଯୁବକଙ୍କ ପରିବାର ଲୋକ ମାନେ ମୃତ୍ୟୁ ଖବର ଜାଣିବା ପରେ, ତାଙ୍କ ମୃତ ଶରୀରକୁ ନେବା ପାଇଁ ଚାହୁଁଛନ୍ତି କିନ୍ତୁ ଡାକ୍ତର ଦେବା ପାଇଁ ମନା କରି ଦେଉଛନ୍ତି। ଏହି ଘଟଣାକୁ ସେମାନେ ମିଡ଼ିଆ ଓ ପୋଲିସ ନିକଟରେ ଅଭିଯୋଗ କରି ଥିଲେ ସୁଦ୍ଧା, କିନ୍ତୁ ସେମାନେ ତାଙ୍କର କୌଣସି କଥା ଶୁଣୁ ନାହାନ୍ତି ବା ପଦକ୍ଷେପ ମଧ୍ୟ ନେଉ ନାହାନ୍ତି। ତାଙ୍କୁ ନ୍ୟାୟ ଦିଆ ଯାଉ ବୋଲି ସେ ପୋଲିସ ନିକଟରେ ଅନୁରୋଧ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।