ବାପା ପ୍ରେମରେ ପଡି ମୁଁ ତୁମ ସ୍ବପ୍ନ ପୂରଣ କରିପାରିଲିନି ..ମୁଁ ଯାଉଛି ..ମୋତେ କ୍ଷମା କରିଦେବ… ଦେଖନ୍ତୁ Video

0

ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯୋଉଥିରେ ପାଠ ପଢିବାକୁ ଯାଇଥିବା ଝିଅ ଟି ହରେଇ ଦେଇଛନ୍ତି ନିଜର ଜୀବନ ତାହା ପୁଣି ଜନେ ପୁଅ ବନ୍ଧୁଙ୍କ ପାଇଁ |ବାପା ମା ପିଲା ମାନଙ୍କୁ କେତେ ଆଶା ଓ ଭରଷା ନେଇକି ପାଠ ପଢିବା ପାଇଁ ଛାଡିଥାନ୍ତି , ଇଚ୍ଛା ଥାଏ ତାଙ୍କର ପିଲା ଭଲ ପଢିବ ଆଉ ସମାଜରେ ଜଣେ ବହୁତ ଭଲ ମଣିଷ ଟେ ହୋଇ ବାହାରିବ | କିନ୍ତୁ ଯଦି ପିଲାଟି ପାଠ ପଢିବାକୁ ଯାଇକି ଆତ୍ମହତ୍ୟା କରେ ଆଉ ମରିଯାଏ ତାହେଲେ ସେହି ବାପା ମା ଙ୍କ ଉପରେ କଣ ପ୍ରଭାବ ପକାଇବା | ଏପରି ଗୋଟିଏ ଘଟଣା ଘଟିଛି ଜଣେ ଛାତ୍ରୀ ଙ୍କ ସହିତ ଆଉ ଯୋଉଠି ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ସାଙ୍ଗରେ ଟର୍ଚ୍ଚର ସହି ନ ପାରି ନିଜର ପ୍ରାଣ ହରାଇଛନ୍ତି, ତାହେଲେ ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା |

ମୁଁ ବହୁତ କଷ୍ଟ ପାଉଛି, ଦୁଇଦିନ ହେଲା କିଛି ଖାଇନି | ବହୁତ ଭୋକ ଲାଗୁଛି ମୋତେ, ସେ ମୋତେ ବହୁତ କଷ୍ଟ ଦେଉଛି | ମରିଯିବା ପାଇଁ ବାରମ୍ବାର କହୁଛି , ମୋତେ ବହୁତ ମାରୁଛି ,ଯାହାର ପ୍ରମାଣ ମୋ ଫୋନ ରେ ଅଛି | ମା ମୋତେ କ୍ଷମା କରିବୁ ,ଯୋଉଠିକୁ ଗଲେ ବି ବହୁତ ମନେ ପଡ଼ିବୁ | ମାନେ ତୁ ମୋତେ ଖାଇବାକୁ ଦେବୁ ନା, ବହୁତ କଷ୍ଟ ହେଉଛି,ଶୋଷ ବି ଲାଗୁଛି ଆଉ ଭୋକବି ଲାଗୁଛି, କିନ୍ତୁ ସେ ମୋତେ କିଛି ଦଉନି |ଆଜିବି ମାରିକି ମୋ ଆଖି ଫୁଲେଇ ଦେଇଛି |

ମୁଁ ଆଉ ସେ ସବୁ କିଛି ସାହିପାରୁନି, ବାପା ମୋତେ କ୍ଷମା କରିବ |ତମେ ମତେ ପାଠ ପଢ଼େଇଥିଲ, ଭାବିଥିଲ ପାଠ ପଢ଼ିବି ଭଲ ଚାକିରୀ ଖଣ୍ଡିଏ କରିବି | କିନ୍ତୁ ମୁଁ ତୁମର ଡ୍ରିମ ପୁରା କରି ପାରିଲିନି, ହେଲେ ସେ ମୋତେ ବହୁତ କଷ୍ଟ ଦେଉଛି, ମୁଁ ମଲା ପରେ ମୋତେ ମନେ ରଖିବ ନା | ଯାଉଛି ମୁଁ ଏହାଥିଲା MCA ଛାତ୍ରୀ ଆଶ୍ରିତ ସେନାପତି ଙ୍କ ମୃତ୍ୟୁ ପୂର୍ବରୁ ହାତ ଲେଖା ଚିଠି | ତାଙ୍କର ଚିଠିରେ ଗୋଟିଏ ଗୋଟିଏ ଶବ୍ଦରେ ଭରି ରହିଛି କତେ ଜ ଦୁଃଖ କେତେ ଜ କହ, ତାହା ଆପଣ ମାନେ ଜାଣି ପାରୁଥିବେ |

ଆଉ ଏହି ଭଳି ଯନ୍ତ୍ରଣା ବାରମ୍ବାର ପାଉଥିବାରୁ ସହି ନ ପାରି ଶେଷରେ ସେ ଜୀବନ ହରିଦେଇଛନ୍ତି ବୋଲି ଚିଠି ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି | ତେବେ ସେ ତାଙ୍କର ପୁରୁଷ ବନ୍ଧୁଙ୍କ ପାଖରୁ ବାରମ୍ବାର ଅତ୍ୟାଚାର ର ଶିକାର ହେଉଥିଲେ ଆଉ ମାନସିକ ଚପରେ ମଧ୍ୟ ରହିଥିଲେ , ଆଉ ଶେଷରେ ସେ ନିଜର ଜୀବନ ହରିଦେଲେ | ଆଉ ଘଟଣା ଘଟିବ ଦିନ ରାତିରେ ମଧ୍ୟ ଆଚାର୍ଯ୍ୟ ବିହାର ଠାରେ ତାଙ୍କ ଵ୍ୟଫ୍ରେଣ୍ଡ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ | ଆଉ ଯାହା ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି ଓ ଘଟଣା ର ତଦନ୍ତ କରିବା ସହିତ ପୁରୁଷ ବନ୍ଧୁ ଙ୍କୁ ଜେରା କରୁଛି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।