‘ବାପା ଶୀଘ୍ର ଚାଲ ରଥଯାତ୍ରା ସରିଯିବ’… ଦେଖନ୍ତୁ ରଥରେ ଏହି ମଜାଦାର Shocking ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଏବେ ଏପରି ଏକା ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କର ମଧ୍ୟ ପୁରୁଣା ପିଲା ଦିନର ସେହି ପୁରୁଣା କଥା ଗୁଡିକ ତାଜା ହୋଇ ଉଠିବ | ତେବେ ପ୍ରତେକ ପିଲା ତାଙ୍କର ବାପା ଙ୍କ କାନ୍ଧ ଉପରେ ପିଲାବେଳେ ବସିଥାନ୍ତି ଓ ବିଭିନ୍ନ ପ୍ରକାରର ଯାତ ଦେଖିବାକୁ ଯାଇଥାନ୍ତି | ତେବେ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡିଓ ରେ ଛୋଟ ପିଲାଟି ତାଙ୍କର ବାପାଙ୍କର କାନ୍ଧ ଉପରେ ବସିଛି ଆଉ କହୁଛି ପୁରୀ ଆଉ କେତେବାଟ ରହିଲା ବୋଲି କହିଛନ୍ତି ପିଲା ଜଣଙ୍କ | ତେବେ ଖାଲି ବାପା ନୁହଁ ପିଲାଟି ସହିତ ତାଙ୍କର ମା ମଧ୍ୟ ଯାଉଛନ୍ତି ପୁରୀ କୁ |

କୁହାଯାଏ କି ଜଗନ୍ନାଥ ହେଉଛନ୍ତି ଜଗତର ନାଥ ଆଉ ଦରିଦ୍ର ମାନଙ୍କର ସାଥି ଯଦି ଜଣେ ଦୁଃଖୀ ତାଙ୍କୁ ମନ ପ୍ରାଣ ଦେଇକି ଭକ୍ତିରେ ଡ଼ାକିବ ତେବେ ସିଏ ତାଙ୍କର ଡାକକୁ ନିଶ୍ଚୟ ଶୁଣିବେ |ସମସ୍ତେ ଜାଣିଥିବେ ଓଡିଶା ର ମହାନ କେତୋଟି ପର୍ବ ମାନଙ୍କ ମଧ୍ୟରେ ରଥଯାତ୍ରା ଅନ୍ୟତମ | ଏହି ରଥଯାତ୍ରା ଖାଲି ଓଡ଼ିଶା କି ଭାରତର ଲୋକ ମାନେ ପାଳନ କରନ୍ତି ତାହା ନୁହଁ ସମଗ୍ର ପୃଥିବୀରେ ଏହା ପ୍ରସିଦ୍ଧ ଲାଭ କରିଛି |ସେହି ମହା ପ୍ରଭୁ କାଳିଆ ଙ୍କର ଦର୍ଶନ ଟିକେ ପାଇବା ପାଇଁ କହି କେତେ ଦୂର ଦୁରାନ୍ତରୁ ଲୋକ ମାନେ ଦୌଡ଼ି ଆସିଥାନ୍ତି | ସେହି ଭକତ ଜନର ଠାକୁରଙ୍କ ବିଷୟରେ ଯେତେ କହିଲେ ବି କମିଯିବ |

ତେବେ ସେହି କାଳିଆ ର ଡରି ଯେତେବେଳେ ଗୋଟିଏ ଛୋଟ ଛୁଆ ଉପରେ ପଡିଛି ସିଏ ସେଠୁ କେମିତି ବାଦ ଯିବ |ତେବେ ଆମେ ଜାଣିଛୁ କି ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଦେଶ ବାହାରୁ ମଧ୍ୟ ଅନେକ ଲୋକ ପୁରୀ କୁ ଆସିଥାନ୍ତି ରଥଯାତ୍ରା ଦେଖିବା ପାଇଁ | ତେଣୁ ତମେ ଯୋଉଠି ଥାଅ ଯେମିତି ଥାଅ ନାଁ କାହିଁକି ଯଦି ତାଙ୍କୁ ଥରେ ଭକ୍ତି ଭାବରେ ମନରୁ ଡାକିଛ ତାହେଲେ ସେ ଭକ୍ତ ମାନବକ ପାଖରେ ପହଞ୍ଚି ଯାଇଥାନ୍ତି |

ଛୋଟ ପିଲାଟି ଭକ୍ତିର ସହିତ ଯାଉଛି କାଳିଆର ଦର୍ଶନ ପାଇଁ ବାପାଙ୍କ ପିଠି ଉପରେ ବସିକି ଆଉ ସେ ଯେତେ ବଡଦାଣ୍ଡ ର ପାଖା ପାଖି ହେଉଛି ଘଣ୍ଟ ଆଉ ଘଣ୍ଟି ର ଶବ୍ଦ ସେତେ ଅଧିକ ଶୁଣିବାକୁ ମିଳୁଛି |ତେବେ କାଳିଆ ସାହାନ୍ତ ଙ୍କର କୃପା ଦୃଷ୍ଟି ରହିଲେ ସମସ୍ତ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇଥାଏ |ତେବେ ସେହି ଗୋଟିଏ ଦିନ ଯୋଉ ଦିନ ଜଗତର ନାଥ ଜଗନ୍ନାଥ ଆସିଥାନ୍ତି ଭକ୍ତ ମାନଙ୍କର ଗହଲକୁ ଆଉ ସେହି ଭକ୍ତ ମାନଙ୍କ ସହିତ ରହିକି ବହୁତ ଆନନ୍ଦ ମଧ୍ୟ ପାଇଥାନ୍ତି |

ତେବେ କୁହା ଯାଏ କି ଯଦି କାଳିଆକୁ କେହିବି ଭକ୍ତି ମନରେ ଡାକିଥାଏ, ତାହେଲେ ଭଗବାନ ତାର ଡାକକୁ ନିଶ୍ଚୟ ଶୁଣିଥାନ୍ତି ଓ ତାଙ୍କର ସମସ୍ତ ମନସ୍କା ମନା କୁ ପୂରଣ କରିଦେଇଥାନ୍ତି | ତେବେ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି ଏହି ରଥଯାତ୍ରା ରେ ପୁରୀକୁ ଓ ଠାକୁରଙ୍କର ଆଶ୍ରିବାଦ ମଧ୍ୟ ପାଇଥାନ୍ତି ଓ ଛୋଟ ପିଲାଟି ମଧ୍ୟ ଯାଉଛି ଯାହାକୁ ସେ ବଡ଼ ହେଲେ ସେହି କଥାଟିକୁ ମଧ୍ୟ ମନରେ ଭାବିବ ବୋଲି କୁହାଯାଉଛି ଏପରି ବାପାଙ୍କ ପିଠିରେ ବସିକି ଯିବା କଥା ଟି | ତେବେ ଏହି ଭିଡିଓଟି ସେସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment