shocking ଭିଡ଼ିଓ -ବାପା ସାମ୍ନାରେ ବୀଚ ରାସ୍ତାରେ କୁନି ପିଲାକୁ ପିଟିଦେଲା କାର୍ !ଏମିତି ଦୃଶ୍ୟ ବୋଧ ହୁଏ ଆପଣ ଆଗରୁ କେବେ ଦେଖିନଥିବେ..ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଧୋର୍ଯ୍ୟ ଧରି ରହି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ରାସ୍ତା ପାରି ହେଉଥିବା ସମୟରେ ଛୋଟ ପିଲା ଟିର ଟିକିଏ ଅସାବଧାନତା ପିଲା ଟି ଜୀବନ ଉପରେ ଭାରୀ ପଡିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଘଟଣା ମାନ ସବୁବେଳେ ଭାଇରାଲ ହୋଇଥାଏ | ଆଉ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ସହଜରେ ବିଶ୍ବସ କରି ପାରି ନ ଥାଉ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଠିକ ସେହି ଭଳି କିଛି ଘଟଣା ଦେଖିବାକୁ ମିଳିଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବୋଲି କୁହାଯାଉଛି | ଆଉ ଯେଉଁଠି ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା ଯାହା ଆପଣ ଙ୍କର ଛାତି କୁ ଥରାଇ ଦେବ ବୋଲି କୁହାଯାଉଛି |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା କି ବାପା ଘରକୁ ଫେରିବାରୁ ଛୋଟ ପିଲା ଟି ବୁଲିବା ପାଇଁ ବାପା ଙ୍କ ସାମ୍ନା ରେ ଜିଦ କରିଥିଲା ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ପିଲା ଟି କୁ ବାପା ଜଣଙ୍କ ଗାଡି ପାଖରେ ଛିଡା କରି ଦେଇଥିଲେ ଆଉ କୌଣସି କାରଣରୁ ଘର ଭିତରକୁ ଚାଲି ଯାଇଥିଲେ ବାପା ଜଣଙ୍କ | ଆଉ ସେହି ସମୟରେ 7 ବର୍ଷ ର ପିଲା ଟି ରାସ୍ତା ର ଆର ପଟକୁ ଚାଲି ଯାଇଥିଲେ ବୋଲି ମଧ୍ୟ କୁହାଯାଉଛି |

ତାହା ସହିତ ଦେଖିବାକୁ ମିଳିଥିଲା କି ପିଲା ଟି ରାସ୍ତା ପାରି ହେଉଥିବା ସମୟରେ ହଠାତ କାର ଟି ଆସି ଯାଇଥିଲା ପିଲା ଟିର ସାମ୍ନା କୁ ଆଉ ପିଲା ଟିକୁ କାର ଵାଲା ଜଣଙ୍କ ଧକ୍କା ଦେଇ ଦେଇଥିଲେ ଆଉ ଯାହା ଫଳରେ ପିଲାଟି 20 ମିଟର ପର୍ଯ୍ୟନ୍ତ ଛିଟିକି ଯାଇଥିଲେ | ଆଉ ସେହି ସମୟରେ କାର ଚାଳକ ଜଣଙ୍କ ପଳେଇ ଯାଇଥିବାର ଦେଖିବାକୁ ମିଳିଥିଲା |

ଆଉ ଟିକିଏ ଅସାବଧାନତା ପିଲା ଟିର ଜୀବନ ଉପରେ ଭାରୀ ପଡିଛି ବୋଲି କୁହାଯାଉଛି ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment