ବାପାଙ୍କ ଗାଡ଼ିରେ ବସିଥିଲେ ଅନ୍ୟ ଜଣେ ମହିଳା, ଦେଖି ନେଲେ ଦୁଇ ଝିଅ ରାସ୍ତାରେ ଅଟକାଇ କଲେ ଏମିତି…ଦେଖନ୍ତୁ Viral ଭିଡ଼ିଓ

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ।

ତେବେ ଏହା ପିଲା ମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ। ପରୋକିୟାପ୍ରୀତି ଯୋଗୁଁ ଅନେକ ପରିବାର ଭାଙ୍ଗିଯାଉଥିବା ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ତେବେ ବାପାଙ୍କ ସହିତ କାରଭିତରେ ବସିଥିବା ମହିଳାଙ୍କୁ ଟାଣିଆଣି ୨ ଝିଅ ଏଭଳି ଛେଚିଲେ, ତେବେ ଏହି ଘଟଣାଟି ଦେଖିଲା, ପରେ ପରୋକିୟାପ୍ରୀତି ରଖିବା ପାଇଁ ଡିରିବେ। ତେବେ ଚାଲନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ଏଭଳି ଏକ ଘଟଣା ରାଜସ୍ଥାନ ବିଲୱାଡା ଜିଲ୍ଲା ଜାହାଜ ପୁର ରେ ଦେଖିବା ପାଇଁ ମିଳିଛି।

କିଛି ଦିନ ଧରି ପରିବାର ମଧ୍ୟରେ ଅଶାନ୍ତି ଲାଗିରହିଥିଲା। ତେବେ ଝଗଡ଼ାର ମୁଖ୍ୟ କାରଣ ପରୋକିୟାପ୍ରୀତି ଥିଲା। ତେବେ ଘରର ମେରୁଦଣ୍ଡ ଆମେ ବାପାଙ୍କୁ ହିଁ ବୁଝିଥାଉ, କିନ୍ତୁ ଏଠି ଦୁଇଟା ବଢ଼ିଲା ଝିଅ ଥିବା ସ୍ୱତେ ବାପା ବାହାରେ ଅନ୍ୟ ମହିଳା ସହିତ ପରୋକିୟାପ୍ରୀତି ରେ ମସଗୁଲ ଥିଲେ। ଘରେ ଥିବା ସ୍ତ୍ରୀ କିପରି ସହିବ ସ୍ୱାମୀ ଅନ୍ୟଜଣେ ମହିଳାଙ୍କ ସହିତ ସମ୍ପର୍କ, ସେଥିପାଇଁ ଘରେ ପ୍ରତିଦିନ ଝଗଡ଼ା ଲାଗି ରହିଥିଲା। ତେବେ ଏଭଳି ପରିବାର ମଧ୍ୟରେ ଅଶାନ୍ତି ଦେଖି ଦେଖି ଦୁଇ ଝିଅ ଅତିଶୟ ହୋଇପଡିଥିଲେ। ଦିନେ ତାଙ୍କ ବାପା ଜଣେ ମହିଳା ସହିତ କାରରେ ଯାଉଥିବା ସମୟରେ ଦୁଇଝିଅ କାରକୁ ଅଟକାଇ ଥିଲେ, ତେବେ ଏହାପରେ ମଧ୍ୟ ବାପା କାରକୁ ନରଖି ପଳେଇବାକୁ ଚେଷ୍ଟା କରୁଥିଲେ। ତେବେ ୨ ଝିଅଙ୍କ ପାଟି ଶୁଣି ଲୋକମାନେ ମଧ୍ୟ ଗାଡି ଅଟକାଇ ଥିଲେ।

ଦୁଇ ଝିଅ ଝିଅ ମିଶି କାର ଭିତରେ ବସିଥିବା ମହିଳାକୁ ଟାଣି ଆଣିଲେ, ଏହାପରେ ଉତ୍ତମ ମଧ୍ୟମ ଦେଇଗଲେ, ପାଖରେ ଥିବା ଲୋକ ମାନେ ବୁଝାସୁଝା କରି ମହିଳାଙ୍କୁ ଛଡ଼େଇ ଥିଲେ। ମହିଳା ଜଣକ ଦୌଡ଼ି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। ବାପା ମଧ୍ୟ ମୁଣ୍ଡ ତଳକୁ କରି କାର ନେଇ ପଳେଇଲେ, ତେବେ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ଯେଉଁ ମାନେ ଅବୈଧ ସମ୍ପର୍କ ରଖୁଛନ୍ତି, ସେମାନେ ଏହାକୁ ଦେଖି ନିଶ୍ଚିତ ଭାବରେ ଉପଯୁକ୍ତ ଶିକ୍ଷା ପାଇ ପାରିବେ। ତେବେ ବନ୍ଧୁଗଣ ଏଭଳି କିଛି କର୍ମ କରନ୍ତୁ ନାହିଁ, ଶେଷରେ ପରିଣତି ଏହିଭଳି ହୋଇ ପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment