ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମକୁ ଖୁସି କରେଇ ଦେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ସାମ୍ନା କୁ ଆସିଛି ତାହା ହେଉଛି ଯାତ୍ରା ମଞ୍ଚରେ ଦେଖିବାକୁ ମିଳୁଥିବା ସୁନ୍ଦର ଗୀତ ର କମାଲ | ଆଉ ଯାତ୍ରା ମଞ୍ଚରେ ସେହି ଭଳି ମନ ଛୁଆଁ ଗୀତ ର କମାଲ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ମାୟା ନଗରୀ ଯାତ୍ରା ମଞ୍ଚ ର ଏକ ଜବରଦସ୍ତ ଯାତ୍ରା ର କମାଲ | ଯେଉଁଠି କୁହାଯାଉଛି କି ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଗୀତ ନାଚ ଆଉ ଅଭିନୟ ର କମାଲ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କର ସାମ୍ନା କୁ ଆସିଛି ତାହା ହେଉଛି ଯାତ୍ରା ମାଞ୍ଚରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ଜବରଦସ୍ତ ସଂଗୀତ ର କମାଲ |
ଆଉ ଯେଉଁଠି କୁହାଯାଉଛି କି ସଂଗୀତ କାର ବାପି କୁମାର ତାଙ୍କର ଗୀତ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି, ଆଉ ଯାତ୍ରା ମଞ୍ଚରେ ତାଙ୍କର କଣ୍ଠ ସ୍ୱର ର ଝଲକ ଦେଖାଇ ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବାପି କୁମାର ଙ୍କ ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ଏକ ମନୋଛୁଆଁ ଲୋକ ପ୍ରିୟ ଗୀତ ” ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ ” | ଏହି ଗୀତ ରେ ନିଜର ସଂଗୀତ ର କମାଲ ଦେଖାଇ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ହୋଇ ପାରିଛନ୍ତି ଏହି କଳାକାର ଜଣଙ୍କ |
ତାହା ସହିତ ଦେଖିବାକୁ ମିଳିଥିଲା କି ବବି କୁମାର ଙ୍କର କଣ୍ଠ ରୁ ଏହି ଭଳି ମନୋଛୁଆଁ ସଂଗୀତ ର ଯାଦୁ କୁ ଶୁଣିବା ପରେ ଦର୍ଶକ ମାନେ ବେଶ ଖୁସି ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ବାପି ଙ୍କ ସହିତ ଦର୍ଶକ ମାନେ ମଧ୍ୟ ଗୀତ କୁ ଏନଜୟ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।