ଦେଖନ୍ତୁ ଭିଡ଼ିଓ : ବର ଆଗରେ କନ୍ୟାକୁ Kiss କଲା ଏହି ଯୁବକ, ଘଟଣା ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ….

0

ସୋସିଆସ ମିଡିଆ ଏମିତି ଗୋଟିଏ ପ୍ଲାଟଫର୍ମ , ଯେଉଁ ପ୍ଲାଟଫର୍ମରେ ଅନେକ ଲୋକ ଅନେକ କିଛି ଭିଡିଓ ସେୟାର କରିଥାନ୍ତି । ଲୋକମାନେ ସେହି ଭିଡିଓକୁ ଦେଖି ଠେର ସାରା କମେଣ୍ଟ ମଧ୍ୟ କରିଥାନ୍ତି , କିନ୍ତୁ ଜାଣିରଖିବା ଉଚିତ କି ଅନ୍ୟ ବିଷୟରେ କିଛି କମେଣ୍ଟ କରିବା ପୂର୍ବରୁ ସଠିକ ତଥ୍ୟ ବିଷୟରେ ଜାଣିନେବା ଉଚିତ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ବାହାଘର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବାହାଘରରେ ପୁଅ ଅର୍ଥାତ୍ ବର ଓ କନ୍ୟା ବସିଛନ୍ତି ରିସେପସନ ରେ , ଏବଂ ସେଠିକୁ ଜଣେ ପୁଅ ଆସୁଛି ଓ କନ୍ୟା ପାଖରେ ବସୁଛି । କନ୍ୟା ପାଖରେ ବସିବା ପରେ କନ୍ୟା ମୁହଁ ପାଖକୁ ମୁଁହ ନେଇ ତା ସହିତ କଥାବାର୍ତ୍ତା ହେଉଛି ନା ଆଉ କଣ କରୁଛି ତାହା ଜାଣାପଡି ନାହିଁ । କିନ୍ତୁ ଲୋକମାନେ ଏହା ଦେଖି ତାକୁ କହୁଛନ୍ତି ଯେ ସେ ପୁଅଟି କନ୍ୟାକୁ କିସ କରୁଛି ବା ବର ସାମ୍ନାରେ ତାକୁ ଅପମାନିତ କରୁଛି । ଲୋକମାନେ ସୋସିଆଲ ମିଡିଆରେ ବର୍ତ୍ତମାନ , ସେହି ପୁଅକୁ ଅଶୀଳ ଭାଷାରେ ଗାଳି ଗୁଲଜ କରିବାକୁ ଲାଗୁଛନ୍ତି ।

ଏହି ଭିଡିଓକୁ ଆପଣ ମାନେ ଦେଖିଲେ ମଧ୍ୟ ତାହା ଭାବିବେ କି ପୁଅଟି କନ୍ୟାକୁ କିସ କରୁଛି , କିନ୍ତୁ ଏହି ଭିଡିଓର ପ୍ରକୃତ ଫେକ୍ଟ କଣ ଆପଣ ମାନେ ଜାଣନ୍ତି କି । ତେବେ ଆସନ୍ତୁ ଜାଣିବା । ତଥ୍ୟ ଅନୁସାରେ ଯେଉଁ ପୁଅଟି କନ୍ୟା ପାଖରେ ଆସି ବସୁଛି , ସିଏ ହେଉଛି ତାର ସାନ ଭାଇ । ସାନ ଭାଇ ଆସି ସେଠାରେ ବସିକି ତାର ବଡ ଭଉଣୀକୁ ଗେହ୍ଲ କରୁଛି ବା କହୁଛି ତୁ ଆଜି କେତେ ସୁନ୍ଦର ଦେଖାଯାଉଛୁ । ତେବେ ଭାଇ ଭଉଣୀର ସମ୍ପର୍କ ବି ଲୋକମାନେ ବର୍ତ୍ତମାନ ଆଶୀଳ ଭାଷାର ନା ଦେଲେଣି ।

ଲୋକମାନେ ଅନେକ କିଛି କଥା ଲେଖୁଛନ୍ତି , ଜଣେ କମେଣ୍ଟ ଦେଇଛନ୍ତି ୱା ବେଟେ ମଉଜ କରଲେ , ଆଉ ଜଣେ ଜଣେ ଲେଖୁଛନ୍ତି ବାଶ୍ ଏହାକୁ କୁହନ୍ତି ଅସଲି ଖେଳ । ତେବେ ବର୍ତ୍ତମାନ ସମୟରେ ଆମ୍ଭେମାନେ ସମସ୍ତେ ସୋସିଆଲ ମିଡିଆ ୟୁଜ କରୁଛୁ କିନ୍ତୁ ସୋସିଆଲ ମିଡିଆ ୟୁଜ କରିବାର ଭଲ ଜରିଆଟି ଆପଣ ମାନେ ଜାଣନ୍ତୁ । ଏମିତି ଅନେକ ଭିଡିଓ ଅଛି , ଯାହାକୁ ଆପଣ ମାନେ ଦେଖନ୍ତୁ , ପରଖନ୍ତୁ ତାହା ପରେ ଆପଣଙ୍କର ବିଚାର ସେଥିରେ ରଖନ୍ତୁ । କାରଣ ପ୍ରକୃତ ଘଟଣା ବିଷୟରେ ନଜାଣି ଲୋକମାନଙ୍କୁ ଏପରି ଅଶୀଳ ଭାଷାରେ କମେଣ୍ଟ କରିବା ଆଦୌ ଉଚିତ ନୁହେଁ ।

ସମ୍ପୂର୍ଣ୍ଣ ଭିଡିଓକୁ ପରିଖି ବା ଦେଖିବା ପରେ ହିଁ ଆପଣଙ୍କର ମତ ରଖନ୍ତୁ , ନଚେତ୍ ଆପଣ ମଧ୍ୟ ଠକାମିର ଶିକାର ହୋଇ ପାରନ୍ତି , ସେଥିପ୍ରତି ସତର୍କ ରୁହନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।