EXCLUSIVE ” ବରଦାନ ସାଜିଲା ଦିବ୍ୟାଙ୍ଗ ଶକ୍ତି… ଦେଖନ୍ତୁ Video

ଦର୍ଶକବନ୍ଧୁ ଏପରି ଏକ ଘଟଣା ଯାହା ଛତିଶଗଡ ତାଂଯୋଗିରି ଛାମ୍ପ ରେ ଘଟିଥିବା ଏହି ଅଭାବନୀୟ ଘଟଣା ବିଷୟରେ ଏବେ ସମସ୍ତଙ୍କ ନଜର ରହିଛି ସେହି ଘଟଣା ଉପରେ ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋର ଧରିଛି ତାହା ହେଉଛି 11 ବର୍ଷୀୟ ଶିଶୁ ରାହୁଲଙ୍କ କଥା |ବହୁତ ସମୟ ଧରୀ ଚାଲୁରହିଥିବା ଅପେରସନ ବାସ ଆଉ କିଛି ଘଂଟାରେ ବ୍ୟବଧାନ ପରେ ସଫଳ ହୋଇଛି , ଆଉ ଦୀର୍ଘ ସମୟର ଚେଷ୍ଟା ପରେ ରାହୁଲଙ୍କୁ ଉଦ୍ଧାର କରିବାରେ ସଫଳ ହେଇଛନ୍ତି ଉଦ୍ଧାର କାରୀ ଦଳ |ତେବେ ସମସ୍ତଙ୍କର ଆଖି ରହୁଥିଲା ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ |

ହଁ ଦର୍ଶକ ବନ୍ଧୁ ସତରେ ରାହୁଲ ଙ୍କ ଉପରେ ଥିଲା ମହାପ୍ରଭୁ ଜଗନ୍ନାଥ ଙ୍କ ଆଶ୍ରିବାଦ, ଆଉ ରହିଥିଲା ଲକ୍ଷ ଲକ୍ଷ ଲୋକଙ୍କର ପ୍ରଥନାର ଫଳ ଯାହା ପାଇଁ ରାହୁଲ ଆଜି ପାଇଛନ୍ତି ଗୋଟିଏ ନୂଆ ଜୀବନ, ଶେଷରେ N.D. R. F ଟିମର ଚେଷ୍ଟା ଆଜି ଅନ୍ତ ଘଟିଛି ଓ ରାହୁଲ ଫେରି ଆସିଛନ୍ତି ପୂର୍ବ ପରି ତାଙ୍କର ମାଙ୍କ କୋଳକୁ, ଯାହାକୁ ଫେରି ମା ବାପା ଙ୍କର ଖୁସିର ସୀମା ରହିଲା ନାହିଁ |

ଜନ୍ମରୁ ରାହୁଲ ଥିଲେ ଦିବ୍ୟାଙ୍ଗ ସେଥିପାଇଁ ସେ ଠିକ ସେ କଥା କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନି, ସାଧାରଣ ପିଲାଙ୍କର ଯେପରି ମାନସିକ ସ୍ଥିତି ରହିଛି ସେପରି ରାହୁଲ ର ନ ଥିଲା , ସେଥିପାଇଁ ରାହୁଲ ଜନ୍ମ ହେବା ପାଖରୁ ତାଙ୍କର ମା ବାପା ବହୁତ ଚିନ୍ତାରେ ଥିଲେ, କିନ୍ତୁ ତାଙ୍କର ସେହି ମାନସିକ ବିକଳାଙ୍ଗତା ଆଜି ବଞ୍ଚାଇବାରେ ସାହାଯ୍ୟ କରିଲା ରାହୁଲଙ୍କୁ | ଦୀର୍ଘ ସମୟ ପାଖା ପାଖି 100 ଘଣ୍ଟା ଧରି ସେହି 80 ଫୁଟର ଗାତ ଭିତରେ ପଶି ରହିଥିଲେ ରାହୁଲ, ଆଉ ରାହୁଲ ମଧ୍ୟ ପାଇଥିଲେ ଗାତ ଭିତରେ ବହୁତ କଷ୍ଟ କିନ୍ତୁ ଶେଷରେ ସେମାନଙ୍କର ଚେଷ୍ଟାରେ ଅନ୍ତ ଘଟିଲା ଓ ଟିମ ମଧ୍ୟ ରାହୁଲଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଲେ |

ତେବେ ଯାହା ଜଣା ପଡୁଛି ଡକ୍ଟର ଙ୍କ ନିର୍ଦେଶ ଅନୁସାରେ ଯୋଉ ପିଲାମାନେ ଜନ୍ମରୁ ବିକଳାଙ୍ଗ ବା ତାଙ୍କର ଗୋଟିଏ ବା କୌଣସି ଅଙ୍ଗ ଦୁର୍ବଳ ଥିବ ତାହେଲେ ତାଙ୍କର ଅନ୍ୟ ଅଙ୍ଗ ଗୁଡ଼ା ଖୁବ ସକ୍ରିୟ ରୁହେ ଓ ତାହା ସେମାନଙ୍କୁ ସନସ୍ଥ କାର୍ଯ୍ୟରେ ସାହାଯ୍ୟ କରେ , ଠିକ ସେହିପରି ରାହୁଲ ଜନ୍ମରୁ କହିବା ବା ଶୁଣିବା ଶକ୍ତି ଦୁର୍ବଳ ଥିବା ସହ ମାନସିକ ସ୍ତରରେ ବି ସେ ବହୁତ ଦୁର୍ବଳ ଥିଲେ , ତେଣୁ ତାଙ୍କର ସେହି ଦୁବଳତା ତାଙ୍କର ଜୀବନକୁ ରକ୍ଷା କରିବାରେ ସହାୟକ ହୋଇଛି, କିନ୍ତୁ ଡ଼କ୍ଟର କହିବା କଥା ଯଦି ରାହୁଲ ଜାଗାରେ ଆଉ କିଏ ଥାନ୍ତା ତେବେ ସୁଡ଼ଙ୍ଗ ଭିତରେ ଏତେ ସମୟ ତିଷ୍ଠି ରହିବା ଅସମ୍ଭବ ହୋଇଥାନ୍ତା |

ସତରେ ରାହୁଲଙ୍କ ଉପରେ ଭଗବାନଙ୍କ ବରଦାନ ଥିଲା , ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment