Pregnancy Tips – ବାରମ୍ବାର ଚେଷ୍ଟା ପରେ ବି ଗର୍ଭରେ ଛୁଆ ନ ରହିଲେ କରନ୍ତୁ ଏହି ଗୋଟିଏ ଉପାୟ ସବୁ ସମସ୍ୟାର ହେବ ସମାଧାନ ଗ୍ୟାରେଣ୍ଟି

0

ଏ ଜଗତ ବା ଏ ବିଶ୍ୱ ଭଗବାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ସେ ହିଁ ଜଣେ ବ୍ୟକ୍ତି ଯିଏକି ପ୍ରତ୍ୟେକ ମନୁଷ୍ୟକୁ ଭିନ୍ନ ଓ ନିଆରା ରୂପରେ ଗଢିତଳିଛନ୍ତି । ସମାଜର ନିତୀ ନିୟମକୁ ଯଦି ଆମେ ଦେଖିବୁ ତେବେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏକି ସମସ୍ତ ନିତୀ ନିୟମ ଦ୍ୱାରା ବନ୍ଧା ହୋଇଥାଏ । ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ସମାଜରେ ବସବାସ କରିବା ପାଇଁ କେତେକ ନିତୀ ନିୟମ ମାନି ଚଳିବାକୁ ପଡିଥାଏ । ଏହି ସବୁ ନିତୀ ନିୟମ ନମାନିବା ଦ୍ୱାରା ଆମକୁ ଆନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ।

ଆପଣ ମାନେ ଜାଣିଥିବେ କିଛି ବ୍ୟକ୍ତି ଟିକିଏ ସୁଖ ରେ ଜୀବନ ଯାପନ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି କିନ୍ତୁ ସେମାନଙ୍କୁ ସଫଳତା ମିଳିନଥାଏ । ଏହାର କାରଣ ହେଉଛି ସେମାନେ ଅଜାଣତରେ ହେଉ ପଛକେ ସମାଜରେ କେତେକ ରୀତିନୀତିକୁ ଜାଣିନାହାନ୍ତି ବା ଏମିତି କିଛି କାର୍ଯ୍ୟ କରୁଛନ୍ତି ଯେଉଁଥି ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଆଜି ଆମେ ଆପଣଙ୍କୁ କେତେକ ନୀତି ନିୟମ ବିଷୟରେ ଜଣେଇବୁ , ଯାହାକୁ ଗ୍ରହଣ କରିବା ଦ୍ୱାରା ଆପଣ ନିଜର ସମସ୍ତ ସମସ୍ୟାର ସମାଧାନର ରାସ୍ତା ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

1 . ଅପରିଷ୍କାର କପଡା :-

ଅନେକ ସମୟରେ କିଛି ଲୋକମାନେ ଅପରିଷ୍କାର ବା ମଇଳା କପଡା ପିନ୍ଧିଥାନ୍ତି , ସେମାନଙ୍କ ଠାରେ ପରିଷ୍କାର କରିବା ପାଇଁ ସମୟ ନଥାଏ । କିନ୍ତୁ ଆପଣ ମାନଙ୍କୁ କହି ରଖୁଛୁ କି ଯଦି ଆପଣ ଘର ତଥା ପରିବେଶ ବା ପିନ୍ଧିବା କୋପଡାକୁ ସଫା କରୁ ନାହାନ୍ତି , ତାହେଲେ ଆପଣ କେବେବି ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ ନାହିଁ । ତେଣୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ।

2 . ସନ୍ତୁଳା ଖାଦ୍ୟ ଗ୍ରହଣ କରନ୍ତୁ :-

ପୂର୍ବକାଳରେ ଲୋକମାନେ ସନ୍ତୁଳିତ ଖାଦ୍ୟ ସେବନ କରୁଥିଲେ କିନ୍ତୁ ବର୍ତ୍ତମାନ ର ଲୋକମାନେ ଅଧିକ ମସଲା ଯୁକ୍ତ ଖାଦ୍ୟ ସେବନ କରୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ଆପଣ ନିଜ ଖାଦ୍ୟ ସହ ସନ୍ତୁଳା ଖାଦ୍ୟ ସାମିଲ କରନ୍ତୁ ।

3 . ସମାଜର ନୀତିନିୟମ କୁ ଗ୍ରହଣ କରିବା :-

ଆମେ ବାସ କରୁଥିବା ସମାଜରେ କିଛି ନା କିଛି ନୀତିନିୟମ ରହିଥାଏ , ସେହି ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ଶୁଭ ହୋଇଥାଏ । ଆମ ଜୀବନର ସୁଖ ଶାନ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

4 . ଅଭ୍ୟାସକୁ ଗୁରୁତ୍ୱ ଦେବା :-

ବହୁ ଜ୍ଞାନୀ ବ୍ୟକ୍ତିଙ୍କ ମତ ଅନୁସାରେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ନିଜକୁ ଏକ ଅଭ୍ୟାସର ରଖିବାକୁ ହୋଇଥାଏ । ଯେକୌଣସି କାର୍ଯ୍ୟକୁ ନିୟମିତ କରିବା ବା ଏକ ନିର୍ଦ୍ଦିଷ୍ଟ ସମୟରେ କରିବା ଦ୍ୱାରା ଆମକୁ ସଫଳତା ପ୍ରାପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।