ଖଣ୍ଡଗିରି ବସ୍ ଟର୍ମିନାଲ ପାଲଟିଛି କିନ୍ନରଙ୍କ OYO, ବସ୍ ଭିତରେ ମାଳ ମାଳ କଣ୍ଡୋମ ସହ ପଡିଛି ଅନେକ… ଦେଖିଲେ ମୁଣ୍ଡ ବୁଲେଇ ଦେବ, ଦେଖନ୍ତୁ video

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ଆଜିକାଲି ପୁଅ ଝିଅ ମାନଙ୍କ ର ସେକ୍ସ କୁ ନେଇକି ଅଧିକ ଇନଟ୍ରେଷ୍ଟ ଦେଖିବାକୁ ମିଳୁଛି ଆଉ ଯେଉଁଠି ପାଇଁ ସେମାନେ ସବୁ ସ୍ଥାନକୁ ସେମାନଙ୍କର ବେଡରୁମ ବୋଲି ଭାବୁଛନ୍ତି | ଆଉ ଯେଉଁଥିପାଇଁ ବସ ଭିତରେ କରିବାକୁ ଲାଗିଛନ୍ତି ସେକ୍ସ ଭଳି କାମ | ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ରି ସାମ୍ନାକୁ ଆସିଛି | ଆଉ ଯେଉଁଠି କୁହାଯାଉଛି କି ଆଜିର ପୁଅ ଝିଅ ମାନେ କରୁଥିବା କାର୍ଯ୍ୟ ବିଷୟରେ, ଆଉ ଯେଉଁଠି ଦେହ ସୁଖ ପାଇଁ ବସ ଭିତରେ ମଧ୍ୟ ତାଙ୍କର କାର୍ଯ୍ୟ କୁ ଆରମ୍ଭ କରି ଦେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ନିକଟରେ | ଆଉ ଯେଉଁଠି କୁହାଯାଉଛି କି ଖଣ୍ଡଗିରି ନିକଟରେ ଥିବା ବସ ଟର୍ମୀନାଲ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା | ଆଉ ଯେଉଁଠି କୁହାଯାଉଛି ବସ ଷ୍ଟାଣ୍ଡ ହେଇଯାଇଥିଲା ସେମାନଙ୍କ ପାଇଁ ବେଡ଼ ରୁମ | ତେବେ ଖଣ୍ଡଗିରି ରୁ ଭୁବନେଶ୍ୱର ର ଏମ୍ସ ନିକଟକୁ ଯାଉଥିବା ରାସ୍ତାରେ ଦେଖିବାକୁ ମିଳିଥାଏ ଏହି ବସ ଟାର୍ମୀନାଲ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା 3 ଟି ବସ ଛିଡା ହୋଇଥିବାର | ଆଉ ସେହି 3 ଟି ବସ ର ନା ଚକାଡୋଳା ବୋଲି ମଧ୍ୟ କୁହାଯାଉଛି |

ତେବେ ଭଗବାନ ଙ୍କ ନାଁ ବସ ଭିତରେ ରହିଲେ କଣ ହେଲା ବସ ଭିତରେ ହେଉଛି ସେକ୍ସ ଭଳି କାମ | ଆଉ ଯେଉଁଠି କୁଜଯାଉଛି କି ବସ ଭିତରେ ରାତି ହେଲେ ପୂର୍ବରୁ କିନ୍ନର ମାନେ ଯାଇ ଦେହ ବ୍ୟବସାୟ କରୁଥିବେ | ଆଉ ଦେହ ବ୍ୟବସାୟ କରି ପ୍ରଚୁର ଟଙ୍କା ମଧ୍ୟ ରୋଜଗାର କରୁଥିଲେ | ତେବେ ବର୍ତ୍ତମାନ ଆମ ଯୁବ ପିଢ଼ି ମାନେ ମଧ୍ୟ ଏଥିରେ ଲିପ୍ତ ହୋଇ ଗଲେଣି | ଆଉ ଯାହା କୁହାଯାଉଛି କି ବସ କୁ ସେମାନେ ଭାବୁଛନ୍ତି ହୋଟେଲ ରୁମ ଆଉ oyo ବୋଲି ଭାବି କରିବାକୁ ଲାଗିଛନ୍ତି ବସ ଭିତରେ ଦେହ ସୁଖ ପାଇଁ କରାଯାଉଥିବା କାମ |

ଆଉ ଏଭଳି ଘଟଣା କୁ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ଆଜିର ଯୁବ ପିଢ଼ି ମାନେ ସମାଜ କୁ ଖାତିରି ନ କରି ନିଜ ର ଇଜ୍ଜତ ଆଉ ସଂମ୍ମାନ କୁ ଧ୍ୟାନ ନ ଦେଇ କରିବାକୁ ଲାଗିଛନ୍ତି ଏହିଭଳି କିଛି କାମ ଆଉ ଯାହା ଫଳରେ ଆମ ସମାଜ ଦିନକୁ ଦିନ ତଳକୁ ଯିବାକୁ ଲାଗିଛି ବୋଲି କୁହାଯାଉଛି | ଆଉ ବସ ମାଲିକ ମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା କଥା କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment