Bastu Shastra – ଶନିବାର ଦିନ ଏହି ଗଛର ଗୋଟିଏ ପତ୍ର କୁ ଚୁପଚାପ ପର୍ସ କିମ୍ବା ଆଲମାରୀ ରେ ରଖିଦିଅନ୍ତୁ ଧନର ଅଭାବ ରହିବ ନାହିଁ

0

ଆମେ ଆଜି ଏମିତି ଗୋଟିଏ ପତ୍ର ବିଷୟରେ ଜାଣିବା l ସେହି ଗଛର ପତ୍ରକୁ ଆଣି ଆମ ଘରେ ରଖିଲେ ଆମ ଘରେ ମାତା ଲଷ୍ମୀଙ୍କର ଆଗମନ ହୋଇ ଥାଏ l ଯାହା ଦ୍ୱାରା କି ଆମ ଘରେ ଆଉ ଧନର ଅଭାବ ହୋଇ ନଥାଏ l ଆମ ଘରେ ସୁଖ ଶାନ୍ତି, ସମସ୍ୟା ଓ ଅଶୁଭ ଦୃଷ୍ଟି ମଧ୍ୟ ଚାଲି ଯାଇ ଥାଏ l ଏହି ଗଛର ପତ୍ରକୁ ଆମ ଘରେ ରଖିଲେ ଆମ ଘରେ କେବଳ ଧନର ବର୍ଷା ହୋଇ ଥାଏ l

ବାସ୍ତୁ ଶାସ୍ତ୍ର ଅନୁସାରେ ଶନିବାରକୁ ଶନି ଦେବଙ୍କ ବାର ବୋଲି କୁହା ଯାଇଥାଏ l ଶନି ଦେବଙ୍କୁ ପୂଜା କଲେ ଆମର ଶନି ଗ୍ରହ ଶାନ୍ତ ରହେ ଓ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ l

ଯଦି ଆପଣ ଶନିବାର ଦିନ ଅଶ୍ୱତ୍ଥ ଗଛର ପତ୍ର ଆଣି ଆପଣଙ୍କ ପର୍ସ କିମ୍ବା ଆଲମାରୀରେ ରଖି ଦିଅନ୍ତୁ l ଏହା କରିବା ଦ୍ୱାରା ଆମ ଘରେ ଧନର ଅଭାବ ହୋଇ ନଥାଏ l ଏହି ଗଛର ପତ୍ରରେ ଶ୍ରୀ ଲେଖି ଆମେ ଆମ ପାର୍ସରେ ଓ ଆଲମାରୀରେ ରଖନ୍ତୁ l ଏହି ବାସ୍ତୁ ଶାସ୍ତ୍ରରେ ଲେଖା ଯାଇ ଥିବା ନିୟମାବଳୀଙ୍କୁ ସବୁ ଦିନ ବ୍ୟବହାର କରୁ ଥିବା ଜୀବନର ଲଗାଇବା ତେବେ ଆମର କୌଣସି ଜିନିଷରେ ଅଭାବ ରହିବ ନାହିଁ l

ଆମ ଘର ଏବଂ ପରିବାରକୁ ସବୁ ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରଖି ଥାଏ l ଯଦି ଯେ କୌଣସି ମଣିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ଘରକୁ ସେହି ଜିନିଷ ଗୁଡିକୁ ଆଣି ନ ଥାଏ ତେବେ ସେ ଏହି ନିୟମକୁ ଉଲଂଘନ କରେ ସେ ତାର ଜୀବନରେ ବହୁତ ଦୁଃଖ କଷ୍ଟ ସହି ଥାନ୍ତି l ସେହି ଘରେ ଦରିଦ୍ର୍ୟତା ବଢ଼ି ଯାଏ l ସବୁ ଧାର କରଜ ଦୂର ହେବ l ସମସ୍ତଙ୍କର ମନସ୍କାମନା ଦୂର ହୋଇ ଯିବ l

ଆମର ଘରେ ଅଶାନ୍ତି ମଧ୍ୟ ଦୂର ହୋଇ ଥାଏ l ସବୁ କାର୍ଯ୍ୟରେ ସଫଳ ହୋଇ ଥାନ୍ତି l ଚାକିରୀ ହେବାର ମଧ୍ୟ ସମ୍ଭାବନା ରହିଛି l ଯଦି ଆପଣ କୌଣସି ଜାଗାରେ ଚାକିରୀ କରୁଛନ୍ତି ତେବେ ଆପଣଙ୍କର ଦରମା ବଢ଼ି ପରେ ଓ ଚାକିରୀରେ ପ୍ରମୋସନ ହୋଇ ପାରେ l ଏପରି କଲେ ପରିବାରରେ ସମସ୍ତଙ୍କ ଦୁଃଖ କଷ୍ଟ ଶେଷ ହୋଇ ଯାଇ ଥାଏ l

ନୂଆ କାର୍ଯ୍ୟ କରିବାରେ ସହ ଯୋଗ ମିଳି ଯାଇ ଥାଏ l ଆମର ଧନରେ ଅଭାବ ରହିବ ନାହିଁ l ଆମେ ଏହି ଗଛର ପତ୍ରକୁ ଆଣି ରଖିଲେ ଆମର ଏହି ସବୁ ଲାଭ ହୋଇ ଥାଏ l ଏହା କଲେ ମଧ୍ୟ ଘରେ ଅନେକ ସମସ୍ୟାରୁ ବାହାରି ଆସିଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।