Bastu Tips – ରାତିରେ ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇବା ଦ୍ଵାରା କ’ଣ ଲାଭ ହୋଇଥାଏ, ଜାଣିଲେ ବିଶ୍ଵାସ ହେବନି

0

ତୁଳସୀ ଗଛ ଏବଂ ତାର ପତ୍ରର ବହୁତ ମହତ୍ତ୍ୱ ରହିଛି l ଆୟୁର୍ବେଦରେ ମଧ୍ୟ ଏହି ତୁଳସୀ ପତ୍ରକୁ ମିଶାଇ ଔଷଧ ପ୍ରସ୍ତୁତ କରା ଯାଉଛି l ତୁଳସୀ ଗଛ ଏକ ପ୍ରକାରର ଜୀବନ ପ୍ରଦାନ କାରୀ ଗଛ ଅଟେ l ବିଜ୍ଞାନ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଛୋଟ ହେଲେ ମଧ୍ୟ ସେ ଅଧିକ ମାତ୍ରାରେ ଅମ୍ଳଜାନ ପ୍ରଦାନ କରି ଥାଏ l

ତୁଳସୀ ବୃକ୍ଷ ମଧ୍ୟ ଘର ସାମ୍ନାରେ ରଖିଲେ ଘରୁ କୌଣସି କାମରେ ବାହାରକୁ ଗଲାବେଳେ ଆମର ଶୁଭ ହୋଇ ଥାଏ l ଆମେ ଯଦି ତୁଳସୀ ପତ୍ରକୁ ରାତିରେ ଶୋଇଲା ବେଳେ ଯଦି ଆମ ତକିଆ ତଳେ ରଖି ଶୋଇବା ତାହେଲେ ଆମର ବହୁତ ଶୁଭ ହୋଇଥାଏ l

ତୁଳସୀ ବୃକ୍ଷକୁ ଆମେ ବୃନ୍ଦାବତୀ ଦେବୀ ବୋଲି ମାନି ଥାଉ l ତୁଳସୀ ଗଛକୁ ଆମ ହିନ୍ଦୁ ଧର୍ମରେ ପୂଜା କରି ଥାନ୍ତି l ତୁଳସୀ ଗଛକୁ ଆମେ ପ୍ରତି ଦିନ ଜଳ ଅର୍ପଣ କରି ଥାନ୍ତି l ମହିଳାମାନେ ଗାଧେଇ ସାରି ପୂଜାସାରି ଆମେ ତୁଳସୀ ଗଛକୁ ପୂଜା କରି ନିଜର ପ୍ରାର୍ଥନା ଜଣାଇ ଥାଉ l ସାଧାରଣତଃ ତୁଳସୀ ପତ୍ରକୁ ଆମେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଭରି ରହିଛି l

ଆମକୁ ଥଣ୍ଡା ହୋଇ ଥିଲେ ଆମେ ତୁଳସୀ ପତ୍ର ରସକୁ ତା ସହିତ ମହୁ ମିଶାଇ ପିଇଲେ ଆମର ଥଣ୍ଡା ବହୁତ ଶୀଘ୍ର ଭଲ ହୋଇ ଯାଇଥାଏ l ଏହା ଡାକ୍ତରଙ୍କ ଔଷଧ ଠାରୁ ଅଧିକ କାର୍ଯ୍ୟ କରି ହୋଇଥାଏ l ଏହି ତୁଳସୀ ପତ୍ରକୁ ପୁରୁଷ ମାନେ ସେବନ କଲେ ପୁରୁଷମାନଙ୍କର ସମସ୍ୟା ଦୂର ହୋଇଥାଏ l

ଯଦି କୌଣସି ଲୋକକୁ କ୍ୟାନ୍ସର ଓ ଏଡ଼ସ ଭଳି ରୋଗ ହୋଇଥାଏ l ତାହେଲେ ସେ ଯଦି ମନରେ ବିଶ୍ୱାସ ରଖି ଜୁହାର ହୋଇ ଏହି ପତ୍ରକୁ ସେବନ କରେ ତାହେଲେ ତାର ରୋଗ ଭଲ ହୋଇ ଯାଇଥାଏ l ଏହିପରି ଅସାଧ୍ୟ ରୋଗରୁ ମଧ୍ୟ ଆମକୁ ଦୂରେଇ ରଖି ଥାଏ l ଯଦି ଆମେ ଏହି ପତ୍ରକୁ ତକିଆ ତଳେ ରଖି ରାତିରେ ଶୋଇବା ତାହେଲେ ଆମର ବହୁତ ଶୁଭ ଫଳ ମିଳିଥାଏ l

ଆପଣ ପ୍ରତି ଦିନ ଶୋଇଲାବେଳେ ଚାରାଟି ପତ୍ରକୁ ତକିଆ ତଳେ ରଖି ଶୋଇବାକୁ ପଡିବ l ଏହି ପତ୍ର ମଧ୍ୟରୁ ସକାଳୁ ଉଠି ଦୁଇଟି ପତ୍ରକୁ ଖାଇଲେ ଦୁସ୍ବପ୍ନ ଆଉ ଆସିବା ନାହିଁ l ଖରାପ ସ୍ବପ୍ନ ମଧ୍ୟ ଦୂରେଇ ଯିବ l ଯଦି ଆପଣ ତୁଳସୀ ପତ୍ରର ଚେରକୁ ଆଣି ତାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇ ତାକୁ ଗୋଟିଏ ହଳଦିଆ କପଡ଼ାରେ ଗୁଡ଼ାଏ ତାକୁ ପୂଜା କଲେ, ଆମର ଧନରେ କୌଣସି ଅଭାବ ମଧ୍ୟ ରହିବ ନାହିଁ l

ଯଦି ଆମେ ତୁଳସୀ ମାଳିକୁ ଆମେ ଗଳାରେ ଧାରଣ କରିଥାଉ ଆମକୁ କୁଦୃଷ୍ଟିର ପ୍ରଭାବ ପଡିବ ନାହିଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।