ଦେଖନ୍ତୁ ଭିଡିଓ – ବାଥରୁମ ରେ ଡ୍ରେସ ଚେଞ୍ଜ କରିବା ସମୟରେ Mms ବନେଇ ନିଜ ଭିଡିଓ ନିଜେ ଭାଇରାଲ କରିଲେ ଏହି ଯୁବତୀ ପରେ ହେଲା ଏଭଳି ସ୍ୱପ୍ନରେ ବି ଭାବି ନଥିବେ…

0

ନାରୀ, ଯାହାକୁ ସମାଜରେ ଦେବୀ ଭାବରେ ପୂଜା କରିଥାଏ। ପ୍ରକୃତରେ ସେ ସମ୍ମାନର ଯୋଗ୍ୟା। କେତେବେଳେ ସେ ସ୍ତ୍ରୀ ହୋଇ ସ୍ୱାମୀର ସବୁକଥା ବୁଝିଥାଏ ତ ପୁଣି କେତେବେଳେ ବୋହୁ ହୋଇ ଶାଶୁ ଶଶୁରଙ୍କ ଯତ୍ନ ମଧ୍ୟ ନେଇଥାଏ।ଆଉ ପୁଣି ମାଆ ହୋଇ ପିଲା ଛୁଆ ମାନଙ୍କର ସବୁ ଅଳି ଅଝଟ କୁ ସହି ସେମାନଙ୍କୁ ଛୋଟରୁ ବଡ଼ କରିଥାଏ। ପୁଣି କେତେବେଳେ ସେ ଭଉଣୀ ହୋଇ ଭାଇର ଦୀର୍ଘାୟୁ କାମନା କରିଥାଏ।ଆଉ କେତେବେଳେ ଝିଅ ହୋଇ ବାପା ମାଆଙ୍କ ସ୍ନେହର ପାତ୍ରି ହୋଇଥାଏ ଓ ସେମାନଙ୍କୁ କନ୍ୟାଦାନ ଭଳି ପୁଣ୍ୟ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେଇଥାଏ।

ତେବେ ଏହି ନାରୀ ଯିଏକି ସମାଜରେ ଏକ ବିଶେଷ ସମ୍ମାନ ର ଅଧିକାରୀ ଅଟେ। ଯାହାର ସ୍ଥାନ ଏତେ ଉଚ୍ଚ।ସେହି ନାରୀ ବା ମହିଳା ମାନେ ଆଜିର ସମାଜରେ ଅବହେଳିତ, ନିଷ୍ପେସିତ ଏବଂ ଅତ୍ୟାଚାରିତ, ଲୁଣ୍ଠିତ ହେବା ବାସ୍ତବରେ ଏକ ନିନ୍ଦନୀୟ ଘଟଣା। ଏହାଠାରୁ ଆଉ ବଡ ଲଜ୍ୟା ଆଉ ସମାଜ ପାଇଁ କିଛି ନାହିଁ କହିଲେ ଚଳେ।ଯେଉଁ ବ୍ୟକ୍ତି ନାରୀ ଜାତିକୁ ସମ୍ମାନ ଦେଇ ପାରେନା ସେହି ବ୍ୟକ୍ତି ମଣିଷ ହିସାବରେ ମଧ୍ୟ ପରିଗଣିତ ନୁହଁ। ତେବେ ତଥାପି ଏମିତି ବହୁତ୍ ବ୍ୟକ୍ତି ରହିଛନ୍ତି ଯେଉଁମାନେ ନାରୀ ମାନଙ୍କ ମାନ ସମ୍ମାନ, ଇଜ୍ଜତ କୁ ବାହାରେ ପକାଇଥାନ୍ତି ସେମାନଙ୍କୁ ଦୁନିଆ ଆଖିରେ ଲଜ୍ଜିତ ଏବଂ ଅପମାନିତ କରିଥାନ୍ତି।

ସେହି ଭଳି ଘଟଣା ର କୌଣସି କମି ନାହିଁ ଆଜିର ଦୁନିଆରେ। ଝିଅଙ୍କୁ ଆଡ ଆଖିରେ ଦେଖିବା। ତାଙ୍କର ସୁନ୍ଦରତା କୁ ପ୍ରଶଂସା ନକରି ତା ପ୍ରତି ଆକୃଷ୍ଟ ହୋଇ ଖରାପ୍ ଉପାୟରେ ତାକୁ ଉପଭୋଗ କରିବାକୁ ଚେଷ୍ଟା କରିବା। ବ୍ଲାକ ମେଲ୍ କରିବା। ଶାରିରୀକ ଶୋଷଣ କରିବା ଆଦି ଲଜ୍ୟା କର କାର୍ଯ୍ୟ ଅନେକ ମାତ୍ରାରେ ଘଟୁ ଥିବାର ଦେଖା ଯାଉଛି। ସେହିପରି ଏବେ ଏକ ଘଟଣା ଘଟିଚି ଯାହା ଜଣେ ଯୁବତୀଙ୍କୁ ସମାଜରେ ଲଜ୍ଜୀତ କରିଛି।ସେ ବାହାରକୁ ଯାଇଥିବା ସମୟରେ ଯେତେବେଳେ ପବ୍ଲିକ ବାଥରୁମ୍ ବ୍ୟବହାର କରିଛନ୍ତି। ସେତେବେଳେ ସେ ସେଠାରେ ତାଙ୍କର ପୋଷାକ ଖୋଲି ନିଜର ବ୍ୟକ୍ତିଗତ କାର୍ଯ୍ୟ କରିଛନ୍ତି।

ଏହି ସମୟରେ ସେହି ବାଥରୁମ୍ ଭିତରେ ଥିବା ଆଇନା ରେ ଏକ ସ୍ଥାନରେ ବାହାରକୁ ନଦେଖା ଯିବା ଭଳି ଏକ ଛୋଟ କ୍ୟାମେରା କୁ ସେଟ କରାଯାଇଥିବା ବେଳେ ସେହି କ୍ୟାମେରା ରେ ତାଙ୍କର ବାଥରୁମ୍ ଭିତରର ସମସ୍ତ କାର୍ଯ୍ୟ ରେକର୍ଡ ହୋଇ ଯାଇଛି।ଆଉ ଏହାକୁ MMS କରି କିଛି ଅସାଧୁ ବ୍ୟକ୍ତି ଅର୍ଥ ଉପାର୍ଜନ କରିବା ପାଇଁ ଇଣ୍ଟରନେଟ ରେ ଛାଡି ଦେଇଛନ୍ତି।

ଏହା ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ସେୟାର ହେବା ପରେ ଯୁବତୀ ଜଣଙ୍କ ଏହାକୁ ଦେଖାଇ ସମସ୍ତଙ୍କୁ ସଚେତନ କରାଇଛନ୍ତି। ସମାଜକୁ ଏବଂ ସମସ୍ତ ଝିଅଙ୍କୁ ଏକ ବାର୍ତ୍ତା ଦେବା ପାଇଁ ସେ ଏଭଳି କରିଛନ୍ତି। ତେବେ ଆପଣ ବି ଚେଞ୍ଜିଂ ରୁମ୍ କିମ୍ବା ପବ୍ଲିକ ବାଥରୁମ୍ ବ୍ୟବହାର କଲାବେଳେ ନିହାତି ସଚେତନ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।