ବୋଉଲୋ ବାପା ଆମକୁ ଠକି ପର କରିଥିଲେ ! ଶେଷରେ ତୁ ବି ନୂଆ ବାପାକୁ ପାଇ ଆମକୁ ଠକି ଦେଲୁ… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ଦେଖିଲେ ହୁଏତ ଆପଣଙ୍କ ହୃଦୟ ଥରି ଉଠିବ | ହଁ ଆଜ୍ଞା ଘଟଣା କିଛି ଏମିତି ରହିଛି ଯାହା ଆପଣଙ୍କୁ ଚକିତ କରିବ | କୁହାଯାଏ ଦୁନିଆରେ ସବୁଠାରୁ ଅଧିକ ଭଲ ପାଇବା ମା ଙ୍କ ଠାରୁ ମିଳିଥାଏ | ସେଥିପାଇଁ ମା ର ଭଲ ପାଇବାକୁ ଦୁନିଆର ନି ସ୍ୱାର୍ଥପର ଭଲ ପାଇବା କୁହାଯାଏ | ଏହି ମା ର ମମତା ରେ ଏତେ ସ୍ନେହ ଶ୍ରଦ୍ଧା ରହିଥାଏ ଯେ ତାହା ସିଏ ଜାଣିଛି ଯାହା ପାଖରେ ମା ର ଭଲ ପାଇବା ରହିଛି | ଆଉ ଦୁଇ କଅଳା ପିଲାଙ୍କୁ ଅନାଥ କରିକି ଫେରାଲ ହେଇ ଯାଇଛନ୍ତି ମାଅ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ନଜର ପକାଇବା |

ତେବେ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ କଅଁଳ ପିଲା ଙ୍କୁ ଛାଡି ତା ମା ” କୁଆଡେ ଅନ୍ୟ କାହା ସହିତ ଫେରାର ହେଇଯାଇଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଏକ ରେଲୱେ ଷ୍ଟେସନ ରେ ଦୁଇ ଜଣ କଅଁଳ, କମଳମୋତି ପିଲା ଏକା ଭୁକ ଉପବାସ ରେ ବସିରହିଛି | ଆଉ ମନେ ମନେ ତା ମା ର ଫେରିବା ବାଟକୁ ଚାହିଁବସିଛି | ହେଲେ ସେ ଜାଣିନାହିଁ ଯେ ତା ମା ଆଉ ଫେରିବ ନାହିଁ | ପିଲାଟି ଦିନରୁ ବାପାର ପରିଚୟ ପାଇ ନଥିବା ଏହି ଦୁଇ କୁନି କମଳ ମୋତି ପିଲା, ଆଜି ମା’ ର ପରିଚୟ ବି ହରାଇବସିଛ |

ତେବେ ଯାହା କୁହାଯାଇଛି କି କିଏ ଭୁଲ କରିଥିଲା ଏହି ଦୁଇ କୁନି ବାଳକ ଯାହାର ପରିଣାମ ଆଜି ଏହି ବୟସ ରେ ସେମାନଙ୍କୁ ମିଳୁଛି | ଆଉ ଯାହା କୁହାଯାଉଛି କି ଜନ୍ମ ହେଲା ଦିନୁ ବାପା ର ପରିଚୟ ପାଇନଥିବା ଏହି ପିଲାଙ୍କୁ ଏ ସମାଜ ଜରାଜ ସନ୍ତାନ କହୁଥିବା ବେଳେ | ସେମାନେ ମା’ର ସେନ୍ହ ଓ ଭଲ ପାଇବା ଓ ପରିଚୟ ପାଇ ଏ ସମାଜରେ ରହିବାକୁ ଚାହୁଁଥିଲା |ହେଲେ କିଏ ଜାଣିଥିଲା ଏ ନିସ୍ଵାର୍ଥ ପର ଦୁନିଆରେ ଭଗବାନ ମଧ୍ୟ ଏ ପିଲାଙ୍କ ପାଇଁ ନିଷ୍ଠୁର ହେଇଯାଇଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଯେ ଦୁଇଜଣ କମଳ ମୋତି ପିଲାଙ୍କୁ ତା ମା ରେଲୱେ ଷ୍ଟେସନ ରେ ଛାଡି ଦେଇ ଅନ୍ୟ ଏକ ଯୁବକ ଙ୍କ ସହିତ ଫେରାର ହେଇଯାଇଛି ବୋଲି କୁହାଯାଇଛି | ଆଉ ମା ଙ୍କର ମାୟା ମମତା କୁ ଭୁଲି ଏହିଭଳି ଭାବରେ ଛାଡିକି ପଳେଇଯିବ ଅତ୍ୟନ୍ତ ଦୁଃଖର କଥା ବୋଲି କୁହାଯାଉଛି |ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment