କୋଟିପତି ରସିଦ ବୟସ କମ ହେଲେ ରାଜାପରି ବଞ୍ଚନ୍ତି ,ତାଙ୍କୁ ଭେଟିବାକୁ ଆସନ୍ତି ସଲମାନ, ଶାହରୁଖ… ଏହି ବାଳକ ବିଷୟରେ ଜାଣିଲେ ହୋସ ଉଡିଯିବ…

0

ସମୟ ଏମିତି ବେଳେ ବେଳେ ଆସିଥାଏ ତାହା କେହି ଜାଣି ପାରନ୍ତି ନାହିଁ। କିଛି ସମୟ ଏମିତି ରହି ଥାଏ ତାହା ଅତି ଚମତ୍କାର ହୋଇଥାଏ। ଏହିଭଳି ଘଟଣା ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯେଉଁଠି ଜଣେ ଛୋଟ ବାଳକ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛନ୍ତି ଯାହା ବିଷୟରେ ଯିଏ ବି ଜାଣିଛନ୍ତି ସେ ମୁଣ୍ଡରେ ହାତ ଦେଉଛନ୍ତି। ସେ ଏବେ ସେଲିବ୍ରେଟି ପାଲଟି ଯାଇଛନ୍ତି ଏବଂ ତାଙ୍କ ସହିତ ବଡ଼ ବଡ଼ ସେଲିବ୍ରେଟି ମାନେ ଯାଇକି ଫଟୋ ଉଠାଇ ଥାଆନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ।

ବେଳେବେଳ ଏମିତି ଘଟଣା ସମସ୍ତଙ୍କୁ ଚମକେଇ ଦେଇ ଥାଏ ତ ଆଉ କିଛି ଡରେଇ ଦେଇଥାଏ। ସେହିପରି ଏମିତି ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହାକୁ ଯିଏ ବି ଦେଖୁଛି ବାଃ ବାଃ କହୁଛନ୍ତି। ଏଠାରେ ଜଣେ ଛୋଟ ବାଳକ ଟି ସେ ଏବେ କୋଟିପତି ହୋଇ ଯାଇଛନ୍ତି। ସେ ଏବେ ପ୍ରେରଣା ଦେଇଛନ୍ତି ସମାଜକୁ ଆଉ ସେ ଏବେ ସେଲିବ୍ରେଟି ପାଲଟି ଯାଇଛନ୍ତି। ଆଉ ସେ ଦୁବାଇ ର ବାଳକ ଏବେ ସେ ଚର୍ଚ୍ଚାରେ ଅଛନ୍ତି ସେ ଏବେ ରାଜକୀୟ ଷ୍ଟାଇଲ ରେ ଘରେ ରହୁଛନ୍ତି ଯାହା ପାଇଁ ତାଙ୍କ ସହିତ ମଧ୍ୟ ବଡ଼ ବଡ଼ ଫିଲ୍ମ ଷ୍ଟାର ଦେଖା କରିବାକୁ ଯାଇ ଥାଆନ୍ତି ଆଉ ଫଟୋ ଉଠାଇ ଥାଆନ୍ତି। ଏହାରି ଭିତରେ ବଲିଉଡର ସଲମାନ ଖାଁ ଓ ସାରୁ ଖାଁ ପ୍ରଭୃତି ଫଟୋ ଉଠାଇ ଥାଆନ୍ତି।

ତାଙ୍କର ଏହି ଭଳି ଜୀବନ ଶୈଳୀ ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଏହି ସମୟରେ ଏତେ କମ ବୟସରେ ଧନୀ ଭଳି ରହିବା ଆଉ ନିଜ ପାଖରେ ବାଘ କୁ ପୋଷିବା ବହୁତ ସହଜ ନୁହେଁ। କଥାରେ ଅଛି ଯାହା ପାଖରେ ପଇସା ଥାଏ ବାଘ କ୍ଷୀର ବି ପିଇବାକୁ ମିଳି ଥାଏ ତେବେ ଏଠାରେ ସେହି ବାଳକ ମଧ୍ୟ ସେହିଭଳି ବାଘ କୁ ରଖିକି ତାର ସାଙ୍ଗରେ ବୁଲୁଅଛି। ଆଉ ଏମିତି କୋଟିପତି ହେବାକୁ କେହି କେହି ସଂଘର୍ଷ କରି ଏତେ ଉପରକୁ ଉଠି ଥିବା ବେଳେ ଆଉ କେହି ଜନ୍ମ ରୁ ମଧ୍ୟ ଧନିଶାଳୀ ହୋଇ ଥାଆନ୍ତି। ଆଉ ଏଠାରେ ସେହି ବାଳକ ମଧ୍ୟ ଜନ୍ମରୁ ସେହିଭଳି ରାଜକୀୟ ଢଙ୍ଗୀରେ ଜୀବନଯାପନ କରୁଅଛି।

ସେହି ପିଲାର ନାଁ ରସିଦ ବେଲେହାସ ଆଉ ସେ 5 ଜାନୁୟାରୀ 2002 ଜନ୍ମ ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ସେ ଗୋଟିଏ ୟୁ ଟ୍ୟୁବ ଚ୍ୟାନେଲ ବନେଇ ଥିଲେ ହେଲେ ଦିନେ ଏମିତି ଭାଇରଲ ହୋଇଗଲେ ଯେ ଏବେ ତାଙ୍କର 5 ମିଲିୟନ ସାଵସ୍କ୍ରୀବ କରିଛନ୍ତି ଯାହା ଏବେ ଚର୍ଚ୍ଚାରେ। ସତ କହିବାକୁ ଗଲେ ତାଙ୍କର ବାପା ଜଣେ ବିଜନେସ ମ୍ୟାନ ବା ଧନୀ ବ୍ୟକ୍ତି ଥିଲେ। ଯାହା ପାଇଁ ସେ ଏତେ ଧନୀ ସମ୍ପତ୍ତି ର ମାଲିକ ମଧ୍ୟ ହୋଇ ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।