ନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁପର ଯୋଡିଙ୍କ ସୁନ୍ଦର ଗୀତ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ |ଆପଣ ପ୍ରିୟ ଆଲବମ କଳାକାର ରୂପା ପିଣ୍ଟୁଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚିତ ତାଙ୍କର ଅନେକ ଭିଡିଓ ଆଗରୁ ଦେଖିଥିବେ ହେଲେ ଆଜି ତାଙ୍କର ଏକ ସୁନ୍ଦର ଗୀତ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି |ତାଙ୍କର ଏହି ସୁନ୍ଦର ଗୀତଟି ବହୁତ ସୁନ୍ଦର ମଧ୍ୟ ହୋଇଛି ତେବେ ଆସନ୍ତୁ ଦର୍ଶକ ବନ୍ଧୁ ରୂପା ପିଣ୍ଟୁଙ୍କ ଏହି ନୂଆ ସୁଟିଂ ହୋଇଥିବା ଆଲବମ ସଙ୍ଗ ବିଷୟରେ ସମ୍ପୂଣ କଥା ଜାଣିବା |
ଆପଣଙ୍କ ମନରେ ଆଗରୁ ଘର କରି ରହିଥିବା ରୂପା ପିଣ୍ଟୁ ଆଜି ତାଙ୍କର ସୁନ୍ଦର ଅଭିନୟ ପାଇଁ ସାରା ଓଡିଶାରେ ବେଶ ପରିଚିତ ହୋଇ ଗଲେଣି, ଆଗରୁ ଆପଣ ରୂପା ପିଣ୍ଟୁଙ୍କ ଅନେକ ସୁନ୍ଦର ସୁନ୍ଦର ଗୀତର ଭିଡିଓ ଆପଣ ଦେଖିଥିବେ |ସେହି ସୁନ୍ଦର ଗୀତରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ମନ କିଣି ପାରିଛନ୍ତି, ତାହା ସହିତ ରୂପା ପିଣ୍ଟୁଙ୍କ ସୁନ୍ଦର ସୁନ୍ଦର ସର୍ଟ ଭିଡିଓ ମଧ୍ୟ ଦର୍ଶକ ବହୁତ ମାତ୍ରାରେ ଦେଖନ୍ତି |ପିଣ୍ଟୁ ତାଙ୍କର ବ୍ଲଗ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କୁ ନିଜର ଦୈନନ୍ଦିନ ଜୀବନ ବିଷୟରେ ମଧ୍ୟ ଜଣାଇ ଦିଅନ୍ତି |
ପିଣ୍ଟୁଙ୍କ ବ୍ଲଗ ଭିଡିଓ ଦେଖିବା ପାଇଁ ଏବଂ ତାଙ୍କ ବିଷୟରେ ଓ ତାଙ୍କ ପରିବାର ଲୋକ ବିଷୟରେ ମଧ୍ୟ ସମସ୍ତେ ବହୁତ କିଛି ଜାଣିଥିବେ ଯାହାକି ପିଣ୍ଟୁ ନିଜେ ନିଜର ବ୍ଲଗ ଚେନାଲ ମାଧ୍ୟମରେ ଦର୍ଶକ ମାନଙ୍କୁ ଜଣାଇ ତାଙ୍କର ବହୁତ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି |ରୂପା ପିଣ୍ଟୁଙ୍କ ଆଗରୁ ଭାଇରାଲ ହୋଇଥିବା ଆଲବମ ସଙ୍ଗ ମାନଙ୍କ ମଧ୍ୟରୁ ଆଜି ଯେଉଁ ନୂଆ ସୁଟିଂ ହୋଇଥିବା ଗୀତ ଭାଇରାଲ ହେଉଛି ତାହା ସମସ୍ତଙ୍କ ଠାରୁ ବହୁତ ସୁନ୍ଦର ହୋଇଛି |ରୂପା ପିଣ୍ଟୁଙ୍କ ଏହି ଗୀତ ସୁପରହିଟ ହବାର ମଧ୍ୟ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି |
ଆଜି ଯେଉଁ ଗୀତଟି ରିଲିଜ ହୋଇଛି ତାହାର ଟାଇଟେଲ ତାହାର ନାଁ ରହିଛି “ବଧୂବେଶ ” |ଏହି ସୁନ୍ଦର ଗୀତରେ ସ୍ୱର ଦେଇଛନ୍ତି ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ହୁମାନ ସାଗର ଓ ନିବେଦିତା, ତାଙ୍କର ସୁନ୍ଦର ସ୍ୱର ସହିତ ଗୀତରେ ଅଭିନୟ କରୁଥିବା ଆପଣଙ୍କ ପ୍ରିୟ ରୂପା ଓ ପିଣ୍ଟୁ ପାଇଁ ମଧ୍ୟ ଗୀତଟି ବହୁତ ସୁନ୍ଦର ହୋଇଛି |
ଆଜିର ଏହି ଭେଲେଟାଇନ ଡେ ପାଇଁ ରୂପା ପିଣ୍ଟୁଙ୍କ ଏହି ନୂଆ ଆଲବମ ସଙ୍ଗଟି ଦର୍ଶକ ମାନଙ୍କ ମନକୁ ନିଶ୍ଚିତ ଛୁଇଁବ|ରୂପା ପିଣ୍ଟୁ ଏହି ସୁନ୍ଦର ଆଲବମ ସଙ୍ଗଟି ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।