ବେଦିରେ ବାହାଘର ଚାଲିଥିଲା ବର ଆଗରେ କନିଆଁକୁ ସିନ୍ଦୁର ଦେଇଦେଲା ପ୍ରେମିକ, ତା’ପରେ କଣ ହେଲା… ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଆପଣ ମାନଙ୍କୁ ପୁରା ଆଶ୍ଚର୍ଯ୍ୟ କରିଦେବ |ଆପଣ ମାନେ ଆଗରୁ କେବେ ଏପରି ଘଟଣା ଶୁଣି ନ ଥିବେ | ଆଜି କାଲି ତ ଭଲ ପାଇବା କଥା ଗୋଟେ ସାଧାରଣ ଘଟଣା ହୋଇଗଲାଣି | ଆଉ ଅନେକ ସମୟରେ ଆମେ ଦେଖିଛୁ କି ପ୍ରେମିକ ମାନେ ପ୍ରେମିକା ଙ୍କୁ ଉଠେଇ ନେଇ ଯାଇଥାନ୍ତି ଓ ବିବାହ ମଧ୍ୟ କରିଥାନ୍ତି | କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି ଯୋଉଥିରେ ପ୍ରେମିକ ଜଣଙ୍କ ଆସି କନିଆଁ ବେଶରେ ଥିବା ପ୍ରେମିକା ଙ୍କୁ ମୁଣ୍ଡରେ ବାହାଘର ବେଦିରେ ଲଗେଇଥିଲେ ସିନ୍ଦୁର | ଆଉ ତାହା ପରେ କଣ ଘଟିଥିଲା ସେହି ଘଟଣା ସ୍ଥଳରେ ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଘଟଣାଟି ଘଟିଛି ବିହାର ର ନାଳନ୍ଦା ରେ , ଆଉ ଯୋଉଠି ବାହାଘର ବେଳେ ଷ୍ଟେଜ ଉପରେ ବର ଆଉ କନିଆଁ ଦୁଇ ଜଣ ବାହା ହେବା ପାଇଁ ପୁରା ପୁରୀ ପ୍ରସ୍ତୁତ ଥିଲେ | ଆଉ ବାହା ହେବା ପାଇଁ ସବୁ ପ୍ରକାରର ଆୟୋଜନ ମଧ୍ୟ ସାରିଥିଲା , ତାପରେ ବର ମଧ୍ୟ କନିଆଁ ଘରେ ଆସିକି ଉପସ୍ଥିତ ହୋଇଥିଲେ | ଆଉ ପହଂଚିବା ପରେ ବର କନିଆଁ ମୁଣ୍ଡରେ ବରଣ ମାଳ ପିନ୍ଧେଇ ଦେଇଥିଲେ , ଆଉ କନିଆଁ ମଧ୍ୟ ବର କୁ ପିନ୍ଧେଇଥିଲେ ବରଣ ମାଳ | ମାତ୍ର ସେହି ସମୟରେ ଘଟିଥିଲା କିଛି ଏପରି ଘଟଣା ଯାହାକୁ ଦେଖିକି ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ |

ହଠାତ ଷ୍ଟେଜ ଉପରକୁ ଝିଅଟିର ପ୍ରେମିକ ଆସିଥିଲେ ଆଉ ସେହି ସମୟରେ ହାତରେ ନେଇ ଯାଇଥିଲେ ସିନ୍ଦୁର, ଆଉ କନିଆଁ ମୁଣ୍ଡରେ ଦେଇଥିଲେ ସିନ୍ଦୁର | ତାପରେ ପୁଅଟିର ଅବସ୍ଥା ହେଇଯାଇଥିଲା ଖରାପ |ତେବେ ପୁଅଟିର ପ୍ରତିକ୍ରିୟା ରୁ ଯାହା ଜଣା ପଡିଥିଲା କି | ପୁଅ ଓ ଝିଅ ପରସ୍ପର ବହୁତ ଆଗରୁ ଭଲ ପାଉଥିଲେ | ମାତ୍ରା ଝିଅଟିର ଘର ଲୋକ ଏଥିରେ ରାଜି ନଥିଲା, ସେଥିପାଇଁ ଝିଅ ତି ପୁଅକୁ କହିଥିଲା କି ଯେତେବେଳେ ବର ବରଣ ମାଳା ପିନ୍ଧେଇ ସାରିବ ସେତେବେଳେ ସେ ଆସିକି ତା ମୁଣ୍ଡରେ ସିନ୍ଦୁର ଦେବ |

ସିନ୍ଦୁର ତ ଦେଇଦେବା ପାଇଁ କହିଥିଲେ କିନ୍ତୁ ତାପରେ କଣ କରିବାକୁ ହେବ କିଛି କହିନଥିଲେ ଝିଅ ତି | ତେବେ ପୁଅଟି କହିଛନ୍ତି କି ବିହାର ର ମୁବାରକ ପୁର ର ମୁକେଶ କୁମାର ସେହି ଗାଁ ର ଏହି ଝିଅଟିକୁ ଭଲ ପାଉଥିଲେ |ଆଉ ପ୍ରାୟ 14 ମାସ ହେଲା ସେମାନଙ୍କ ମଧ୍ୟରେ ଭଲ ପାଇବା ଗଢ଼ି ଉଠିଥିଲା , ଆଉ ସେ ନବମ ଶ୍ରେଣୀ ଯାଏ ପାଠ ପଢି 2 ବର୍ଷ ହେଲା ପଢା ଛାଡି ବାହାରେ କାମ କରୁଥିଲେ | ଆଉ ଏପରି କାମ କରିବା ପରେ କନିଆଁ ଘର ଲୋକ ମଧ୍ୟ ତାଙ୍କୁ ନିଧୁମ ଚେଞ୍ଚିଥିଲେ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।