ଦେଖନ୍ତୁ Socking ଭିଡ଼ିଓ – ବେଙ୍ଗ ମାଂସ ତରକାରୀ ଖାଇବା ହେଲା କାଳ ! ଚାଲିଗଲା ୬ ବର୍ଷର ଝିଅର ଜୀବନ । ଦେଖନ୍ତୁ VIRAL ଭିଡ଼ିଓ …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏଭଳି କିଛି କଥା ସାମ୍ନା କୁ ଆସିଥାଏ ଯାହା ବିଷୟ ରେ ଆପଣ ମାନେ ଆଗରୁ ଶୁଣି ନ ଥିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ କିଛି ନୂଆ କଥା ଶୁଣୁବାକୁ ମିଳିଛି ଆଉ ଯେଉଁଠି କୁହାଯାଉଛି କି ବାପା ବେଙ୍ଗ ତରକାରୀ ରାନ୍ଧି ଖାଇବାକୁ ଦେଇଥିଲେ ଦୁଇ ଝିଅ ଙ୍କୁ | ଆଉ ସେହି ବେଙ୍ଗ ତରକାରୀ ଖାଇ ଝିଅ ଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ଘଟଣା ସବୁଦିନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ମିଳିଥିଲା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାମବାଡ଼ି ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମ ରେ ବେଙ୍ଗ ତରକାରୀ ଖାଇ ପିଲା ଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି | ଆଉ ସୂଚନା ଅନୁସାରେ ଯାହା କୁହାଯାଉଛି କି ସେହି ଗ୍ରାମ ରେ ମୁନା ମୁଣ୍ଡା ନାମକ ଯୁବକ ଜଣଙ୍କ ଘରେ ଦୁଇ ଝିଅ ଙ୍କୁ ନେଇକି ରହୁଥିଲେ | ଆଉ ଘରେ ରହି ତରକାରୀ ରୋଷେଇ କରୁଥିବା ସମୟରେ ବେଙ୍ଗ ଟି ଘର ଭିତରେ ଯାଉଥିବାର ନଜର ରେ ଆସିଥିଲା ମୁନା ମୁଣ୍ଡା ଙ୍କର |

ଆଉ ଯେଉଁଠି କୁହାଯାଉଛି କି ମୁନା ମୁଣ୍ଡା ସେହି ବେଙ୍ଗ ଟିକୁ ଦେଖିଥିଲେ ଆଉ ତାହା ପରେ ସେହି ବେଙ୍ଗ କୁ ଧରିଥିଲେ ଆଉ ପୋଡ଼ି ମଧ୍ୟ ଦେଇଥିଲେ ବେଙ୍ଗ ଟିକୁ | ଯାହା ଫଳରେ ବେଙ୍ଗ ଟି ପୋଡ଼ି ଯାଇଥିଲା | ଆଉ ତାହା ପରେ ମୁନା ମୁଣ୍ଡା ସେହି ପୋଡ଼ା ବେଙ୍ଗ କୁ ନେଇକି ନିଜେ ଖାଇବା ସହିତ ତାଙ୍କର ପିଲା ମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ | ତେବେ ସେହି ବେଙ୍ଗ ପୋଡ଼ା କୁ ଖାଇଲ ପରେ ପିଲା ଦୁଇଜଣ ଙ୍କର ଦେହ ଖରାପ ହୋଇ ଯାଇଥିଲା ଆଉ ସେଥିପାଇଁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ନିଆଯାଇଥିଲା |

ଆଉ ସେଠାରେ ଚିକିତ୍ସିତ ଅବସ୍ଥା ରେ ସୁସ୍ମିତା ନାମକ ଝିଅ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି | ଆଉ ଜଣ ଙ୍କର ଦେହ ଠିକ ଥିଲା, ତେବେ ବାପା ଜଣଙ୍କ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଥିବା କଥା ମଧ୍ୟ କୁହାଯାଉଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଜଣା ପଡିଛି | ତେବେ ଡାକ୍ତର ଙ୍କର କହିବା କଥା କି ବେଙ୍ଗ ପୋଡ଼ା ବିଷାକ୍ତ ନୁହଁ ତେବେ ଅନ୍ୟ କୌଣସି କାରଣ ପାଇଁ ଝିଅ ର ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment