ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଚହଳ ପକାଇଛି ସେହି ଗୋଟିଏ ଗୀତ ଯାହା ସମସ୍ତ ଙ୍କ ହୃଦୟକୁ ବେଶ ଆକୃଷ୍ଟ କରିଛି ତାହା ହେଉଛି ସାମି ସାମି ଗୀତ |ଆଉ ଯାହା ବର୍ତ୍ତମାନ ସମସ୍ତଙ୍କ ହୃଦୟରେ ଘର କରିଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସଂଗୀତା ତାଙ୍କର ସୁ ମଧୁର କଣ୍ଠ ରୁ ନିଃସୃତ କରାଉଛନ୍ତି ଏହି ସଂଗୀତ ଟି | ଆଉ ଯାହା ସମସ୍ତଙ୍କ ହୃଦୟକୁ ବେଶ ଛୁଇଁଛି ବୋଲି କୁହା ଯାଉଛି | ତେବେ ପୁଷ୍ପାରାଜ ର ଏହି ଗୀତ ଟି ବେଶ ଲୋକ ପ୍ରିୟ ହୋଇଥିବା ବେଳେ ସମସ୍ତଙ୍କୁ ଏହି ଗୀତ ଟି ପସନ୍ଦ ମଧ୍ୟ ଆସିଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସଂଗୀତା ଗାଇଥିବା ଏହି ଗୀତ ଟି ଉପରେ ଟିକିଏ ନଜର ପକାଇବା |
ତେବେ ସଂଗୀତ ଗୋଟିଏ ଏମିତି ଜିନିଷ ଯାହା ଦ୍ୱାରା ଆମେ ସମସ୍ତଙ୍କ ମନକୁ କମ ସମୟରେ ଆକୃଷ୍ଟ କରେଇ ନେଇ ପାରୁ | ଆଉ ସେହି ସଂଗୀତ ର ଯାଦୁ ଥରେ ଯିଏ ଚାଖିଛି ସବୁ ବେଳେ ସେହି ସଂଗୀତ ଆଡକୁ ଆକୃଷ୍ଟ ହୋଇ ଯାଇଛି ବୋଲି କୁହାଯାଏ | ତେବେ ସେହି ଭଳି ଜଣେ ସଂଗୀତ କାର ଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛି | ଯାହାଙ୍କର କଣ୍ଠ ରେ ରହିଛି ଏକ ଅସୁମାରୀ ଯାଦୁ | ଆଉ କୁହା ଯାଉଛି କି ତାଙ୍କର କଣ୍ଠ ର ଯାଦୁ ଯିଏ ଥରେ ପାଇଛି ସେ ତାହାର ଦିୱାନା ହୋଇ ଯାଇଛି |ତେବେ ସେହି ଭଳି ଜଣେ ଲୋକ ପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ସଂଗୀତା |
ତେବେ କୁହାଯାଉଛି କି ସଂଗୀତା ଙ୍କର ଏକ ଲୋକ ପ୍ରିୟ ଗୀତ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି | ଆଉ ଯେଉଁ ଗୀତ ଟି ହେଉଛି ପୁଷ୍ପା ଫ୍ଲିମ ସଙ୍ଗ ସାମି ସାମି |ଆଉ ଯାହା କୁ ସୁନ୍ଦର ଭାବରେ ଏକ ନିଆରା ଷ୍ଟାଇଲ ରେ ଗାଇବାକୁ ଲାଗିଛନ୍ତି ସଂଗୀତା | ଆଉ ତାଙ୍କର ସ୍ୱର ଆଉ କଣ୍ଠ ର ମଧୁରତା ଏତେ ଅଧିକ ଥିଲା କି ସେହି ଗୀତ କୁ ଯିଏ ଶୁଣୁଛି ସେ ତାହାର ଦିୱାନୀ ବନି ଯାଉଛି | ଆଉ ଯାହା ଦେଖା ଯାଉଛି କି ବର୍ତ୍ତମାନ ପ୍ରତେକ ଙ୍କ ମୁହଁରେ ସେହି ଗୋଟିଏ ଗୀତ ଶୁଣିବାକୁ ମିଳୁଛି |
ତେବେ ଏହି ଗୀତ ଟିର ଲୋକ ପ୍ରିୟତା ବହୁତ ଅଧିକ ରହିଛି | ଆଉ ଏବେ ଦେଖିବାକୁ ମିଳିଛି କି ସଂଗୀତା ମଧ୍ୟ ତାଙ୍କର ସ୍ବରର ଝଲକ ଦେଖାଇବାକୁ ଲାଗିଛନ୍ତି ଏହି ଗୀତ ଟିରେ | ଆଉ ଏହି ଗୀତ ଟିକୁ ଗାଇକି ବେଶ ଲୋକ ପ୍ରିୟତା ମଧ୍ୟ ହାସଲ କରିଥିବା କଥା ଜଣା ପଡିଛି | ଆଉ ସଂଗୀତା ଙ୍କର ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।