ଭଗବାନ ହନୁମାନ ନିଜେ ଲେଖିଛନ୍ତି ଏହି 2 ଟି ଶବ୍ଦ ର ମନ୍ତ୍ର, ଶୋଇବା ପୂର୍ବରୁ ଥରେ ମାତ୍ର ଜପନ୍ତୁ – Sadhu Bani

0

ଏହି କଳିକାଳ ଯୁଗରେ ଭଗବାନଙ୍କ ଉପସ୍ଥିତି ଅନୁଭବ କରିବା ପାଇଁ ବହୁ ପୁଣ୍ୟ କରିବା ପାଇଁ ପଡିବ l କାରଣ କଳି ଯୁଗରେ ପାପର ଭାର ବଢିଚାଲିଛି ଲପ୍ରତି ମଣିଷ ପାପ ର କାର୍ଯ୍ୟ କରିବାରେ ଲାଗିପଡିଛନ୍ତି l ମାତ୍ର ମଣିଷ ଯେତେ ଧନ ଅର୍ଜନ କଲେ ମଧ୍ୟ ଖୁସିରେ ଦିନ କାଟିପାରୁନାହି l କାରଣ ମଣିଷ ଆଜି କୁପଥରେ ସର୍ବଦା ବ୍ୟଗ୍ର ହେଉଛି l ତେଣୁ ଆଜିର ସମାଜରେ ପ୍ରକୃତ ସୁଖ ଏବଂ ଶାନ୍ତି ପ୍ରାପ୍ତି ପାଇଁ ଅନେକ ଲୁକ ହନୁମାନଙ୍କୁ ପୂଜା ଅର୍ଚନା ଓ ଜପ ମଧ୍ୟ୍ୟ କରନ୍ତି l

ରାମାୟଣ ରେ କୁହାଯାଇଛି କି କଳି ଯୁଗ ହେଉ କି ଅନ୍ୟ ତିନୋଟି ଯୁଗ ହେଉ ହନୁମାନ ଯାହାକୁ ପବନପୁତ୍ର କୁହାଯାଏ, ସେ ହଉଛନ୍ତି ଅମର l ତେଣୁ ତାଙ୍କର ଆଶିଷ ପାଇବାକୁ ଅନେକ ଲୋକ ମନ୍ଦିର କୁ ଯାଇ ପୂଜା ପାଠ କରନ୍ତି l ମାତ୍ର ତାଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଆମକୁ ଜଣା ନଥାଏ l ଏହା ଛଡା ମଧ୍ୟ୍ୟ ରାତିରେ ହନୁମାନଙ୍କୁ ଏହି ମନ୍ତ୍ର ଦ୍ୱାରା ଧ୍ୟାନ କରିଲେ କୌଣସି ଖରାପ ସ୍ବପ୍ନ ଆସୀନଥାଏ l ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର……….

ଅନେକ ଲୋକ ହନୁମାନଙ୍କୁ ଆବାହନ କରିବା ପାଇଁ ହନୁମାନ ଚାଳିଶା ପାଠ କରନ୍ତି l ଆପଣ ଯୋଦି ଏପରି ପ୍ରତି ଦିନ ପ୍ରାତଃ ସମୟରେ ସ୍ନାନ କରିକି ହନୁମାନ ଚାଳିଶା ପାଠ କରନ୍ତି ତେବେ ଆପଣ ଯେ କୌଣସି କାମରେ ଯାଆନ୍ତୁ ନାହିଁ କାହିଁକି ସବୁ କାମ ଆପଣ ହାସଲ କରିପାରିବେ l ଏହାକୁ ସମ୍ପୂର୍ଣ ବୋଲିବାକୁ ଚେଷ୍ଟା କରିବେ l

ସେହିପରି ଆପଣ ଜାଣିଥିବେ ହନୁମାନଙ୍କୁ ସିନ୍ଦୁର ପସନ୍ଦ ଥାଏ l କାରଣ ରାମାୟଣ ର ବର୍ଣିତ ଅଛି ଯେ ହନୁମାନଙ୍କୁ ସୀତା ଥରେ ପଚାରିଥିଲେ ଯେ ସେ କଣ ପାଇଁ ମଥାରେ ସିନ୍ଦୁର ଲଗନ୍ତି ମାତା ସୀତା ଉତ୍ତର ଦେଇ କହିଥିଲେ, ରାମଙ୍କ ଦିର୍ଘ ଆୟୁ ଏବଂ ସୁରକ୍ଷା ପାଇଁ ଏହି ସିନ୍ଦୁର ଲଗାନ୍ତି l ହନୁମାନ ସେହିଦିନ ଠାରୁ ପ୍ରଦୀଦିନ ନିଜ ଦେହରେ ସିନ୍ଦୁର ବଳନ୍ତି l ତେଣୁ ଯେଉଁମାନେ ପ୍ରତି ସୋମବାର ଆଉ ମଙ୍ଗବାର ଦିନ ହନୁମାନଙ୍କ ମୂର୍ତ୍ତି ରେ ସିନ୍ଦୁର ଲଗାନ୍ତି ସେମାନେ ସବୁ କିଛି କାର୍ଯ୍ୟ ରବ ସଫଳ ହାଇଥାନ୍ତି l

ଠିକ ସେହି ପରି ମନ୍ତ୍ର ଟି ହେଲା :-
“ଦୀନ ଦୟାଳୁ ବିରିଦୁ ସମ୍ଭାରୀ,
ହରିହୁ ନାଥ ମମ ସଙ୍କଟଭାରୀ ”

ଏହି ମନ୍ତ୍ର ଟି କୁ ସବୁ ଦିନ ରାତିରେ ଶୋଇବା ପୂର୍ବରୁ ଯଦି ଜପ କରନ୍ତି ତେବେ ସବୁ ମୋନାସ୍କାମନl ପୂରଣ ହେଵା ସହିତ ରାତିରେ କୌଣସି ଖରାପ ସ୍ବପ୍ନ ମଧ୍ୟ ଆସିବ ନାହିଁ l ଆପଣଙ୍କୁ ହନୁମାନ ପ୍ରତି ବିପଦରୁ ଉଦ୍ଧାର କରିବେl
“ଜୟ ହନୁମାନ ”

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।