ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ରାସଲୀଳା, ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି….

ପୂର୍ବ କାଳରେ ଲୋକ ମାନେ ଆମ ଓଡ଼ିଶାର ସଂସ୍କୃତିକୁ ଠିକ ଭାବରେ ବଜାଇ ରଖୁଥିଲେ। ସେମାନେ ସଂସ୍କୃତି ଓ ପରମ୍ପରାକୁ ନେଇ କାର୍ଯ୍ୟ କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଆମ ଓଡ଼ିଶାର ସଂସ୍କୃତି ଓ ସବୁ ନୀତି ନିୟମ ଧୀରେ ଧୀରେ କମି କମି ଯାଉଛି ଓ ଲୋକ ମାନେ ନିଜ ମଧ୍ୟ ଭୁଲି ଯାଇ ଅମାନୁଷିକ ଭାବରେ କାର୍ଯ୍ୟ କରି ଚାଲୁଛନ୍ତି। ଆମ ସମାଜରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ ଯେ, ଯାହାକି ଭାବିବା ବାଞ୍ଛାନିୟ ହୋଇ ପଡି ଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଏକ ସ୍ଥାନରେ ଅଷ୍ଟପ୍ରହରୀ ଚାଲୁ ଥିବା ସମୟରେ କିଛି ଯୁବକ ଓ ଯୁବତୀ ରାସଲୀଳା କରୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବର୍ତ୍ତମାନ ସମୟରେ କେହି ହେଲେ ବି ପୂର୍ବ ପରି ମାନୁ ନାହାଁନ୍ତି। ଯାହା ଇଚ୍ଛା ସେହି କାର୍ଯ୍ୟ କରି ଚାଲୁଛନ୍ତି। ଭଗବାନଙ୍କ ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ଅଷ୍ଟପ୍ରହରୀରେ ଯୁବକ ମାନେ ନାମ ଓ ସଂକୀର୍ତ୍ତନ କରି ଗୀତ ଗାଇ ନାଚି ଥାଆନ୍ତି।ଏଥି ସହିତ ଭଗବାନଙ୍କୁ ଅତି ଭକ୍ତିର ଭାବ ସହିତ ଡାକି ଥାଆନ୍ତି।କିନ୍ତୁ ଏଠାରେ ଅଷ୍ଟପ୍ରହରୀ ଚାଲୁ ଥିବା ସମୟରେ ଭଗବାନ ଶ୍ରୀ ଚୈତନ୍ୟଙ୍କ ଭଜନ ବାଜିବା ବଦଳରେ, କିଛି ଯୁବକ ଓ ଯୁବତୀ ମାନେ ମିଶି ଏଠାରେ ମର୍ଡନ ଓ ଆଧୁନିକ ଗୀତ ବଜାଇ ନାଚୁଛନ୍ତି।

ତେବେ ଏହି ଆଧୁନିକ ଗୀତରେ ସେମାନେ ବହୁ ମଜା ଓ ମସ୍ତି କରି ନାଚୁଛନ୍ତି ଓ ଗୀତକୁ ବହୁତ ଉପଭୋଗ କରୁଛନ୍ତି। ସେମାନେ ଭଗବାନଙ୍କ ଏକ କାର୍ଯ୍ୟ ଚାଲିଛି ବୋଲି ସେମାନେ ଯେମିତି ଜାଣି ପାରୁ ନାହାଁନ୍ତି। ସେମାନେ ଏଭଳି କାର୍ଯ୍ୟ କରି ଭଗବାନଙ୍କୁ ଶ୍ରୀ ଚୈତନ୍ୟଙ୍କୁ ଅପମାନିତ କରୁଛନ୍ତି। ଭଗବାନଙ୍କ ପରିସରରେ ଏଭଳି କାର୍ଯ୍ୟ କରିବା ଅମାନୁଷିକ କଥା ହୋଇଥାଏ। ସେମାନେ ଭଗବାନଙ୍କୁ ମଧ୍ୟ ମନରେ ଭକ୍ତି କରୁ ନାହାଁନ୍ତି, ଯାହା ଫଳରେ କି ଏଭଳି କାର୍ଯ୍ୟ କରି ଚାଲୁଛନ୍ତି।

ଆଜିକାଲିର ଯୁବକ ଓ ଯୁବତୀ ମାନେ ଧାର୍ମିକ କାର୍ଯ୍ୟ କିଛି ବି କରୁ ନାହାଁନ୍ତି। ଧୀରେ ଧୀରେ ସେମାନେ ସବୁ ଧର୍ମ ଓ ରୀତି ନୀତିକୁ ଭୁଲି ଯାଉଛନ୍ତି। ଏଭଳି କରିବା ଫଳରେ ସବୁ କିଛି ମଧ୍ୟ ଆସ୍ତେ ଆସ୍ତେ ବୁଡିବାରେ ଲାଗିଲାଣି। ଏହି ସବୁ କାର୍ଯ୍ୟକୁ ଦେଖି ଅନ୍ୟ ଲୋକ ମାନେ ମଧ୍ୟ ଏଭଳି କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଦୟାକରି ଭଗବାନଙ୍କ ସ୍ଥାନରେ ଏଭଳି ଅସଭ୍ୟ କାର୍ଯ୍ୟ କରନ୍ତୁ ନାହିଁ। ଯେଉଁମାନେ ଭଗବାନଙ୍କ ସ୍ଥାନରେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମନା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment