ଭଗବାନଙ୍କ ବାହନ ନାଗ ଦେବତା ଙ୍କର ତାଣ୍ଡବ ରୂପ, ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଲାଗିବ,ତେବେ ଆସନ୍ତୁ ଭିଡିଓ ଟିକୁ ଶେଷ ଯାଏ ଦେଖିବା

ଦୁନିଆରେ ବିଭିନ୍ନ ପ୍ରକାର ର ଘଟଣା ବର୍ତ୍ତମାନ ସମୟରେ ଦେଖା ଦେଇଛି। ଯାହା କୁ ନେଇ କିଛି ଜାଗାରେ ବହୁତ ଭୟ ସୃଷ୍ଟି କରିଥାଏ ତ ଆଉ କେଉଁଠି ଏହାକୁ ନେଇ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜି ସେହିଭଳି ଏକ ଘଟଣା ଦେଖା ଦେଇଛି ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ଦେଖିବା।

ଭଦ୍ରକ ର ସମୀରପୁର ନାମକ ଏକ ସ୍ଥାନରେ ମହାପ୍ରଭୁ ଶିବଙ୍କ ବାହନ ଙ୍କର ଆବିର୍ଭାବ ହୋଇଥିଲା। ସେହି ନାଗସାପ ଦେଖିବା ପାଇଁ ଭିନ୍ନ ଧରଣର ହୋଇଥିଲା। ଯାହା କୁ ଘର ଭିତରେ ଦେଖି ସେ ଘର ପରିବାରର ସମସ୍ତ ଲୋକ ଭୟ ଭିତ ହୋଇ ଯାଇଥିଲେ। ପୁଣି ସେ ଦିନ ଗୁରୁବାର ହୋଇଥାଏ। ହଠାତ ଭଗବାନ ଙ୍କ ବାହନ ବା ନାଗସାପ ଙ୍କୁ ଯେ ବି ଦେଖିଲେ ଭୟ କରିବ।ସେହି ସାପ ଟି ବହାରରୁ ଆସି ଶିବଙ୍କ ଫୋଟୋ ପାଖରେ ଗୁଡେଇ ହୋଇ ଯାଇଥିଲା।ଆସନ୍ତୁ ଜାଣିବା ତା ପରେ କଣ ହେଲା।

 ଦିନେ ସମୀରପୁର ନାମକ ଏକ ସ୍ଥାନରେ ଜଣଙ୍କ ଘରେ ଠାକୁର ପୂଜା କରିକି ଆସିଲା ପରେ ସାପ ଉପରେ ନଜର ଆସିଥିଲା ଯାହାଙ୍କ ଠାରୁ ନିଜ କୁ ରକ୍ଷା କରିବା ପାଇଁ ସେ ପରିବାର ଲୋକ ସାପ ଧରାଳି କୁ ଖବର ଦେଇଥିଲେ। ସଂଗେ ସଙ୍ଗେ ସେ ଆସି ପହଂଚି ଥିଲେ। ସେ ସାପ ଟିକୁ ଦେଖିକି ପରିବାରର ଜଣେ ମହିଳା କୁ କହିଲେ ୨ ତା ବୁରା ବା ଅଖା ଆଣିବା ପାଇଁ। ତା ପରେ ସେ ନିଜର ସାପ ଧରିବା ଜିନିଷ ନେଇକି ପାଖକୁ ଗଲେ।

ସେହି ସାପ ଟି ଭଗବାନ ଙ୍କ ଫୋଟୋ ଛାଡିକି ଯିବା ପାଇଁ ରାଜି ନାହିଁ। ସାପ ଧରାଳି ବହୁତ ଥର ପ୍ରୟାସ କଲେ।ଆଉ ସାପଟି ମଧ୍ୟ ମଝିରେ ମଝିରେ ଡରେଇବା ପାଇଁ ଫଣା ଦେଖେଇ ବସି ପଡୁଥାଏ ଏବଂ ସେ ବହୁତ ଗର୍ଜନ ମଧ୍ୟ ସେଠି କରିଥାଏ। ଯାହା ଦ୍ୱାରା ସମସ୍ତେ ଭୟଭୀତ ହେଉଥିଲେ।

ତାପରେ ବହୁତ ପ୍ରୟାସ ପରେ ସେ ସାପଟି କୁ ସାପ ଧରାଳି ନିଜ ହତିଆର କୁ ନେଇ ଆସିଥିଲେ। ପରେ ସେ ସାପ କୁ ନିଜ ଡବା ବା କୌଣସି ଏକ ପାତ୍ରରେ ଭର୍ତି କରି ଦେଇଥିଲେ।

ଏହି ଘଟଣା କୁ ନେଇ ସେହି ପରିବାର ରେ ପଚାରିବାରୁ ମହିଳା ଜଣଙ୍କ ଉତ୍ତର ଦେଇ କହିଲେ ,ମୁ କଣ ଦେଖିଥିଲି ସନ୍ଧ୍ୟା ଦେଇକି ଆସିଲା ପରେ ଝିଅ ସେଠାରେ ଆଗକୁ ଗୁରୁବାର ଥିବାରୁ ଚିତା ପକାଉଥିଲା ହଠାତ ଶବ୍ଦ ହେଲାରୁ ଦେଖିଲୁ। ଭଗବାନ ଏଠାକୁ କେମିତି ଆସିଲେ ଆଉ ଭୟ ବି ଲାଗୁଥିଲା। ଭଗବାନ ଙ୍କ ଲୀଳା କେହି ଜାଣି ପାରିବେ ନାହିଁ ସତ। କେଉଁଠି କେତେବେଳେ ପଳେଇ ଆସିବେ କେହି ଜାଣି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment