‘ଭାଇ ମୋ ଶଙ୍ଖା ସିନ୍ଦୁର ପୋଛିଦେଲା, ପୁରା ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ….ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଦୁନିଆରେ ଦିନକୁ ଦିନ ସଂଖ୍ୟାଧିକ ଅପରାଧ ବଢ଼ି ଚାଲିଛି। ଏହାରି ଭିତରେ ରେପ୍, ହତ୍ୟା ,ଚୋରି, ନୃସଂଶତା ଭଳି ଅନେକ ଘଟଣା ଘଟୁଛି ଏବଂ ପୋଲିସ ପାଖକୁ ଏହାର ଅଭିଯୋଗ ବି ଯାଉଛି। ଆଜି ଆମେ ସେହିପରି ଗୋଟିଏ ଅପରାଧିକ କାର୍ଯ୍ୟକଳାପ ଉପରେ ଆଲୋଚନା କରିବା। ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। ପ୍ରତିଦିନ ଦୁନିଆରେ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ଭୟାନକ ଘଟଣା ସବୁ ଘଟି ଯାଉଛି। ମାରପିଟ୍ ରେ କେତେବେଳେ କାହାର ଜୀବନ ଚାଲି ଯାଉଛି ତ ପୁଣି କିଏ ହତ୍ୟା, ଷଡ଼ଯନ୍ତ୍ର ର ଶିକାର ହେଉଛି।

ତେବେ ହିଂସା, ମାରପିଟ୍, ଝଗଡା ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇ ପଡ଼ିଛି ଆଜିର ମଣିଷ। ଆଉ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଏସବୁକୁ ନେଇ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି। କାରଣ ଏହିଭଳି ସମାଜରେ କଣ କାହା ସହ କେତେବେଳେ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ ଅଟେ।

ଯାହା ଦେଖିବାକୁ ମିଳୁଛି ଧିରେ ଧିରେ ଅଧିକ ନୃଶଂସ ହୋଇ ପଡୁଛି ଆଜିର ମଣିଷ।ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି କିଛି ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଖବର ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ।ଏହି ଘଟଣାରେ ଭଉଣୀ ର ମଥାର ସିନ୍ଦୂର କୁ ପୋଛି ଦେଇଛି ଭାଇ। କାରଣ ଶଳାର ଖଣ୍ଡା ଚୋଟରେ ଭିଣୋଇ ର ମୃତ୍ୟୁ ଘଟିଛି।

ତେବେ ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ଭୁବନେଶ୍ବର ର ମଞ୍ଚେଶ୍ୱେର ଧିରିକୁଟି ବସ୍ତିରେ। ଏଠାରେ ବିଳମ୍ବିତ ରାତିରେ ଘଟିଛି ଏକ ଲୋମ ହର୍ଷକ ହତ୍ୟାକାଣ୍ଡ। ତେବେ ପାରିବାରିକ ଗଣ୍ଡଗୋଳ ରୁ ଭିଣୋଇ କୁ ଖଣ୍ଡାରେ ହାଣି ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଏହି ଘଟଣା ସଂପର୍କରେ ଭାଇ ବିରୋଧରେ ଅଭିଯୋଗ କରିଛନ୍ତି। ଆଉ ଘଟଣା ସାମ୍ନାକୁ ଆସିବା ପରେ ଘଟଣା ସଂପର୍କରେ ପୋଲିସ୍ ଅଭିଯୁକ୍ତ ଶଳା କୁ ଅଟକ ରଖି ପଚରାଉଚରା କରୁଛି। ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେବା ସହିତ ଏକ ଚାନ୍ଚଲ୍ୟ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।