ଭାଇ ତୁମର ଅଲଗା ଦୋଷ ଅଛି କି ? ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ… ଦେଖନ୍ତୁ Video

0

ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ଏବେ ଆଶ୍ଚର୍ଯ୍ୟ କରିଛି। ଏହିପରି ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହା ଏକ ଯୁବକ ଏମିତି କିଛି କାର୍ଯ୍ୟ କରୁଛନ୍ତି ତାହା ଦେଖିବା ପରେ ସବୁଆଡେ ଚହଳ ସୃଷ୍ଟି କରିଛି। ତେବେ ଆସନ୍ତୁ ଜାଣିବା ସେଠାରେ ସେହି ଯୁବକ କଣ କରୁଛନ୍ତି। ଏହିଠାରେ ଏବେ ଏମିତି ଘଟଣା ଘଟିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଆଉ କିଛି ଅଭୂତ ଜିନିଷ ଦେଖିବା ପରେ ସମସ୍ତେ ଏଠାରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

ଆଉ ଅଧିକାଂଶ ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯେଉଁଠାରେ ସାଧାରଣ ଲୋକ ମାନେ ମଦ ପିଇବା ପରେ ଯାହା ସବୁ ନିଜର କାରନାମା ଦେଖାନ୍ତି ତାହା ସମସ୍ତେ ଦେଖିବାକୁ ପାଇ ଥାଆନ୍ତି। ଏହାରି ଭିତରେ ଏମିତି ର୍କ ଭିଡ଼ିଓ ଏବେ ଭାଇରଲ ହୋଇଛି ଯେଉଁଠି ଜଣେ ଯୁବକ ମଦ୍ୟପାନ ପରେ ଯାହା ଅଭିନୟ କରୁଛନ୍ତି ତାହାବଲ ବିଭିନ୍ନ ସମୟରେ ନ୍ୟୁଜ ରେ ଦେଖିବାକୁ ମିଳିଥାଏ। ଆଉ ଏଠାରେ ସେହିଭଳି ଏକ ଘଟଣା ଏବେ ନଜର ରେ ଆସିଛି ଯାହା ଏମିତି ଘଟଣା ଏବେ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ କିଛି ଯୁବକ ଏବର ନଜର ରେ ଆସୁଛି ଯେଉଁଠାରେ କିଛି ଗୋଟିଏ ପ୍ରୋଗ୍ରାମ ହୋଇଥିବା ବେଳେ ରାସ୍ତା ମଝିରେ ଏମିତି ଦୃଶ୍ୟ ଭାଇରଲ ହୋଇଛି।

ଆଉ ସେହିଠାରେ ଏକ ପ୍ରୋସେସନ ହୋଇଛି କିଛି ଝିଅ ମାନେ ଏକ ଟ୍ରକ ରେ ନାଚି ଥିବା ନଜରକୁ ଆସିଛି ଏବଂ ତାଙ୍କୁ ଦେଖିବା ପରେ କିଛି ଯୁବକ ଆଉ ନିଜକୁ ନିୟନ୍ତ୍ରଣ କରି ନ ପାରି ଏହିପରି କିଛି ରୋମାନ୍ସ ଅଭିନୟ କରୁଛନ୍ତି ସତେ ଯେପରି ଝିଅ ମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଏହି ପରି ଦେଖିବା ପରେ ତାଙ୍କୁ ଆପଣ ମାନେ କଣ କହିବେ ଭାବନ୍ତୁ। ସେହି ଭଳି ଲୋକ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ଦେଖିବାକୁ ଆପଣ ମାନେ ପାଇଥିବେ। ଆଉ ଏବେ ଏହା ମଧ୍ୟ ଭାଇରଲ ହୋଜଛି ଯାହାକୁ ଦେଖୁବା ପରେ ସୋସିଆଲ ମିଡ଼ିଆରେ ୟୁଜର ମାନେ ଅନେକ କିଛି କହିଥିବା ନେଇ ଦେଖିବାକୁ ମିଳିଛି।

ଆଉ ଏହା କୌଣସି ଏକ ସ୍ଥାନରେ ଦୋଳ ଭଷାଣି ନେଇ ସୂଚନା ମିଳିଛି ହେଲେ ଏହି ସମୟରେ ଯାହା କରୁଛନ୍ତି ମଦ ପିଇକି ତାହା ଚାଂଚଲ୍ୟକର ସୃଷ୍ଟି କରିଛି। ଜଣେ ବ୍ୟକ୍ତି ମଦ ପିଇବା ପରେ ନିୟନ୍ତ୍ରଣ ବାହାରେ ନିଜକୁ କରି ଝିଅ ମାନଙ୍କ ଆଗରେ ଏହିଭଳି ଭାବରେ ନାଚି ମଜ୍ଜା ନେଇଛନ୍ତି। ଆଉ କହିବାକୁ ଗଲେ ଏଠାରେ ସେମାନେ କିଛି ଗୋଟେ ପ୍ରୋସେସନ କରି ସେଠାରେ ସମସ୍ତେ ମିଶିକରି ଉପଭୋଗ କରୁଛନ୍ତି ହେଲେ ଏହିପରି ଭାବରେ। ଏହାକୁ ନେଇ ସାଧାରଣ ରେ ମଧ୍ୟ ନିନ୍ଦନୀୟ ବୋଲି କୁହା ଯାଇଛି। ରାସ୍ତା ମଝିରେ ଏହିଭଳି କିଛି କରିବା ତାହା ଦଣ୍ଡନୀୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।