ଭଣଜା ପ୍ରେମରେ ବାୟାଣୀ ମାଇଁ, ମୋତେ ମୋ ସ୍ୱାମୀ ନୁହେଁ ମୋତେ ଭଣଜା ଦରକାର… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଭଲ ପାଇବା ପାପ ନୁହେଁ କି ଭଲ ପାଇ ବିବାହ କରିବା ପାପ ନୁହେଁ ହେଲେ ଏମିତି ଭଲ ପାଇବା ସବୁଠାରୁ ଭଲ ପାପ ବୋଲି କହିବା କାରଣ ହିନ୍ଦୁ ରୀତି ନୀତି ଅନୁଯାୟୀ ଏ ସମାଜରେ କେବଳ ଗୋଟିଏ ଥର ବିବାହ କରିବା ପାଇଁ ଏ ସମାଜ ଅନୁମତି ଦେଇଥାଏ| ହେଲେ ଆଜିର ଏହି ସମାଜରେ ଯେଉଁ ଭଳି ଭାବରେ ଅସାମାଜିକ ଲଜ୍ୟାଜନୋକ ଘଟଣା ଦେଖିବାକୁ ମିଳୁଛି ଯାହା ଆପଣ ଶୁଣିଲେ ଛି ଛି କରିବେ, କାରଣ ଘଟଣା ଟି ସେଇ ଭଳି ଘଟିଛି ବୋଲି କୁହା ଯାଉଛି, ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ପୁରା ଘଟଣା ବିଷୟରେ ଥରେ ନଜର ପକାଇବା, କଣ ହେଇଥିଲା ମାଇଁ ଓ ଭଣଜା ଙ୍କ ଭିତରେ ଯାହା ପାଇଁ ଆଜି ସମାଜରେ ମାଇଁ ଓ ଭଣଜା ଙ୍କ ସମ୍ପର୍କ କଳଙ୍କିତ ହେଇଛି |

ଏମିତି ଏକ ଅଭାବନିୟ ଘଟଣା ଘଟିଛି କେଉଁଝର ର ପଟିର ପୁରା ପଞ୍ଚାୟତ ରେ,ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି, ମିଳିଥିବା ସୂଚନା ଅନୁଯାୟୀ ମାଇଁ ଭଣଜା ଙ୍କ ପ୍ରେମରେ ପୁରା ପାଗଳ ହେଇଯାଇଛନ୍ତି, ମାଇଁ ସୁଜାତା ସାହୁ 32 ବର୍ଷ, ସେ ତାଙ୍କ ସମ୍ପର୍କୀୟ ଘର ପାଖରେ ଜଣେ ଭଣଜା ଭଣଜା ଙ୍କୁ ଭଲ ପାଇବସିଛନ୍ତି ଖାଲି ଭଲ ପାଇନାହାନ୍ତି ସେ ତାଙ୍କ ସହିତ ରାତି ରାତି ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି |ଏମିତି ବହୁତ ଦିନ ଧରି ଚାଲିଥିବା ବେଳେ ଘଟଣା ଟି ଯେତେବେଳେ ଧୀରେ କାନ ରେ ସମସ୍ତ ଙ୍କ କାନ ରେ ପୋଡ଼ିବାକୁ ଲାଗିଲା ସେତେବେଳେ ମାଇଁ ଓ ଭଣଜା ଙ୍କ ପ୍ରେମ ବହୁତ ଆଗକୁ ଯାଇସାରିଥିଲା |ଯାହା ଆଉ ସେମାନଙ୍କୁ ରଖିବା ଭଳି ପରିସ୍ଥିତି ନଥିଲା ହେଲେ ମାଇଁ ପ୍ରେମରେ ପଡିଥିବା ଭଣଜା ନିଜ ଭଣଜା ନୁହେଁ ବୋଲି ଜଣା ପଡିଛି |

ଯେତେବେଳେ ଏହିପରି ଘଟଣା ସୁଜାତା ସାହୁ ଙ୍କ ସ୍ୱାମୀ ଜାଣିସାରିଥିଲେ ସେତେବେଳେ ସେ ତାଙ୍କର ଦୁଇ ସନ୍ତାନ ଓ ସ୍ତ୍ରୀ ଙ୍କୁ ନେଇ ରାଜସ୍ଥାନ ଚାଲିଯାଇଥିଲେ ଓ ସେଠାରେ ଗୋଟିଏ ଭଡା ଘର ନେଇ ସେମାନେ ରହୁଥିଲେ| ଏହି ସମୟରେ ଭଣଜା ମାଇଁ ଙ୍କୁ ଖୋଜି ଖୋଜି ପାଗଳ ହେଇଯାଉଥିଲେ, ଓ ପହଞ୍ଚି ଯାଇଥିଲେ ରାଜସ୍ଥାନ ରେ, ସେଠାରେ ପହଞ୍ଚି ଯେତେବେଳେ ସୁଜାତା ଙ୍କ ସ୍ୱାମୀ ଘରେ ନଥିଲେ ଠିକ ସେତିକି ବେଳେ ସୁଜାତା ତାଙ୍କର ଦୁଇ ସନ୍ତାନ କୁ ଛାଡି ଭଣଜା ଙ୍କ ସହିତ ଚାଲିଯାଇଥିଲେ|

ହେଲେ ଗୋଟେ ବର୍ଷ ମାଇଁ ଙ୍କ ସହିତ ସେକ୍ସ କରି ସାରିବା ପରେ ଏବେ ସେ ତାଙ୍କୁ ଛାଡି ଦେଇଛନ୍ତି| ଏବେ ସୁଜାତା ଙ୍କ ବାପା ଘରେ ସୁଜାତା ଙ୍କ ଏହି ପରି କାର୍ଯ୍ୟ କୁ ଘୃଣା କରିବା ସହିତ ଅସ୍ବୀକାର କରୁଛନ୍ତି ଓ ସ୍ୱାମୀ ଙ୍କ ର ମଧ୍ୟ ଠିକ ସେଇ କାର୍ଯ୍ୟ କରୁଛନ୍ତି ସେ ମଧ୍ୟ ତାକୁ ଅସ୍ବୀକାର କରିଛନ୍ତି, ଏହା ସେଇ ଭାଇରଲ ଭିଡ଼ିଓ ଯାହା ଏବେ ବହୁତ ଚର୍ଚ୍ଚା ରେ ରହିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment