ଭଣଜା ପ୍ରେମରେ ମାଇଁ ହେଲା ଅନ୍ଧ : ମାଇଁ ମଥାରେ ସିନ୍ଦୂର ଦେଲା ଭଣଜା, ଆଉ ତା ପରେ ଦେଖନ୍ତୁ…

ଆଜି କାଲି ସମାଜରେ ଲୋକମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କ୍ରମଶଃ ଲୋପ ପାଇବାରେ ଲାଗିଲାଣି। ସେଥିପାଇଁ ପାଇଁ ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନୈତିକ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳୁଛି। ଏପରି ଲୋକ ମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି ଯେ, ଲୋକେ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି, ମନ ମଧ୍ୟରେ ଯୌନ ଲାଳସା ରଖି ଦୁଷ୍କର୍ମ ଭଳି କାମ କରିବା ପାଇଁ ପଛାଉ ନାହାଁନ୍ତି। ଏହା ବ୍ୟତୀତ କେଉଁଠି ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି, ତୋ ଆଉ କେଉଁଠି, ଭାଉଜ ଦିଅର, ଶ୍ୱଶୁର ବୋହୂ, କେଉଁଠି ମାମୁ ଭାଣିଜୀ, ଖରାପ ସମ୍ପର୍କ ଦେଖିବା ପାଇଁ ମିଳିଥାଏ। ଏଭଳି ଘଟଣା ବିଷୟରେ ଆପଣ ସୋସିଆଲ ମିଡିଆରେ ଅନେକ ଥର ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ଯାହାକୁ ଦେଖିଲା ପରେ ନିଜକୁ ଆତି ଲଜ୍ଜିତ ମନେ କରିବେ। ଆପଣଙ୍କ ମନ ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନ ଆସିବ ଯେ ଆମ ସମାଜରେ ଲୋକେ ଏଭଳି ମାନସିକତାରେ ପରିବର୍ତ୍ତନ ହେଲାଣି ? ତେବେ ବନ୍ଧୁଗଣ ଘଟଣାଟି ହେଉଛି, ଭଣଜା ପ୍ରେମରେ ମାଇଁ ଅନ୍ଧ: ଲକଡାଉନରେ ହୋଇଗଲା ପ୍ରେମ, ମାଇଁ ମଥାରେ ସିନ୍ଦୂର ଦେଲା ଭଣଜା, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ଜାମୁଇ ଜିଲ୍ଲାର ରତନପୁର ର ବାସିନ୍ଦା ଚନ୍ଦନ କୁମାର, ତାଙ୍କର ବୟସ ମାତ୍ର ୨୨ ବର୍ଷ, ସେ ତାଙ୍କ ମାମୁଁଙ୍କ ସହ ମୁମ୍ବାଇରେ ରୁହନ୍ତି, ସେ ମୁମ୍ବାଇରେ ଅଟୋ ଚଲାନ୍ତି। କରୋନା ଅତ୍ୟଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଲା, ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ବାଧ୍ୟ ହେଲେ ଲକଡାଉନ କରିବା ପାଇଁ ଏବଂ ସବୁ କିଛି ମଧ୍ୟ ବନ୍ଦ ହେବାକୁ ଲାଗିଲା। ଏଭଳି ଘଟଣାକୁ ଦେଖି ମୁମ୍ବାଇରେ ରହୁଥିବା ମାମୁଁ ଓ ଭଣଜା ନିଜ ଘରକୁ ଆସିବା ପାଇଁ ନିଷ୍ପତି ନେଲେ ଏବଂ ଦୁହେଁ ମଧ୍ୟ ଘରକୁ ଫେରିଥିଲେ।

ଭଣଜା କିଛି ଦିନ ପୂର୍ବରୁ ନିଜ ଘରକୁ ଆସି ମାମୁଁ ଘରେ ରହିବାକୁ ଲାଗିଲା। ସେ ତା ମାମୁଁ ଘରେ କିଛି ଦିନ ରହିବା ପରେ, ସେ ତା ମାଇଁ ପ୍ରେମରେ ପଡି ଯାଇଥିଲା। ଭଣଜା ଓ ମାଇଁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡି ଯାଇଥିଲେ। 10 ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବା ପାଇଁ ଖବରଆସିଲା,ଓ ସେ ଖବର ପାଇ ମୁମ୍ବାଇ ଚାଲିଗଲେ ଏବଂ କାମ ସାରି ଗାଁ କୁ ଫେରିଲା ବେଳକୁ ଶୁଣିବାକୁ ମିଳିଲା ଯେ, ମାଇଁ ଓ ଭଣଜା ଫେରାର ହେଇ ଯାଇଛନ୍ତି। ସେ ଦୁହେଁ ଫେରାର ହୋଇ ମୁମ୍ବାଇରେ ବିବାହ କରିଥିଲେ,ଏବଂ ନିଜର ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ମାମୁଁ ଦୁହିଁଙ୍କ ନାଁ ରେ ଥାନାରେ ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଚଳାଇ ଦୁହିଁଙ୍କୁ ଗିରଫ କରାଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment