ଭାତୁଡି ପାଇଁ ଚିନ୍ତିତ କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ୧୦୦% ଗ୍ୟାରେଣ୍ଟି ଭଲ ହେବ – Ramdev Health Tips

0

ଆଜି ଆମେ ଭାତୁଡ଼ିକୁ କିପରି ସବୁ ଦିନ ପାଇଁ ଭଲ ହୋଇ ଯିବ l ସେହି ବିଷୟରେ ଜାଣିବା l ଭାତୁଡ଼ି ଦେହରେ ହେବ ଏକ ସମସ୍ୟା ହୋଇ ଗଲାଣି l ସାଧାରଣତଃ ଏହା ବହୁତ ପ୍ରକାରର ହୋଇ ଥାଏ l ଆଜିର ଦୁନିଆରେ ଭୁଲ ଖାଦ୍ୟ ପେୟ, ଦୂଷିତ ବାୟୁ ମଣ୍ଡଳ ଯୋଗୁଁ, କାଛୁ କୁଣ୍ଡିଆ ଆଦି ସବୁ ରୋଗ ହୋଇ ଥାଏ l ଅଧିକାଂଶ ଲୋକଙ୍କ ପାଖରେ ଯାଦୁ, କାଛୁ, କୁଣ୍ଡିଆ ଓ ଭାତୁଡ଼ି ପରି ଆଦି ଚର୍ମ ରୋଗ ଅଧିକ ସମସ୍ୟା ହେଉଛି l ଏହାକୁ ଭଲ ହେବା ପାଇଁ ଆମେ ଅନେକ ଔଷଧ ଖାଇଥାନ୍ତି, ସେଥିରେ ମଧ୍ୟ ଭଲ ହୋଇ ନଥାଏ l

ବହୁତ ଲୋକଙ୍କର ଭଲ ହୋଇ ଯାଏ କିନ୍ତୁ ଏହାର ଦାଗ ମଧ୍ୟ ରହି ଯାଏ l ଏହାକୁ ସବୁଦିନ ପାଇଁ ଗାଏବ କରିବା ପାଇଁ ଆମକୁ ଗୋଟେ ଛୋଟିଆ ଘରୋଇ ଉପଚାର କରିବାକୁ ହେବl ତାହେଲେ ଆମେ ଏହି ସମସ୍ୟା ଠାରୁ ଦୂରେଇ ରହିବା l

ଆପଣଙ୍କ ମୁହଁ ଯେତେ ଗୋରା ହୋଇ ଥିଲେ ମଧ୍ୟ ଭାତୁଡି ଯଦି ହୋଇ ଥାଏ, ତେବେ ଭଲ ଦେଖା ଯାଏ ନାହିଁ l ଏହି ଘରୋଇ ଉପଚାର ଦ୍ୱାରା ଆମେ ଏହାକୁ ଭଲ କରି ଦେଇ ପାରିବା l ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବା ପାଇଁ କଣ ସବୁ ଆବଶ୍ୟକ ହୋଇ ଥାଏ l

1.ପ୍ରଥମେ ଗୋଟିଏ କୋଲଗେଟ ନେବା ଓ ଏହାର ରଙ୍ଗ ଧଳା ହୋଇ ଥିବା ଦରକାର l ତେବେ ଗୋଟିଏ ପାତ୍ରରେ ଅଧା ଚମଚରୁ କମ ପେଷ୍ଟ ନିଅନ୍ତୁ l

2. ଏହାପରେ ଆପଣ ସେଥିରେ ବେକିଙ୍ଗ ସୋଡ଼ା ନିଅନ୍ତୁ l ଆପଣ ଯେତିକି ମାତ୍ରାରେ ପେଷ୍ଟ ନେଇ ଥିବେ ଠିକ ସେତିକି ପରିମାଣର ବେକିଙ୍ଗ ସୋଡ଼ା ମଧ୍ୟ ନେବେ l

3. ତୃତୀୟରେ ଏହାପରେ ଏଥିରେ ଆମେ ଅର୍ଗାନିକ କ୍ୟାଷ୍ଟର ଅଏଲ ନିଅନ୍ତୁ l ଏହି ତିନୋଟି ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ l ବେକିଙ୍ଗ ସୋଡ଼ା ଓ କ୍ୟାଷ୍ଟର ତେଲ ବହୁତ ଉପକାରୀ ଭାତୁଡ଼ି ଭଲ ହେବା ପାଇଁ l ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ l ଏହାକୁ ଆମେ ଗୋଟିଏ ପେଷ୍ଟ କରି ସରିଲା ପାରେ ଆମେ ମୁହଁକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ, ପରେ ପେଷ୍ଟକୁ ଭାତୁଡ଼ି ହୋଇଥିବା ଜାଗାରେ ଲଗାନ୍ତୁ l

4. ଏହାକୁ ଲଗାଇ ତାକୁ ପନ୍ଦରରୁ କୋଡିଏ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ l ଏହା ପରେ ତାକୁ ପାଣିରେ ମୁହଁ ଧୋଇ ଭଲ ଭାବେ ସଫା କରନ୍ତୁ l ଏହା କରିବା ଦ୍ୱାରା ଆମର ଭାତୁଡ଼ି ଭଲ ହୋଇ ଯାଇଥାଏ l ଏହାକୁ ଆମେ ଫ୍ରିଜରେ ମଧ୍ୟ ଷ୍ଟୋର କରି ରଖି ପାରିବା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।